‘ମୁଁ ତାଙ୍କୁ ମନା କଲି ମୋ ସାଙ୍ଗରେ ସମ୍ପର୍କ ରଖିବାକୁ, କିନ୍ତୁ ସେ ମୋ ସହ ଜବରଦସ୍ତ…’ ମହିଳା ଜଣଙ୍କ ଯାହା କହିଲେ ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ଜଣକ କାନ୍ଦି କାନ୍ଦି କହିଛନ୍ତି ଯେ ମୋ ସ୍ଵାମୀ ସାଙ୍ଗେ ଏକ ଯୁବକ ବସା ଉଠା କରେ । ସେ ପୁଅ ଦିନେ ମହିଳା ଜଣକଙ୍କ ଘରକୁ ଯାଇଥିଲା ଏହାପରେ ଜବରଦସ୍ତି ସେ ଯୁବକ ଜଣକ ମହିଳା ଙ୍କ ସହିତ ସମ୍ପର୍କ ରଖିବାକୁ କହିଲେ । ମାତ୍ର ଯେତେବେଳେ ମନା କରିଲେ ଯୁବକ ଜଣଙ୍କ ମହିଳା ଙ୍କ ସହିତ ଜବରଦସ୍ତ ସମ୍ପର୍କ ରଖିଲେ । ଏହାପରେ ମହିଳା ଯେତେବେଳେ ଚିଲାଚିଲି କରିବାକୁ ଲାଗିଲେ ସେତେବେଳେ ଯୁବକ ଜଣକ ମହିଳା ଙ୍କ ପାଟିରେ ହାତ ଦେଇଦେଲେ ।

ମହିଳା କହିଛନ୍ତି ଯେ ସେ ଜଣେ ପୁରୁଷ ଲୋକ ଏବଂ ମୁଁ ଜଣେ ମହିଳା ମୁଁ କେବେ ତାଙ୍କୁ ବଳଆତତ୍କାର କରିପାରିବି କି ? ମାତ୍ର ମହିଳା ସେତେବେଳେ ନିସ୍ତେଜ ହୋଇ ପଡିଗଲେ ଏବଂ ଯୁବକ ଜଣକ ତାଙ୍କ ସହିତ ଖରାପ ସମ୍ପର୍କ ରଖିଲେ । ପ୍ରାୟ ୬ ମାସ ହେବ ମହିଳା ଙ୍କ ସହିତ ଯୁବକ ଜଣକ ସମ୍ପର୍କ ରଖିଛନ୍ତି ବୋଲି ମହିଳା ଅଭିଯୋଗ କରିଛନ୍ତି ।

ଏହା ପରେ ମହିଳା ଯେତେବେଳେ ବର୍ତ୍ତମାନ କହିଲେ ଯେ ମୁଁ ମୋ ସ୍ଵାମୀ ପୁଅଙ୍କ ଆଗରେ କହିଦେବେ ବୋଲି, ଯୁବକ ଜଣଙ୍କ ସେତେବେଳେ ଧମକ ଦେଲେ ଏବଂ କହିଲେ ତୋ ସ୍ଵାମୀ ଆଗରେ ଯଦି କହିବୁ ତେବେ ତୋ ପୁଅକୁ ଏବଂ ତୋ ସ୍ଵାମୀ କୁ ମାରିଦେବୁ । ଏହା ପରେ ମହିଳା ଜଣକ ଡରରେ ତାଙ୍କ ସ୍ଵାମୀ ଙ୍କ ଆଗରେ କହି ନଥିଲେ । ଏହା ପରେ ସେହି ଯୁବକ ଜଣକ ସହିତ ମହହିଲା ଜଣକ ଫୋନରେ କଥା ହେଉଥିବା ସମୟରେ ମହିଳା ଙ୍କ ସ୍ଵାମୀ ଜାଣିନେଲେ, ସନ୍ଦେହ ରେ ଜାଣି ସ୍ଵାମୀ ମହିଳା ଙ୍କୁ ନିର୍ଦ୍ଧୂମ ମଆଡ ମଆରିଲେ ।

ଏହା ପରେ ସେ ଯୁବକ ମହିଳା ଙ୍କୁ ଧମକ ଦେଇଛି ଯେ ମୁଁ ତତେ ଜୀବନରୁ ମଆରିଦେବୀ ନ ହେଲେ ତତେ ଟେକି ଆଣିବି । ଏହା ପରେ ମହିଳା ଜଣକ କହିଛନ୍ତି ଯେ ପର ପୁରୁଷ ଙ୍କ ସହିତ ସମ୍ପର୍କ ରଖିବା ଫଳରେ ସ୍ଵାମୀ ବର୍ତ୍ତମାନ ଘରେ ପୁରଉନାହାଁନ୍ତି ।

ଏବଂ ମହିଳା କହିଛନ୍ତି ଯେ ମତେ ନ୍ୟାୟ ଦିଅନ୍ତୁ, ମୁଁ ବର୍ତ୍ତମାନ କ’ଣ କରିବି ତଥା କେଉଁଠାରେ ରହିବି ? ବାପଘର ଲୋକେ ମଧ୍ୟ ଆପଣାଉ ନାହାଁନ୍ତି । ଯୁବକ ଙ୍କ ନାମ ସାଜିତ ସ୍ଵାଇଁ ଏବଂ ଡାକ ନାମ ହେଉଛି ଟୁନା ବୋଲି ମହିଳା କହିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *