ମୁଠାଏ ଚାଉଳ ଆପଣଙ୍କୁ ରାତା ରାତି କରିଦେବ କୋଟିପତି, ଆଜି ହିଁ କରନ୍ତୁ ଧନ ପ୍ରାପ୍ତିର ଏହି ଛୋଟିଆ ଉପାୟ- Vastu Shastra

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ କି , ତାଙ୍କ ଜୀବନରେ ବହୁତ ସର ଧନ ଆସୁ ଏବଂ ବହୁତ୍ ସର ଖୁସି ମଧ୍ୟ ଆସୁ । କିନ୍ତୁ ବନ୍ଧୁଗଣ ବେଳେ ବେଳେ ଏହା ହୋଇଥାଏ ଯେ ଆପଣମାନେ ପଇସା ତ ବହୁତ୍ ସର କମେଇ ଥାନ୍ତି କିନ୍ତୁ ଧନ ଘରେ ରହିନଥାଏ , କେବେ କେବେ ତା ଧନ ଘରକୁ ଆସେ ହିଁ ନଥାଏ । ସେଥିପାଇଁ ଆପଣ ବହୁତ୍ ଚିନ୍ତିତ ଅଛନ୍ତି ଏବଂ ଆପଣ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରୁଛନ୍ତି କିନ୍ତୁ ଧନ ଘରେ ଆଦୌ ରହୁ ନାହିଁ , ବହୁତ ଶୀଘ୍ର ଆପଣଙ୍କର ଘରୁ ଆପଣ କମେଇ ଥିବା ଧନ ସରିଯାଉଛି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଘରେ କିପରି ସୁଖ ଶାନ୍ତି ରହିବ ଏବଂ ଆପଣମାନେ କେମିତି ଆପଣଙ୍କ ଘରର ଧନ ଭଣ୍ଡାର କୁ ଭରି ପାରିବେ ତାହା ପାଇଁ ଏକ ଛୋଟ ପ୍ରୟୋଗ ଆଜି ଆମେ ଆପଣମାନଙ୍କୁ ଜଣାଇବୁ । ବନ୍ଧୁଗଣ ଏହାକୁ ଆପଣ ନିଶ୍ଚୟ ପ୍ରୟୋଗ କରି ଦେଖନ୍ତୁ ।

ବନ୍ଧୁଗଣ ଏହା ବହୁତ ସହଜ ଉପାୟ ଅଟେ , ଯାହାକୁ କରିବା ଦ୍ଵାରା ଆପଣଙ୍କର ଧନ ଭଣ୍ଡାର କେବେ ବି ଖାଲି ରହିବ ନାହିଁ ! ବରଂ ଦିନକୁ ଦିନ ଆହୁରି ଏହି ଧନର ମାତ୍ର ବୃଦ୍ଧି ପାଇବାରେ ଲାଗିବ । ଏହା ବହୁତ ହିଁ ସହଜ ଉପାୟ ଅଟେ , ଯେ କୌଣସି ବ୍ୟକ୍ତି ଏହାକୁ ତାଙ୍କ ଘରେ ପ୍ରୟୋଗ କରିପାରିବେ ଏବଂ ଏହି ପ୍ରୟୋଗ ଆପଣ କୌଣସି ବି ଗୁରୁବାର କିମ୍ବା ଶୁକ୍ରବାର ଦିନ କରିପାରିବେ । ବନ୍ଧୁଗଣ ମାନେ ରଖିବେ କି କେବଳ ଗୁରୁବାର କିମ୍ବା ଶୁକ୍ରବାର ଦିନ ହିଁ କରିବେ , କାରଣ ଏହି ଦୁଇ ବାର ମଧ୍ୟ ରୁ ଗୁରୁବାର ହେଉଛି ମାତା ଲକ୍ଷ୍ମୀଙ୍କ ବାର ଏବଂ ଶୁକ୍ରବାର ଦେବ ଗୁରୁଙ୍କ ବାର ହୋଇଥାଏ ।

ତେବେ ଏହି ଦୁଇ ଦିନରେ କରାଯାଇଥିବା ଯେ କୌଣସି କାମ ଅତି ଶୀଘ୍ର ଆପଣମାନଙ୍କୁ ଫଳ ଦେଇଥାଏ , ତେଣୁ ଆପଣ ଏହି ଦୁଇ ବାରରେ ହିଁ ଏହି ଉପାୟକୁ କାର୍ଯ୍ୟକାରୀ କରିବେ । ଅନ୍ୟ କୌଣସି ବାରରେ ଏହି ଉପାୟ କରିବେ ନାହିଁ ଏବଂ ଆପଣଙ୍କର ଏହାକୁ କରିବା ଦ୍ୱାରା ଆପଣଙ୍କର ଗୁରୁ ଏବଂ ଶୁକ୍ର ଗ୍ରହ ଦୁହେଁ ବହୁତ ମଜବୁତ ହୋଇଯାଇ ଥାନ୍ତି, ତେଣୁ ବନ୍ଧୁଗଣ ଆପଣ ଏହି ପ୍ରୟୋଗକୁ ଏହି ବାର ରେ ହିଁ କରିବେ। ବନ୍ଧୁଗଣ ଧନ ପ୍ରାପ୍ତିର ଇଚ୍ଛା ପ୍ରତ୍ୟେକ ବ୍ୟକ୍ତିଙ୍କର ମନରେ ରହିଥାଏ ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

 

ତେବେ ବନ୍ଧୁଗଣ ସର୍ବ ପ୍ରଥମେ ଆପଣ ଏକ ଛୋଟ ମାଠିଆ ନିଅନ୍ତୁ , ବନ୍ଧୁଗଣ ଏହା ମାଟି ରେ ନିର୍ମିତ ହେଇଥିବା ଆବଶ୍ୟକ , ବନ୍ଧୁଗଣ ଯଦି ଆପଣଙ୍କର ପାଖରେ ମାଠିଆ ନଥାଏ ତେବେ ଆପଣମାନେ ପୂର୍ବରୁ ବ୍ୟବହାର ହୋଇଥିବା ପୂଜା କଳସ ମଧ୍ୟ ବ୍ୟବହାର କରିପାରିବେ କିନ୍ତୁ ଏହି କଳସ ମାଟି ରେ ହୋଇଥିବା ଦରକାର । କିନ୍ତୁ ବନ୍ଧୁଗଣ ଯେଉଁ ମାଠିଆ ରେ ଆପଣମାନେ ପାଣି ପିଉଥିବେ ବା ସେହି ମାଠିଆ ଆପଣମାନେ ଘରେ ବ୍ୟବହାର କରୁଥିବେ , ଆପଣମାନେ ଭୁଲ ରେ ମଧ୍ୟ ସେହି ମାଠିଆ କୁ ବ୍ୟବହାର କରିବେ ନାହିଁ , ଏବଂ ଯଦି ଏହା ପରେ ବି ଆପଣଙ୍କୁ କଳସ ବା ମାଠିଆ ମିଳୁ ନାହିଁ ତେବେ ଆପଣମାନେ ମାର୍କେଟରେ ମିଳୁଥିବା କଳସ ବା ମାଠିଆ କିଣି ପାରିବେ ।

ବନ୍ଧୁଗଣ ଏବେ ଆପଣଙ୍କୁ ଏହି ମାଠିଆ ବା କଳସରେ ଚାଉଳ ରଖିବାର ଅଛି , ବନ୍ଧୁଗଣ ଆପଣ ମାନେ କରି ଏହି ମାଠିଆରେ ସମ୍ପୂର୍ଣ ଭାବେ ଅର୍ଥାତ୍ ଫୁଲ କରି ଚାଉଳ ଭର୍ତି କରନ୍ତୁ , ଏବଂ ଏବେ ଦୁଇଟି ଦୁବ ଘାସ ନିଅନ୍ତୁ ଯାହାକି ପ୍ରଭୁ ଗଣେଶଙ୍କର ବହୁତ ପ୍ରିୟ ହୋଇଥାଏ । ଏହା ପରେ ଏଥିରେ ଗୋଟେ ୧ ଟଙ୍କା ରଖନ୍ତୁ ,ବନ୍ଧୁଗଣ ଏହାକୁ ଚାଉଳ ଭିତରେ ହିଁ ରଖନ୍ତୁ । ଏହାପରେ ଗୋଟେ ନାଲି କପଡ଼ାରେ ସେହି କଳସ ବ ମାଠିଆ ର ମୁହଁ କୁ ଭଲ ଭାବେ ବାନ୍ଧି ଦିଅନ୍ତୁ ।

ବନ୍ଧୁଗଣ ଏବେ ଏହା ବନିଗଲା ଆପଣଙ୍କର ଦିବ୍ୟ ଧନ ଆସିବାର କଳସ , ଏହା ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କଳସ ହୋଇଥାଏ । ବନ୍ଧୁଗଣ ମାନେ ରଖିବେ କି ଏହି କଳସ କୁ ଆପଣ ଆପଣଙ୍କର ଘରର ଉତ୍ତର – ପଶ୍ଚିମ କୋଣ ରେ ରଖିବେ , ଯେମିତି କି ଆପଣ ପୁରା ଉତ୍ତର ଦିଗରେ ପୂଜା କରିଥାନ୍ତି ଠିକ୍ ସେହି ପରି ଉତ୍ତର – ପଶ୍ଚିମ କୋଣ ରେ ଆପଣ ଏହାକୁ ରଖନ୍ତୁ । ଏବଂ ଏହାକୁ ଆପଣ ତଳେ ମଧ୍ୟ ରଖିପାରିବେ , ଏବେ ଏହାକୁ ଆପଣମାନେ ପୁରା ବର୍ଷ ସେମିତି ସ୍ଥିର କରି ରଖିବେ ଏବଂ ଏହାକୁ ଆର ବର୍ଷ ଉଠାଇ ଭଗବାନ ଙ୍କୁ ସ୍ମରଣ କରି ପାଖରେ ଥିବା ଯେ କୌଣସି ନଦୀ ବା ପୋଖରୀ ରେ ଭସେଇ ଦେବେ ନହେଲେ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇଦେବେ।

ବନ୍ଧୁଗଣ ଧ୍ୟାନ ରଖିବେ କି ଏହାକୁ ଛାତ ଉପରେ ଭୁଲ ରେ ମଧ୍ୟ ପକେଇବେ ନାହିଁ । ଏବଂ ସେହି ୧ ଟଙ୍କା କୁ ନିଜ ପାଖରେ ରଖନ୍ତୁ , ବନ୍ଧୁଗଣ ଧ୍ୟାନ ରଖିବେ ଏହାକୁ ଯେପରି ଖର୍ଚ୍ଚ କରିବେ ନାହିଁ । କାରଣ ପଇସାକୁ କେବେ ମଧ୍ୟ ନଦୀ ବା ପୋଖରୀ ରେ ଭସେଇ ଦିଆଯାଏ ନାହିଁ କିମ୍ବା କେଉଁଠି ପକାଇ ଦିଆଯାଇ ନଥାଏ । ତେଣୁ ଆପଣମାନେ ଭୁଲରେ ମଧ୍ୟ ଏହି ପଇସାକୁ ଫିଙ୍ଗିବେ ନାହିଁ ।

ଏହାକୁ ଆପଣ ନିଜର ଧନ ରଖୁଥିବା ସ୍ଥାନ କିମ୍ବା ନିଜର ପର୍ଶ୍ ରେ ରଖିପାରିବେ । ତେବେ ବନ୍ଧୁଗଣ ଆପଣ ଯଦି ଘରେ ଏହି ଉପାୟ ପ୍ରୟୋଗ କରନ୍ତି , ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଏବଂ ଆପଣଙ୍କର ଘର ଉପରେ ପ୍ରସନ୍ନ ହୋଇ ଅସୀମ କୃପା ଆପଣଙ୍କୁ ଏବଂ ଆପଣଙ୍କର ଘରକୁ ପ୍ରଦାନ କରିଥାନ୍ତି , ଯାହା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ଏବଂ ଖର୍ଚ୍ଚ କମ୍ ହୋଇଥାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *