କାନ୍ଦି କାନ୍ଦି ମିଥୁନ କହିଲେ ଦେବାଶିଷ ମୋ ଭାଇ, ସେ ଆଜି ଦେଶ ପାଇଁ ସହିଦ ହେଇଛି ହେଲେ ଆମ ସମସ୍ତଙ୍କ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦେବାଶିଷ ମୋ ଭାଇ ! ଦେବାଶିଷ ଥିଲା ଦେବାଶିଷ ଅଛି ଓ ସବୁଦିନ ପାଇଁ ଦେବାଶିଷ ଅମର ହୋଇ ରହିବ । ତେବେ ଏପରି କିଛି ପ୍ରତିକ୍ରିୟା ଭାବ ବିହ୍ଵଳ ହୋଇ ମେଗା ଷ୍ଟାର ମିଥୁନ ଚକ୍ରବର୍ତ୍ତୀ ସହିଦ ଯବାନ ଦେବାଶିଷ ବିଶ୍ଵାଳଙ୍କ ନିମନ୍ତେ କହିଛନ୍ତି । ତେବେ ସୂଚନା ମୁତାବିକ ଆର୍ମୀ ଭ୍ୟାନ ଉପରକୁ ମାଓବାଦୀଙ୍କ ବୋମା ନିକ୍ଷେପ କାରଣରୁ ବହୁ ଯବାନ ସହିଦ ହୋଇଛନ୍ତି । ସେଥିମଧ୍ୟରୁ ଓଡିଶାର ପୁରୀ ଜିଲ୍ଲାର ସହିଦ ଦେବାଶିଷ ବିଶ୍ଵାଳ ମଧ୍ୟ ସାମିଲ ଅଛନ୍ତି ।

ଯାହାଙ୍କୁ ହରାଇ ସାରା ଗ୍ରାମ ଆଜି କାନ୍ଦୁଛି । ତେବେ ଗତ କାଲି ଦେବାଶିଷଙ୍କ ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷ କୃତ୍ୟ କରଯାଇଥିଲା । ତେବେ ସହିଦ ଦେବାଶିଷଙ୍କର ଅନ୍ତିମ ଦର୍ଶନ କରିବା ପାଇଁ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ଅନେକ ବଡ ବଡ ନେତୃ ବୃନ୍ଦ ମଧ୍ୟ ଦେବାଶିଷଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରିବାକୁ ଧାଇଁ ଆସିଥିଲେ । ତେବେ ଏପରି ଏକ ଦୁଃଖଦାୟୀ ଖବର ଶୁଣିଲା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅତ୍ୟନ୍ତ ଭାବ ବିହ୍ଵଳ ହୋଇଯାଇଥିଲେ ।

ତେଉ ସେ ନିଜର କୋହକୁ ସମ୍ଭାଳି ନପାରି ସିଧାସଳଖ ଓଡିଶା ଚାଲି ଆସିଥିଲେ । ଯେଉଁଠାରେ କି ମେଗା ଷ୍ଟାର ମିଥୁନ ଚକ୍ରବର୍ତ୍ତୀ ଦେବାଶିଷଙ୍କର ଅନ୍ତିମ ଦର୍ଶନ କରିଥିଲେ । ଏହା ସହ ସହିଦ ଦେବାଶିଷ ବିଶ୍ଵାଳଙ୍କ ଘର ପରିବାର ସହିତ ମଧ୍ୟ ସାକ୍ଷାତ କରିଥିଲେ । ଏହା ସହ ତାଙ୍କ ପରିବାରର ମଙ୍ଗଳ କାମନା କରିବା ସହିତ ତାଙ୍କ ପରିବାରକୁ ସ୍ଵାନ୍ତନା ଦେଇଥିଲେ । ତେବେ ସହିଦ ଦେବାଶିଷ ବିଶ୍ଵାଳଙ୍କ ବିୟୋଗ ନିମନ୍ତେ ତାଙ୍କ ଗ୍ରାମରେ ତାଙ୍କ ପାଇଁ ଏକ ସ୍ମୃତି ସଭାର ମଧ୍ୟ ଆୟୋଜନ କରାଯାଇଥିଲା ।

ଯେଉଁଠାରେ ସହିଦ ଦେବାଶିଷ ବିଶ୍ଵାଳଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସାରା ଗ୍ରାମବାସୀ ଏକଜୁଟ ହୋଇଥିଲେ । ଏହା ସହ ଗ୍ରାମର ଜଣେ ବୀର ପୁରୁଷକୁ ହରାଇଥିବାରୁ ତାଙ୍କ ପାଇଁ ଶୋକ ପ୍ରକାଶ ମଧ୍ୟ କରିଥିଲେ । ତେବେ ସେହି ସ୍ମୃତି ସଭାରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ହୋଇଥିଲେ ।

ଏହା ସହିତ ସଭାରେ ଅଭିନେତା ମିଥୁନ କିଛି ସହିଦ ଦେବାଶିଷଙ୍କ ପାଇଁ କିଛି ପ୍ରତିକ୍ରିୟା  ରଖିବା ସମୟରେ ଭାବ ବିହ୍ଵଳ ହୋଇଯାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *