Dinesh ଙ୍କ ବାପାଙ୍କ ଉପରେ ବର୍ଷିଲେ Pramila Tripathy ‘ମୁଁ ନଥିବା ବେଳେ ମୋ ଝିଅକୁ ଏକୁଟିଆ ଘରକୁ ଡାକିଲ ଆଉ ତା’ ସହ ଯାହା କଲ ଏବେ ଭୋଗିବ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ତପସ୍ଵିନୀ ପରେ ବର୍ତ୍ତମାନ ଦୀପିକା । ଦୀପିକା ଙ୍କ କାହାଣୀ କିଛି ଏଭଳି ଯେ ତାଙ୍କ ସ୍ଵାମୀ ବର୍ତ୍ତମାନ ତାଙ୍କ ପୁଅକୁ ବାପର ପରିଚୟ ଦେଉ ନାହାଁନ୍ତି । ଏବଂ ଦୀପିକା କରିଥିବା ସବୁ ଅଭିଯୋଗ ମିଛ ବୋଲି କହିଛନ୍ତି । ୪୦ ଦିନରୁ ଉର୍ଦ୍ଧ ହେଲାଣି ଏହି ମାମଲା ସମାଧାନ ହେବାକୁ ବର୍ତ୍ତମାନ ନାମ ନେଉନାହିଁ । ଏହା ସହିତ ଧାରଣା ରେ ନିଜ ଶ୍ଵଶୁର ଘର ଆଗରେ ବସିଥିବା ଦୀପିକାଙ୍କୁ ଦିନେଶ ଙ୍କ ବାପା ଅସଦ ବ୍ୟବାହାର କରିଛନ୍ତି ।

ଏହାକୁ ନେଇ ବର୍ତ୍ତମାନ ସମାଜସେବୀ ନିଜ ମୁହଁ ଖୋଲିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ କ’ଣ କହିଛନ୍ତି ? ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ ଶ୍ଵଶୁର ହୋଇ ନିଜ ବୋହୂକୁ ଏଭଳି କେଉଁ ଭାଷା କହିଛନ୍ତି ? ମାତ୍ର କାଗଜପତ୍ର କାମରେ ୫ ଦିନ ପାଇଁ ଭୁବନେଶ୍ଵର ଯାଇଥିଲି । ଏବଂ ତାହା ଭିତରେ ଏତେସବୁ ହୋଇ ସାରିଛି । ପ୍ରମିଳା ଙ୍କ ଅନୁପସ୍ଥିତିରେ ଦୀପିକାଙ୍କୁ ତାଙ୍କ ଶ୍ଵଶୁର ଘରକୁ ଡ଼ାକିଥିଲେ ।

ଦୀପିକା ଙ୍କ ପାରିବା ତଥା ସଉଦାପତ୍ରକୁ ସର୍ଫ ପାଣି ପକାଇ ନଷ୍ଟ କରିଦେଇଥିଲେ । କେହି ନଥିବା ସମୟରେ ତାକୁ ଘରକୁ ଡାକିଲେ ଏବଂ କହିଲେ ଯେ ଗ୍ୟାରେଜ ଘରେ ଯାଇ ରୁହ । ଏତେ ହଇରାଣ କରୁଛନ୍ତି ମାତ୍ର ଦୀପିକା କିଛି ଭୁଲ କରିନାହାଁନ୍ତି ତଥା ସେ ପ୍ରେମ କରିଛି ଏବଂ ସେ ନିଜ ପ୍ରେମର ହକ ପାଇବା ପାଇଁ ତା’ ସ୍ଵାମୀ ର ଘର ଆଗରେ ବସିଛ ।

ଆଉ ଯେ ପର୍ଯ୍ୟନ୍ତ ସେ ନିଜ ହକ ପାଇ ନାହାଁନ୍ତି ତଥା ନିଜର ଅଧିକାର ପାଇନାହାଁନ୍ତି ସେ ପର୍ଯ୍ୟନ୍ତ ସେ ଏଠାରୁ ଉଠିବେ ନାହିଁ । ଏହିଭଳି କହି ପ୍ରମିଳା କହିଛନ୍ତି ଯେ ବର୍ତ୍ତମାନ ଠାରୁ ମୁଁ ରହିଲି ତୁମ୍ଭର ଯାହା କରିବାର ଅଛି ତୁମ୍ଭେ କର । ତେବେ ଏଭଳି କିଛି ଦିନେଶ ଙ୍କ ବାପା ଙ୍କୁ କହି ଟାର୍ଗେଟ କରିଛନ୍ତି ଭୁବନେଶ୍ବରରୁ ଫେରିଥିବା ପ୍ରମିଳା ତ୍ରିପାଠୀ ।

୫ ଦିନ ଭିତରେ ତାଙ୍କ ଝିଅ ସହତ ଘଟିଥିବା ଅନ୍ୟାୟର ମୁହଁ ତୋଡ ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ମୋ ଝିଅ ଜବାବ ଦେବ ଏବଂ ମୁଁ ତା ପଛରେ ଛିଡା ହେବି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *