ଏମିତି ନାଚିଲା ବୋଲି ତଳକୁ ମୁହଁ ପୋତି ବସିଲି, ତଥାପି ମୋ ମୁଣ୍ଡରେ ହାତ ମାରିଲା..ମୁଁ ତା’ର ବାପା ସାମନା ତଥାପି ସେ ମତେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏମିତି ସେ ନାଚିଲା ଯେ ମୁଁ ଯାତ୍ରା ଦେଖିବାକୁ ଯାଇଥିଲି ତଳକୁ ମୁହଁ କରି ବସିଲି । ତେବେ ଏପରି କିଛି ମନ୍ତବ୍ୟ ଏକ ବୃଦ୍ଧ ବ୍ୟକ୍ତି ଜଣେ ଯାତ୍ରାର ଆଇଟମ ଗାର୍ଲଙ୍କ ବିରୁଦ୍ଧରେ ଆଣିଛନ୍ତି । ତେବେ ଯାତ୍ରା ହେଉଛି ଏକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ । ଯେଉଁଠାରେ କଳାକାର ମାନେ ନିଜର କଳା ପଦର୍ଶନ କରି ଲୋକ ମାନଙ୍କର ମନୋରଞ୍ଜନ କରାଇଥାନ୍ତି । ଏହାକୁ ଦେଖିବା ପାଇଁ ମଧ୍ୟ ଯାତ୍ରା ସ୍ଟେଜ ତଳେ ଅନେକ ଲୋକଙ୍କର ଭିଡର ସମାଗମ ଦେଖିବାକୁ ମିଳିଥାଏ ।

ତେବେ ସେହିପରି ଓଡିଶା ଅପେରାର ଯାତ୍ରା ପାର୍ଟି ଯାତ୍ରା କରୁଥିବା ସମୟରେ ଯାତ୍ରା ଦେଖିବା ପାଇଁ ବୃଦ୍ଧ ବ୍ୟକ୍ତି ଜଣଙ୍କ ଯାଇଥିଲେ । ସେଠାକୁ ଯାଇ ଟିକେଟ କାଟି ଯାତ୍ରା ସ୍ଟେଜର ଆଗ ଧାଡିରେ ବସିଥିଲେ । ହେଲେ ସେଠାରେ ଆଇଟମ ଡାନ୍ସ ଚାଲିଥିବା ସମୟରେ ଜଣେ ନୃତ୍ୟ ପଦର୍ଶନ କରୁଥିବା ଝିଅଟି ଏକ ଡାନ୍ସ ନମ୍ବରରେ ନାଚୁଥିଲେ । ତେବେ ବୃଦ୍ଧ ବ୍ୟକ୍ତିଙ୍କ କହିବା ଅନୁଯାଇ ମୁଁ ମୋର ଯାତ୍ରା ଦେଖିବା ପାଇଁ ଯାତ୍ରା ମଞ୍ଚ ତଳେ ବସିଥିଲି ।

ସେହି ଝିଅଟି ସ୍ଟେଜ ଉପରେ ନାଚୁଥିଲା । ତା’ ର ସେପରି ଆଇଟମ ଡାନ୍ସ ଦେଖିବାକୁ ମୋତେ ଭଲ ଲାଗିନଥିଲା । ଯେଉଁ କାରଣରୁ ମୁଁ ସ୍ଟେଜ ତଳେ ମୁହଁକୁ ତଳକୁ ପୋତିକରି ବସିଥିଲି । ହେଲେ ସେହି ନାଚୁଥିବା ଝିଅ ଜଣଙ୍କ ଆସି ମୋ ମୁଣ୍ଡରେ ହାତ ମାରିଲା । ଯେଉଁ ବ୍ୟବହାର କି ମୋତେ ଜମାରୁ ମଧ୍ୟ ଭଲ ଲାଗିନଥିଲା । କାରଣ ମୁଁ ସେହି ଝିଅଟିର ବାପା ବୟସର ଭଳି ହେବି । ହେଲେ ସେ ଅଶ୍ଳୀଳ ଭାବରେ ମୋ ମୁଣ୍ଡରେ ହାତ ମାରିବା କଥାଟି ଜମା ଭଲ ଲାଗିନଥିଲା ।

ଝିଅ ଉପରକୁ ମୁଁ ରାଗିଯିବା କାରଣରୁ ସେ ଝିଅ ଯାଇ ତାଙ୍କ କମିଟି ଲୋକଙ୍କୁ ମୋ ନାମରେ ମିଛ କଥା କହିଦେଲା । ତାପରେ ଯାତ୍ରା କମିଟି ଲୋକ ଆସି ମୋତେ ଗାଳି ଗୁଲଜ କରି ସେଠାରୁ ମୋତେ ବିଦା କରିଦେଲା । ତେଣୁ ମୁଁ  ତାଙ୍କ  ନାଁରେ ଆଜି ଘନ୍ଟେଶ୍ଵର ପୋଲିସ ଥାନାରେ ଅଭିଯୋଗ ଦେବାକୁ ଆସିଛି । ତେବେ ଯାତ୍ରାରେ ନୃତ୍ୟ ପଦର୍ଶନ କରିବା ଖରାପ କଥା ନୁହେଁ ।

ହେଲେ ନୃତ୍ୟ ସମୟରେ ନିଜର ସୀମା ଉଲଂଘନ କରି କାହା ସହିତ ଅପବ୍ୟବହାର କରିବା ଜମାରୁ ମଧ୍ୟ ଗ୍ରହଣୀୟ ନୁହେଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *