କେବଳ ଏହି 1 ଉପାୟ କରନ୍ତୁ, ମାତ୍ର 7 ଦିନରେ ଆଖିର ଦୃଷ୍ଟିଶକ୍ତି ଏତେ ବଢାଇ ଦେବ କି ଆପଣ ଚଷମା କୁ ଭୁଲିଯିବେ- Helath Tips

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବର୍ତ୍ତମାନ ଆଖିକୁ ନେଇ ବହୁତ ସମସ୍ୟା ଦେଖାଯାଉଛି।ଅନେକ ନିଜର ଦୃଷ୍ଟି ଶକ୍ତି ହରାଇ ଅନ୍ଧ ମଧ୍ୟ ହୋଇ ଯାଉଛନ୍ତି।ଅଧିକାଂଶ ବ୍ୟକ୍ତି ମାନେ ଆଖିରେ ଦୃଷ୍ଟି ଶକ୍ତି କମ ଥିବା ହେତୁ ଚଷମା ବ୍ୟବହାର କରିଥାନ୍ତି।ଆଖିର ଦୃଷ୍ଟି ଶକ୍ତି ବଢାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ବଜାରରେ ମିଳୁ ଅଛି।ଏହା ଦ୍ୱାରା କିନ୍ତୁ ଆମକୁ ଏତେ ପରିମାଣରେ ଲାଭ ମିଳି ନ ଥାଏ।ବଜାର ରେ ମିଳୁଥିବା ଅନେକ ଔଷଧ ବ୍ୟବହାର କରିବା ଦ୍ୱାରା ଆଖି ଉପରେ କୁ ପ୍ରଭାବ ପକାଇ ଥାଏ।ଏବଂ ଆଖିର ଦୃଷ୍ଟି ଶକ୍ତି ମଧ୍ୟ କମାଇ ଦେଇଥାଏ।ଆପଣ ମାନଙ୍କୁ ଜଣାଇ ଦେଉଅଛୁ କି ବିଦେଶୀ ଔଷଧ ର ଆଖିର ପୁରା ଭଲ ହୋଇଯିବା ଅସମ୍ଭବ ଅଟେ।ଏଠି ପାଇଁ ଆବଶ୍ୟକ ହୋଇଥାଏ ଘରୋଇ ବା ପ୍ରାକୃତିକ ପଦ୍ଧତି।

ତେବେ ବନ୍ଧୁଗଣ ଆଜି ଆମେ ସେହିପରି କିଛି ଘରୋଇ ପଦ୍ଧତି ନେଇ ଆସିଛୁ ଆପଣଙ୍କ ପାଇଁ ଯାହାକୁ ବ୍ୟବହାର କରିବାର ସାତ ଦିନ ମଧ୍ୟରେ ଆପଣ ଏହାର ସୁଫଳ ପ୍ରାପ୍ତ କରିବେ।ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତ ବ୍ୟକ୍ତି ମୋବାଇଲ,ଲାପଟପ, କମ୍ପ୍ୟୁଟର ଆଦିରେ ବେସି ସମୟ କାର୍ଯ୍ୟ କରୁଛନ୍ତି।କାରଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ର ବ୍ୟବହାର ରେ ସମସ୍ତ କାର୍ଯ୍ୟ କରା ଯାଇ ପାରୁଛି।କିନ୍ତୁ ଏହା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି କମି କମି ଯାଇଥାଏ ବୋଲି ଆମେ ଜାଣି ପାରି ନ ଥାଉ।ବର୍ତ୍ତମାନ ସମୟରେ ଛୁଆ ମାନେ ମଧ୍ୟ ବହୁତ ସମୟ ଏହି ପରି ଜିନିଷର ଅଧିକ ବ୍ୟବହାର କରୁଛନ୍ତି।

ତେବେ ତାଙ୍କର ଆଖିର ଦୃଷ୍ଟି ଶକ୍ତି କମିଯିବା ମଧ୍ୟ ଏକ ସ୍ୱାଭାବିକ କଥା ଅଟେ।ଏହା ପରେ ସେମାନେ ଚଷମା ବ୍ୟବହାର କରିଥାନ୍ତି ବା ଅନ୍ୟ କିଛି ଔଷଧ ର ବ୍ୟବହାର କରିଥାନ୍ତି।କିନ୍ତୁ ଏହା ଦ୍ଵାରା ସେ ସୁଫଳ ପାଇ ପାରି ନ ଥାନ୍ତି।ତେବେ ଆଜି ଆମେ ଏକ ଏପରି ପଦ୍ଧତି ନେଇଆସିଛୁ ଯାହାକୁ ସେବନ କରିବା ଦ୍ୱାରା ଆପଣ ସାତ ଦିନ ମଧ୍ୟରେ ନିଜର ଦୃଷ୍ଟି ଶକ୍ତି ଫେରି ପାଇବେ।ତେବେ ଆସନ୍ତୁ ଜାଣିବା ସେ ବିଷୟରେ କିଛି ଅଧିକ କଥା।

ବନ୍ଧୁଗଣ ଆପଣ ଯେତେବେଳେ ଶୋଇବାକୁ ଯାଉଛନ୍ତି ସେତେବେଳେ ବ୍ରସ କରିକି ସୁଅନ୍ତୁ ଓ ସକାଳେ ଉଠିବା ପରେ ନିଜ ଜିଭରେ ଥିବା ଲାଳ ଅଂଶ କୁ ନେଇ ନିଜ ଆଖିରେ କାଜଲ ଭଳି ଲଗାନ୍ତୁ ଏହା ଦ୍ବାରା ଆପଣଙ୍କ ଆଖି ଭିତରୁ ପୁରା ସଫା ହୋଇଯିବ ଏବଂ ଆପଣଙ୍କୁ ଆରାମ ଲାଗିବ।ବନ୍ଧୁଗଣ ଏହାପରେ ନିଜ ମୁହଁରେ ପାଣି ନେଇ ଏହାକୁ ନିଜ ଆଖି ଉପରେ ସିଞ୍ଚନ କରନ୍ତୁ ଏହା ଦ୍ଵାରା ଆଖିରେ ଥିବା ସମସ୍ତ ମଇଳା ବାହାରି ଆସିବ।

ଏହାକୁ ଦିନକୁ ପ୍ରାୟ ୩-୪ଥର କରିବାକୁ ହେବ।ଏହାପରେ ଆପଣ ଯେତେବେଳେ ଶୋଇବାକୁ ଯାଉଛନ୍ତି ସେତେବେଳେ ପାଦ ରେ ଶୋରିଷ ତେଲ କିମ୍ବା ଦେଶୀ ଘିଅ ମାଲିସ କରନ୍ତୁ ଏହା ଦ୍ୱାରା ମଧ୍ୟ ଆପଣଙ୍କୁ ସୁଫଳ ମିଳିବ।ଏପରି ପ୍ରତିଦିନ କରିବା ଆବଶ୍ୟକ ହୋଇଥାଏ।

ବନ୍ଧୁଗଣ ଉପରୋକ୍ତ ସମସ୍ତ ପଦ୍ଧତି ସହିତ ଯଦି ଆପଣ ଏହାକୁ ବ୍ୟବହାର କରିବେ ତାହେଲେ ଆପଣ ଖୁବ ଶୀଘ୍ର ସୁଫଳ ପାଇବେ।ତେବେ ଆସନ୍ତୁ ଜାଣିବା ତାର ପ୍ରସ୍ତୁତ ପ୍ରଣାଳୀ।ପ୍ରଥମେ କିଛି ବାଦାମ ନିଅନ୍ତୁ ଏହା ପରେ ଏଥିରେ କିଛି ଗୋଲମରିଚ ପକାନ୍ତୁ ଏହା ପରେ କିଛି ମିଶିରି ପକାନ୍ତୁ ଏବଂ ଏହାକୁ ଭଲ ଭାବରେ ଛେଚି ଛେଚି ଗୁଣ୍ଡ କରି ଦିଅନ୍ତୁ।ଏହା ପରେ କିଛି କ୍ଷୀର କୁ ନେଇକି ଗରମ କରନ୍ତୁ ।

କ୍ଷୀର ଫୁଟି ଆସୁଥିବା ସମୟରେ ସେଥିରେ ଏହି ମିଶ୍ରଣ କୁ ପକାଇ ଦିଅନ୍ତୁ।ଏହା ପରେ କ୍ଷୀର ଫୁଟିବା ସମୟରେ ଦେଖିବେ ଏହି ମିଶ୍ରଣ ର କିଛି ଅଂଶ ଉପରକୁ ଉଠି ଆସିବ ଏହା ପରେ ଆପଣ ଜାଣିବେ ଯେ ଏହା ପ୍ରସ୍ତୁତ ହୋଇଯାଇଛି।ଏହା ପରେ ଏହାକୁ କପ ରେ ଢାଳି କରି ଏହାକୁ ପିଅନ୍ତୁ।ଏହା ଛୋଟ ଛୁଆ ଙ୍କ ପାଇଁ ବେଶ ଉପ ଯୋଗୀ ହୋଇଥାଏ।ଏହା ଛୋଟ ଛୁଆ ଙ୍କ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ଏବଂ ସମସ୍ତ ପ୍ରକାର ରୋଗରୁ ରକ୍ଷା କରିଥାଏ।

ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ। ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *