ଫୋନରେ କାହିଁକି ଥାଏ ଫ୍ଲାଇଟ ମୋଡ ! ଯାତ୍ରା ସମୟରେ ଯଦି ଫ୍ଲାଇଟ ମୋଡ ଅନ୍ ତ ଦେଖାଦିଏ କେଉଁ ସମସ୍ଯା ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ଲୋକ ନିଜର ସୁବିଧା ପାଇଁ ଫୋନ ବ୍ୟବହାର କରିଥାନ୍ତି । ତେବେ ଫୋନରେ ବିଭିନ୍ନ ପ୍ରକାର ଅପସନ ମଧ୍ୟ ରହିଥାଏ । ଯେଉଁ ଅପସନ ସବୁ ମଧ୍ୟମରେ ଆମେ ଫୋନରେ ଥିବା ଅନେକ ସୁବିଧାର ଉପଭୋଗ କରିପାରିଥାଉ । ତେବେ ଫୋନରେ ଫ୍ଲାଇଟ ମୋଡ ବୋଲି ଏକ ଅପସନ ରହିଥାଏ । ଯାହାର ବ୍ୟବହାର ପ୍ରାୟତଃ ସବୁ ଲୋକ ଜାଣିଥାନ୍ତି ।

ତେବେ ସାଧାରଣ ଅର୍ଥରେ ଲୋକମାନେ ନିଜ ଫୋନରେ ଗୋଟେ ପ୍ରକାର ଫୋନକୁ ସ୍ଵିଚଅଫ କରିବା ପାଇଁ ଏହି ଫ୍ଲାଇଟ ମୋଡ ଅପସନର ବ୍ୟବହାର କରିଥାନ୍ତି । ଯାହା ଦ୍ଵାରା କି ନେଟୱର୍କ ସମ୍ପର୍କିତ ଫୋନରେ କିଛି ମଧ୍ୟ କାର୍ଯ୍ୟ କରିହୋଇନଥାଏ । ତେବେ ଏହି ଫ୍ଲାଇଟ ମୋଡର ପ୍ରକୃତ କାର୍ଯ୍ୟ କଣ ଯେଉଁଥି ପାଇଁ ଏହ ଫ୍ଲାଇଟ ମୋଡ ଅପସନକୁ ଫୋନରେ ରଖାଯାଇଥାଏ । ଏହା ସହିତ ଏହାର ସଠିକ ବ୍ୟବହାର କେଉଁ ସମୟରେ କରାଯାଇଥାଏ ।

ତେବେ ଯେଉଁ ସମୟରେ ଲୋକମାନେ ନିଜର କୌଣସି କାମ ପାଇଁ ଏରୋପ୍ଳେନରେ ଯାତ୍ରା କରିଥାନ୍ତି । ସେତେବେଳେ ଲୋକମାନଙ୍କୁ ଫୋନ ସ୍ଵିଚଅଫ ବା ଏରୋପ୍ଳେନମୋଡ କରିବା ପାଇଁ କୁହାଯାଇଥାଏ । ତେବେ ଆପଣମାନେ ଜାଣିଛନ୍ତି କି ଫ୍ଲାଇଟରେ ଯିବା ସମୟରେ କଣ ପାଇଁ ଫ୍ଲାଇଟମୋଡ ଅନ କରିବା ପାଇଁ କୁହାଯାଇଥାଏ । କାରଣ ଯଦି ଏରୋପ୍ଳେନରେ ଯାତ୍ରା କରୁଥିବା ସମୟରେ ସେଠାରେ ବସିଥିବା ବ୍ୟକ୍ତି ମାନେ ନିଜ ଫୋନର ଏରୋପ୍ଲେନ ମୋଡର ଅପସନକୁ ଅନ କରିନଥାନ୍ତି ।

ତେବେ ମୋବାଇଲ ଫୋନର ସିଗନାଲ ବିମାନର କମୁନିକେସନ ସିଷ୍ଟମକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ତେବେ ଏହି କାରଣରୁ ବିମାନ ଉଦାଉଥିବା ପାଇଲତକୁ ଏହାର ବହୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥାଏ । ତେବେ ଉଡାଜାହାଜ ଉଡୁଥିବା ସମୟରେ ପାଇଲଟ ସବୁ ସମୟରେ କଣ୍ଟ୍ରୋଲ ରୁମ ସହ ସମ୍ପର୍କରେ ରହିଥାଏ । ତେବେ ଯଦି ସେହି ସମୟରେ ମୋବାଇଲ ଫୋନର ଏରୋପ୍ଳେନ ମୋଡ ଅନ ହୋଇନଥାଏ ।

ତେବେ ବିମାନ ଚଳଉଥିବା ପାଇଲଟକୁ ସୂଚନା ମିଳିବାରେ ଅସୁବିଧା ହୋଇଥାଏ । ତେବେ ଯେପରି ନେପାଳର ଏକ ବିମାନରେ ଜଣେ ଯାତ୍ରୀ ଯିବା ସମୟରେ ଫ୍ଲାଇଟ ମୋଡ ଅନ କରିନଥିବାରୁ ପାଇଲଟକୁ ସୂଚନା ଠିକ ଭାବରେ ମିଳିପାରିନଥିଲା । ଯେଉଁ କାରଣରୁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତେଣୁ ବିମାନରେ ଯିବା ସମୟରେ ସମସ୍ତଙ୍କୁ ନିଜ ଫୋନର ଫ୍ଲାଇଟ ମୋଡ ଅପସନକୁ ଅନ କରିବା ପାଇଁ କୁହାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିଶ୍ଚୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *