ଇଏ ସେହି ବର୍ଷା ତ ? ଯିଏ ଦିନେ କାନ୍ଦି କାନ୍ଦି ମାଗୁଥିଲେ ଭୋଟ ଆଜି ଦେଖେଇଲେ ଅସଲ ରୂପ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାନ୍ଦି କାନ୍ଦି ଭୋଟ ମାଗିଥିଲେ । ଏବେ ବିଧୟିକା ହେବା ପରେ ବଦଳିଗଲା କି ତାଙ୍କର ରଙ୍ଗ । ହଁ ବନ୍ଧୁଗଣ ବାପାଙ୍କ ସ୍ଵପ୍ନକୁ ପୁରା କରିବା ପାଇଁ ଯେଉଁ ମହିଳା ଜଣଙ୍କ ଘର ଘର ବୁଲି ଲୋକଙ୍କୁ ଗୁହାରୀ କରି ଭୋଟ ମାଗୁଥିଲେ । ବିଧୟିକା ହେଲା ପରେ ଲୋକଙ୍କ ସବୁ ସମସ୍ଯାକୁ ଦୂର କରିବାକୁ ପ୍ରତିଶ୍ରୁତି ଯିଏ ଦେଇଥିଲେ । ତେବେ ଇଏ ସେହି ବର୍ଷା ତ ! ହଁ ବନ୍ଧୁଗଣ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ତେବେ ପଦ୍ମପୁର ଏରିଆରେ ଲୋକ ମାନେ ନବ ନିର୍ବାଚିତ ବିଧୟିକା ଗାଁକୁ ଆସିବା ଖବର ଶୁଣି ତାଙ୍କୁ ଦେଖା କରିବାକୁ ଧାଇଁ ଆସିଥିଲେ । ଏହା ସହିତ ନିଜ ଏରିଆର ସମସ୍ଯା ମଧ୍ୟ ନବ ନିର୍ବାଚିତ ବିଧୟିକାଙ୍କୁ ଜଣାଇ ଥିଲେ । ହେଲେ ବିଧୟିକା ବର୍ଷାଙ୍କ ମୁହଁରୁ ଯେଉଁ ଉତ୍ତର ମିଳିଥିଲା । ତାହା ଶୁଣି ସେଟାକୁ ସମସ୍ଯା ଜଣାଇବାକୁ ଆସିଥିବା ଲୋକଙ୍କ ମୁହଁ ପୁରା ଚୁପ ହୋଇଗଲା । ତେବେ ଯେଉଁ ମୁହଁରେ ସମସ୍ଯା ନେଇକି ଗାଁ ଲୋକେ ଧାଇଁ ଆସିଥିଲେ ।

ସେହି ମୁହଁକୁ ଚୁପ କରି ଲୋକେ ପୁଣି ଥରେ ଫେରିଗଲେ । ତେବେ ସୂଚନା ମୁତାବକ ବିଧୟିକା ବର୍ଷା ନବ ନିର୍ବାଚିତ ହୋଇ ବିଧୟିକା ହୋଇଛନ୍ତି । ତେବେ ବିଧୟିକା ବର୍ଷା ସାଥିରେ କିଛି ଲୋକ ନେଇ ଗାଁ ଏରିଆକୁ ଆସିଥିଲେ । ତେବେ ସେଠାକାର ଲୋକେମାନେ ଯେତେବେଳେ ନିଜ ଗାଁର ସମସ୍ଯା ବିଧୟିକାଙ୍କୁ ଜଣାଇଥିଲେ । ସେତେବେଳେ ବିଧୟିକା ସିଧା ସିଧା କହିଥିଲେ । ନିଜ ସମସ୍ଯା ସରପଞ୍ଚଙ୍କୁ କୁହ । ସରପଞ୍ଚଙ୍କୁ ଭୋଟ କାହିଁକି ଦେଇଛ ?

ତେବେ ତମ ଏରିଆର ସମସ୍ଯା ତମେ ସରପଞ୍ଚଙ୍କୁ ଜଣାଅ । ନିର୍ବାଚନ ସମୟରେ ପଦ୍ମପୁର ଗ୍ରାମର ଉନ୍ନତି କରିବାକୁ ଘର ଘର ବୁଲି ଦିନେ ବର୍ଷାରାଣୀ ବରିହା ଭୋଟ ମାଗୁଥିଲେ । ହେଲେ ଗାଦୀରେ ବାସିସାରିଲା ପରେ ଲୋକଙ୍କୁ ହତଦାର କରିବା କଥା ବର୍ତ୍ତମାନ ସମୟରେ ଚର୍ଚା ହେଉଛି । ଲୋକଙ୍କ ସମସ୍ଯା ବିଷୟରେ ନଶୁଣି ଓଲଟି ବିଧୟିକା ବର୍ଷାରାଣୀ ଲୋକଙ୍କୁ ତାଶ୍ଚଲ୍ୟ କରି ନିଜ ସରପଞ୍ଚକୁ ସମସ୍ଯା ବିଷୟରେ ଯାଇ କୁହ ବୋଲି କହୁଛନ୍ତି ।

ତେବେ ପଦ୍ମପୁରର ବିଧୟିକା ହୋଇ ଜଣେ ଲୋକ ପ୍ରତିନିଧି ରୂପେ ଲୋକଙ୍କ ସମସ୍ଯା ବିଷୟରେ ଶୁଣି ମଧ୍ୟ ନଶୁଣିଲା ଭଳି ହୋଇ ଲୋକଙ୍କୁ ହତାଦର ଭଳି କରି କହିବା ଜଣେ ବିଧୟିକାଙ୍କ ପାଇଁ ଜମାରୁ ଶୋଭନୀୟ ହେଉନାହିଁ । ତେବେ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *