ଆଶ୍ଚର୍ଯ୍ୟ ! ଆକାଶରୁ ବର୍ଷା ହେଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ, ଖୁସିରେ ନାଚିଲେ ଲୋକେ, ଗୋଟେଇବା ପାଇଁ ଲାଗିଲା ଭିଡ, ଦେଖନ୍ତୁ ଭାଇରାଲ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଆକାଶରୁ ବର୍ଷା ହେଲା ମାଛ । ଏହା ଦେଖି ଖୁସିରେ ନାଚିଲେ ଜନତା । ଏହି ଖବର ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ବହୁଳ ଭାବରେ ଭା-ଇ-ରା-ଲ ହେବାରେ ଲାଗିଛି । ପ୍ରବଳ ବର୍ଷା ହେଲା ଏବଂ ଆକାଶରୁ ପଣି ସହିତ ମାଛ ମଧ୍ୟ ଖସିଲା । ତେବେ ଆପଣଙ୍କ ମନରେ ଏହି ଘଟଣା ଶୁଣିଲା ପରେ ସନ୍ଦେହ ନିଶ୍ଚିତ ଭାବରେ ଉପୁଜିଥିବ ଯେ ଆକାଶରୁ କିଭଳି ଭାବରେ ମାଛ ପଡିବ ? ଏହା କିଭଳି ସମ୍ଭବ !

ସାଧାରଣତଃ ଆକାଶରୁ କୁଆପଥର ପଡିବା କଥା ସମସ୍ତେ ଜାଣିଛନ୍ତି କିନ୍ତୁ ମାଛ ପଡିଲା କେମିତି ? ତେବେ ତେଲେଙ୍ଗାନାରେ ପ୍ରବଳ ବର୍ଷା ହେବା ଫଳରେ ଆକାଶରୁ ପ୍ରବଳ ମାତ୍ରାରେ ମାଛ ପଡିଥିଲେ । ଏହାକୁ ନେଇ ବର୍ତ୍ତମାନ ସଂପୂର୍ଣ୍ଣ ରାଜ୍ୟରେ ଚର୍ଚ୍ଚା ଜୋରରେ ଧରିଛି । ସୂଚନା ଅନୁଯାୟୀ ତେଲେଙ୍ଗାନା ଆକାଶରେ ଦେଖିବାକୁ ମିଳିଥିଲା ଏକ ନିଆରା ଘଟଣା । ପ୍ରବଳ ବର୍ଷା ହେବା ସମୟରେ ଆକାଶରୁ ବର୍ଷିଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ।

ତେଲେଙ୍ଗାନାର ଜଗଦିହଲ ସହରରେ ଆକାଶରୁ ବର୍ଷା ସହିତ ମାଛ ପଡୁଥିବାର ଦେଖିବାକୁ ମିଳିଛି । ରାସ୍ତା ଘର ଛାତ ଏବଂ ଗଳି ଗଳିରେ ମାଛ ଏଭଳି ମାତ୍ରରେ ପଡିଥିଲା ଯେ ଏହାକୁ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ମାଛବର୍ଷାର ଏହି ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ବହୁଳ ଭାବରେ ଭା-ଇ-ରା-ଲ ହେବାରେ ଲାଗିଛି । କେଉଁ ପରିସ୍ଥିରେ ଏହିଭଳି ମାଛ ଆକାଶରୁ ପଡିଲା ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ବର୍ତ୍ତମାନ ଉଙ୍କି ମାରୁଛି ।

ସେପଟେ ଆକାଶରୁ ମାଛ ବର୍ଷା ହେବ ନେଇ ବୈଜ୍ଞାନିକ ମାନେ ମଧ୍ୟ ବିଶେଷ ମତ ରଖିଛନ୍ତି । ସେମାନଙ୍କ କହିବା ଅନୁସାରେ ଯେତେବେଳେ ଛୋଟ ଛୋଟ ଜଳୀୟ ଜୀବ ଯେପରିକି ବେଙ୍ଗ, କଙ୍କଡା, ମାଛ ଆଦି ୱାଟର ସାଉଟରେ ଉପରକୁ ଫଳାନ୍ତି, ଏହି ୱାଟର ସାଉଟରକୁ ବୈଜ୍ଞାନିକ ଭାଷାରେ ଜଳବାଉଣ୍ଡର ବୋଲି କୁହାଯାଏ । ତେବେ ଯେଉଁ ସ୍ଥାନରେ ପ୍ରବଳ ବର୍ଷା ହୁଏ ସେହି ସ୍ଥାନରେ ଏହିଭଳି ବାଉଣ୍ଡର ସୃଷ୍ଟି ହୋଇଥାଏ । ଏହାଦ୍ଵାରା ମାଛ ମାନେ ଆକାଶକୁ ଉଠି ଜାଆନ୍ତି ।

ଏବଂ ବାଉଣ୍ଡର ହାଲ୍କା ହେବା ଫଳରେ ଜୀବ ଗୁଡିକ ତଳକୁ ଖସନ୍ତି । ଗତବର୍ଷ ଆମେରିକାର ଟେକ୍ସସେସରେ ଏହିଭଳି ଘଟଣା ଘଟିଥିଲା । ସେଠାରେ ମଧ୍ୟ ମାଛ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ମାତ୍ର ଏହି ମାଛ ବର୍ଷାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭାଇରାଲ ହେଉଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *