“ସେ ଦିନ ଯାହା ପଛ ଖୋଲିଥିଲି, ଏବେ ଆଗ ଖୋଲିବି… ସମ୍ଭାଳି ପାରିବାର ଅଛି ଯଦି ସମ୍ଭାଳ, ନହେଲେ…” khandagiri ଯାତ୍ରାକୁ ନେଇ କିଛି ଏମିତି କହିଲେ Rani Panda

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କିଛି ଏଭଳି କହିଛନ୍ତି । ତେବେ ସେ କ’ଣ କହିଛନ୍ତି ଆସନ୍ତୁ ସେ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି ଯେ ଯେତେ ଯାତ୍ରାପାଟି ପଡେ, ଖଣ୍ଡଗିରୀ ହେଉଛି ବହୁତ ବଡ ଜାଗା ସେଠାକୁ ବହୁତ ପ୍ରକାରର ଲୋକ ଆସନ୍ତି । ଏଣୁ ସେ ଆଶା କରିଛନ୍ତି ଯେ ସେଠାରେ ବହୁତ ଦର୍ଶକ ଆସି ରାଣୀ ପଣ୍ଡା ର ରିୟଲ ଲଭ ଷ୍ଟୋରୀ ଦେଖି ଜାଆନ୍ତୁ ।

ସେଥିରେ ସେ ଅଭିନୟ କରୁଛନ୍ତି ଏଣୁ ତାଙ୍କ ଅଭିନୟ କୁ ଦେଖିବାକୁ ନିଶ୍ଚିତ ଭାବରେ ଆସନ୍ତୁ ବୋଲି କହିଛନ୍ତି ରାଣୀ ପଣ୍ଡା । ମାତ୍ର ଏହାପରେ ମଧ୍ୟ ଯାତ୍ରା ସ୍ଵର୍ଣ୍ଣ ମନ୍ଦିରକୁ ଯଦି ରାଣୀ ପଣ୍ଡା ଙ୍କୁ ମନା ତେବେ ପୁଣି ଆଗପଟ ଖୋଲିବେ ବୋଲି କହିଛନ୍ତି ରାଣୀ ପଣ୍ଡା । ପୁରା ଟ୍ରାଫିକ ଜାମ ହବ । ଏହାପରେ ଆଉ କ’ଣ କ’ଣ ହେବ ତାହା ସେ କହିବେନି । ମାତ୍ର ସମ୍ଭାଳି ପାରିବାର ଅଛି ଏଭଳି ସିଷ୍ଟମ ସେ କରିବେ ।

ଏହା ସହିତ ସେ କହିଛନ୍ତି ଯେ ପରେ ମତେ ଆଉ ଦୋଷ ଦେବନାହିଁ । ସେ କାହାର କିଛି ଖାଇ ନାହାଁନ୍ତି କି ନେଇ ନାହାଁନ୍ତି କି କୌଣସି ଜାଗାରେ ଚୋରୀ କରି ନାହାଁନ୍ତି । ସେଥିପାଇଁ ସେ କାହାକୁ ଭୟ ମଧ୍ୟ କରିବେ ନାହିଁ ବୋଲି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତେ ଏକ ହେଲେ ମୁଁ ଏକ । ସେଥିପାଇଁ କୁହାଯାଇଛି ଯେ “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା” ।

ଯଦି ସେ ଠିକ ରେ ଅଛନ୍ତି ନ୍ୟାୟ ରେ ଅଛନ୍ତି ତଥା ଧର୍ମ ରେ ଅଛନ୍ତି ଉପରବାଲା ଅଛି ସବୁ ଦେଖୁଛି । ଯଦି ପ୍ରକୃତ ଗରିବ ଲୋକଙ୍କ ଆଶୀର୍ବାଦ ରାଣୀ ପଣ୍ଡା ଙ୍କ ଉପରେ ଥିବ ତଥା ପ୍ରକୃତରେ ଯଦି ସେ ଗରିବ ଲୋକଙ୍କୁ ସାହାର୍ଯ୍ୟ ସହଯୋଗର ହାତ ବଢାଇଥିବି ତାଙ୍କର ଭଲ ପାଇବା ସହଯୋଗ ତଥା ଆଶୀର୍ବାଦ ର ହାତ ତାଙ୍କ ଉପରେ ଥିବ ତେବେ ସେ ପରିଶ୍ରମ ର ମୂଲ୍ୟ କେବେ ବୃଥା ହେବ ନାହିଁ ବୋଲି କହିଛନ୍ତି ରାଣୀ ପଣ୍ଡା ।

ମାତ୍ର ଯଦି ସେମାନେ ମନା କରିବେ ଯେ ରାଣୀ ପଣ୍ଡା ଖଣ୍ଡଗିରୀ ଆସି ପାରିବ ନାହିଁ । ଏହାପରେ ରାଣୀ ପଣ୍ଡା ଯାହା କରିବ ପୋଲିସ ପ୍ରଶାସନ ତାହା ଦେଖିବ । ଓଡିଶାବାସୀ ମଧ୍ୟ ଦେଖିବେ । ଆଉ ସମାଜସେବୀ ମାନଙ୍କୁ କହିଛନ୍ତି ରାଣୀ ପଣ୍ଡା ଯେ ରୋଡ ଉପରେ ଯାଇ ଆଉ ଚିଲେଇବନି ସେତେବେଳେ । ତେବେ ବନ୍ଧୁଗଣ ଏହି ବିଶେଷ ବିବାରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *