ମୁଁ ନନ୍ଦିନୀ, ଯିଏ ଯାହା କହୁ ମୋର ଢୋ, ଯେତେ ମିଛ କହିବାକୁ ପଡିବ ମୁଁ କହିବି, ମୁଁ ଏମିତି ଆଗରୁ ଅନେକ ପ୍ରକାରର…ଦେଖନ୍ତୁ Video

ବନ୍ଧୁଗଣ ଏବେ ଓଡିଶାରେ କେବଳ ଗୋଟିଏ ମାମଲା ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହି ମାମଲାଟି ହେଉଛି ବଳରାମ ଦାସ ଓ ନନ୍ଦିନୀଙ୍କ ମଧ୍ୟରେ ଥିବା ବୈବାହିକ ବିବାଦ ମାମଲା । ବନ୍ଧୁଗଣ ଗତ କିଛି ଦିନ ତଳେ ଉଭୟ ବଳରାମ ଓ ନନ୍ଦିନୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଚଉଠି ରାତି ଦିନ ନନ୍ଦିନୀ ନିଜ ଭିଣେଇ ସହ ନ୍ୟୁଅଡ ଭିଡିଓ କଲ୍ ରେ କଥା ହେଇଥିଲେ ଆଉ ଏହା ବଳରାମ ଦେଖିଥିଲେ ।

ବଳରାମ ଦେଖିବା ପରେ ନନ୍ଦିନୀ ତାଙ୍କୁ କ୍ଷମା ମାଗିଥିଲେ ଆଉ ସକାଳେ ମନ୍ଦିର ଯିବା ପାଇଁ କହିଥିଲେ । ଲିଙ୍ଗରାଜ ମନ୍ଦିର ପାଖକୁ ଯିବା ପରେ ନନ୍ଦିନୀ ବଳରାମଙ୍କୁ ନିଜ ପରିବାର ଦ୍ଵାରା ମାଆଡ ମାଆରିଇ ଫେରାର ହୋଇଯାଇଥିଲେ । ବଳରାମଙ୍କ ପରିବାର ଦେଇଥିବା ସମସ୍ତ ସୁନା ଗହଣା ଓ ଟଙ୍କା ନେଇ ନନ୍ଦିନୀ ଫେରାର ହୋଇଛନ୍ତି । ତେବେ ବର୍ତ୍ତମାନ ବଳରାମ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି ।

ଏବେ ନନ୍ଦିନୀ ଆସି ମନ ଇଛା କଥା ଗଣମାଧ୍ୟମକୁ କହୁଛନ୍ତି ତେବେ ସେ ନନ୍ଦିନୀ ତାଙ୍କର ନିନ୍ଦା ସେ କେବେବି ହେବାକୁ ଦେବେ ନାହିଁ । ସେଥିପାଇଁ ନନ୍ଦିନୀଙ୍କୁ ଯେତେ ମିଛ କହିବାକୁ ପଡିବ ସେ କହିବେ । ଭାତ ଆଚାର, ସ୍ଵାମୀ ଓଲା, କହିଲେ ପାଟି ଲାଗେ, କହିଥିଲା ବିଲଡର ହେଲେ ରଙ୍ଗ ମିସ୍ତ୍ରୀଟା, ନନ୍ଦିନୀ ବଳରାମଙ୍କୁ ଆଗରୁ ଜାଣି ନଥିଲେ ଆଉ ସେଥିପାଇଁ ସେ ଶାଶୁ ଘର ଛାଡି ଚାଲି ଆସିଲେ ବୋଲି କହୁଛନ୍ତି ।

ହେଲେ ଏ ସବୁ ପରେ ଯାହାର ଜବାବ ରଖିଥିଲେ ସ୍ଵାମୀ ବଳରାମ । ଆଉ ବିବାହ ପୂର୍ବରୁ ନିଜ ୱ୍ହାଟସପ ଚାଟ ମଧ୍ୟ ଦେଖାଇ ଥିଲେ । ସେହି ଚାଟରେ ନିଜେ ନନ୍ଦିନୀ ବାହାଘର ପୂର୍ବରୁ ବେବି ବେବି ଡାକୁ ଥିଲେ । ଆଇ ମିସ ୟୁ, ଆଇ ଲଭ ୟୁ, ଆଇ କିସ୍ ୟୁ ବୋଲି କହୁଥିଲେ ନନ୍ଦିନୀ । ଏମିତି କି ନିଜ ସୁନ୍ଦରିଆ ଫଟୋ ଦେଇ ଗୁଡ ମରନିଙ୍ଗ ଜାନୁ ଗୁଡ ନାଇଟ ଧନ ବୋଲି କହୁଥିଲେ । ବୋଧେ ନନ୍ଦିନୀ ଭୁଲି ଯାଇଥିଲେ ଥରେ ଯଦି ମିଛ କୁହାଯାଏ ତା ହେଲେ ମିଛ ଲମ୍ବି ଯାଇଥାଏ ।

କିନ୍ତୁ ଏବେ ନନ୍ଦିନୀଙ୍କ ବିରୋଧରେ ଦୁଇ ଦୁଇଟି ଥାନାରେ ଏତଲା 6ଟି ଦଫା ଲାଗିଛି ନନ୍ଦିନୀଙ୍କ ବିରୋଧରେ । ହେଲେ ଏତିକି ବେଳେ ଗୋପନରେ ଲୁଚି ଯାଇଛନ୍ତି ନନ୍ଦିନୀ । ସେପଟେ ନନ୍ଦିନୀଙ୍କ ଶାଶୁ ଘର ଲୋକଙ୍କ କଥା ଯଦି ସତ ତା ହେଲେ ନନ୍ଦିନୀ କହୁଥିବେ ଯିଏ ଯାହା କହୁ ମୋର ଢୋ । ଅନ୍ୟ ପଟେ ନନ୍ଦିନୀଙ୍କ ଭିଣେଇ ବାରମ୍ବାର ନନ୍ଦିନୀଙ୍କ ସ୍ଵାମୀଙ୍କୁ ଧମକ ଦେଉଛନ୍ତି । ଏତେ ସବୁ ପରେ ଖାଲି ଦେଖିବାକୁ ବାକି ରହିଲା ପୋଲିସ କେବେ ନନ୍ଦିନୀଙ୍କୁ ଧରିବାରେ ସଫଳ ହେଉଛି ।

Leave a Reply

Your email address will not be published. Required fields are marked *