ଅତିଥି ହୋଇ ଆସିଲା ମାମୁଁ, ସମସ୍ତେ ଶୋଇଲା ପରେ ନବ ବିବାହିତା ଭାଣିଜୀ ସହିତ 6-6 ରଖିଲା ସମ୍ପର୍କ, ଭାଇରାଲ ହେଉଛି ମାମୁଁ-ଭାଣିଜୀଙ୍କ ଅଡିଓ…ଶୁଣନ୍ତୁ

ବନ୍ଧୁଗଣ, ଏଭଳି ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି ଯାହାର ବିବରଣୀ ପ୍ରଦାନ କରିବା ପୂର୍ବରୁ ଲଜ୍ୟା ମନେ ହେଉଛି । ଆଜିର ଏହି ଆଧୁନିକ ଯୁଗରେ ସମ୍ପର୍କର ଅର୍ଥକୁ ଛାର ମନୁଷ୍ୟ ନଷ୍ଟ କରିସାରିଲାଣି । ସେ ନିଜ ମୂର୍ଖତା କାରଣରୁ ରକ୍ତର ସମ୍ପର୍କ ସହିତ ରଖିବାକୁ ପଛାଉ ନାହାଁନ୍ତି । ତେବେ ଆଜି ଆମ୍ଭେ କହିବାକୁ ଯାଉଅଛୁ ମାମୁଁ ଭାଣିଜୀ ର ସେହି ସମ୍ପର୍କ ଯାହାକୁ କଳଙ୍କ ଲଗାଇବାକୁ ପଛାଇ ନାହାଁନ୍ତି ଉଭୟ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

ସୂଚନା ଅନୁଯାୟୀ ବିବାହ କରି ଭାଣିଜୀ ଶାଶୁ ଘରେ ରହିଲା । ମାତ୍ର ମାମୁଁ ମଉକା ଦେଖି ସବୁବେଳେ ରାତିରେ ପଶିଯାଉଥିଲେ । ଆଉ ରାତିରେ ଜଗି ରହୁଥିଲେ । କେତେବେଳେ ଭାଣିଜୀ ପାଖକୁ ଆସିବ ଏବଂ ତା ସହତ ମାମୁଁ ଅନେଇତିକ ସମ୍ପର୍କ ରଖିବ । ଉଭୟଙ୍କର ଏକ ଅଡିଓ କାଳ ଗାଁ ଲୋକଙ୍କ ହାତରେ ଲାଗିଛି । ଯେଉଁଥିରେ ଭାଣିଜୀ ଆଉ ମାମୁଁ କଥା ହୋଇଛନ୍ତି । ଭାଣିଜୀ ଙ୍କୁ ମାମୁଁ ପଚାରୁଛନ୍ତି ଯେ ନିଜ ପ୍ରାଇଭେଟ ଅଙ୍ଗ କେମିତି ଲାଗିଲା ? ଭଲ ଲାଗିଲା କି ନାହିଁ ?

ସେପଟେ ନୂଆରେ ବିବାହ କରିଥିବା ଭାଣିଜୀ କହୁଛି ଯେ ମାମୁଁ ଭଲ ଲାଗିଲା । କେବଳ ଏତିକି ନୁହେଁ ମାମୁଁ ସମୁଦାୟ ୬ ଥର ଯାଇଛି ଭାଣିଜୀ ଘରକୁ ଆଉ ରାତିସାରା ଶୋଇ ଜଗିରୁହନ୍ତି କେତେବେଳେ ଭାଣିଜୀ ପାଖକୁ ଆସିଯିବ । ଯେତେବେଳେ ସମସ୍ତେ ଶୋଇଜାଆନ୍ତି ସେତେବେଳେ ଭାଣିଜୀ କୁଆଡେ ମାମୁଁ ପାଖକୁ ଆସିଯାଉଥିଲା ।

ଯାହାକି ମାମୁଁ ଭାଣିଜୀର ଏହି ଅଡିଓ ଭାଇରାଲ ପରେ ସବୁ କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଅଡିଓ କଳ କୁ ଶୁଣି ଦାଣ୍ଡରେ ସଂପୂର୍ଣ୍ଣ ପଞ୍ଚାୟତର ଲୋକେ ଏକତ୍ରିତ ହୋଇଛନ୍ତି । ବୋହୂ ବିରୋଧରେ ସମସ୍ତେ କହୁଛନ୍ତି । ଏବଂ କହୁଛନ୍ତି ବୋହୂ ଏହି ସମାଜକୁ ତଥା ଏହି ସାହି ପଡିଶାକୁ ସମସ୍ତଙ୍କୁ ଖରାପ କରିଦେଲେଣି । ଏହି ଅଡିଓ କଲ ଶୁଣିବା ପରେ ସମସ୍ତଙ୍କର ରାଗ ଯାଇ ମୁଣ୍ଡରେ ଚଢିଛି । ଆଉ ସେପଟେ ବୋହୂ ଥାନାରେ ଅଭିଯୋଗ କରିଛି ଏବଂ ଶାଶୁ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି ।

ଏହି ଘର କଳି ଭିତରେ ବର୍ତ୍ତମାନ ସାହି ପଡିଶା ପଞ୍ଚାୟତର ଲୋକେ ଉଠି ଆସିଛନ୍ତି ବୋହୂଙ୍କ ବିରୁଦ୍ଧରେ କହିବାକୁ । ମହାସଂଘ ର ଶତାଧିକ ମହିଳା ଏବେ ଘର ଆଗରେ ପହଞ୍ଚି ଯାଇଛନ୍ତି । ଘର ଭିତରେ ୫ ଦିନ ବନ୍ଦ ପରେ ଉଦ୍ଧାର ହୋଇଛନ୍ତି ନବ ବୋଧୂ । ଏହି ଘଟଣା ଟି ହେଉଛ ଜଗସିଂହପୁର ର । ତେବେ ବନ୍ଧୁଗଣ ଏହି ଲଜ୍ୟାତ୍ମକ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *