‘ନବୀନ ନିବାସରେ ଘୁରି ବୁଲୁଛି ନବଙ୍କ ଆତ୍ମା, ମୁଁ ନବଦାସ ପ୍ରେତାତ୍ମା ସହ କଥା ହୋଇଛି’ ବୋଲି କହିଲେ ଜ୍ୟୋତିଷ ବିପିନି କୁମାର ରାଉତ 

ନମସ୍କାର ବନ୍ଧୁଗଣ, ନବ ଦାସଙ୍କ ମୃତ୍ୟୁ ଘଟଣାକୁ ଅନେକ ଦିନ ବିତି ସାରିଥିବା ବେଳେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ କଥା । ହୁଏତ ଆପଣ ଏହି ଆଧୁନିକ ଯୁଗରେ ଏହାକୁ ବିଶ୍ଵାସ ନକରି ପାରନ୍ତି । ହେଲେ ଯିଏ ପ୍ରତ୍ଯକ୍ଷ ଦର୍ଶୀ ଥିଲେ ତାଙ୍କ ପାଇଁ ତ ଏହା ନିରାଟ ସତ । ନବ ଦାସ ଅଛନ୍ତି ନବୀନ ନିବାସରେ । ସଇତାନ ଯୋନୀକୁ ଚାଲି ଯାଇଛନ୍ତି ନବ ଦାସ । ନିଜର ଏବଂ ତାଙ୍କ ଝିଅ ଦୀପାଳି ପଛରେ ପଡିଥିବା

ଲୋକଙ୍କୁ ହଟହଟା କରିବା ପାଇଁ ପ୍ରେତ ହୋଇ ବସିଛନ୍ତି ନବୀନ ନିବାସ ସାମ୍ନାରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା । ଜ୍ୟୋତିଷ ଆଚାର୍ଯ୍ୟ ବିପିନ କୁମାର ରାଉତ ନିଜେ ନବୀନ ନିବାସ ସାମ୍ନାରେ ଏକ ଛାୟା ଦେଖିଲେ । ଏବଂ ତାହା କଣ ଜାଣିବା ପାଇଁ ଆତ୍ମା ସହ କଥା ହେବାକୁ ଚେଷ୍ଟା କଲେ । ଛାୟା କୁ ବିପିନ ପଚାରିଲେ ତୁମେ କିଏ । ଏବଂ ସେ କହିଲା ମୁଁ ହେଉଛି ନବ ଦାସଙ୍କ ପ୍ରେତାତ୍ମା । ଏହା ଶୁଣି ବିପିନ କହିଲେ ତୁମେ ତ ମନ୍ତ୍ରୀ ଥିଲ । ଏଠି ନବୀନ ନିବାସ ସାମ୍ନାରେ କଣ କରୁଛ ।

ଏହାପରେ ନବ ଦାସଙ୍କ ଛାୟା କହିଲା ମୁଁ ଏହି ନବୀନ ନିବାସ ସାମ୍ନାରେ ଘୁରି ବୁଲୁଛି । ଆଉ ମୁଁ ଏବେ ଶନି ପୂଜା କରି ସଇତାନ ହୋଇସାରିଛି । ମତେ କୁଚକ୍ରି ଗୋଷ୍ଠୀମାନେ ମାରିଛନ୍ତି । ଆଉ ଏବେ ମୋ ଝିଅ ପଛରେ ମଧ୍ୟ ସେମାନେ ଲାଗିଛନ୍ତି । ଗୁପ୍ତା ଭାବରେ ଲୁଚି ରହିଛନ୍ତି ସମୟ ପାଇଲେ ମୋ ଝିଅକୁ ମଧ୍ୟ ସେମାନେ ହଟେଇ ଦେବେ ବୋଲି ଭାବୁଛନ୍ତି ।

ଯେଉଁ କୁଚକ୍ରୀ ଲୋକ ଅଛନ୍ତି ସେମାନେ ଏହି ନବୀନ ନିବାସକୁ ଆସି ହିଁ ସବୁ ଆରମ୍ଭ କରୁଛନ୍ତି । ଏହା ହେଉଛି ସବୁର ଆରମ୍ଭ ସ୍ଥଳୀ । ତେଣୁ ମୁଁ ଏହି ଜାଗା ମୁଣ୍ଡରେ ଜଗିକି ବସିଛି । ବିପିନ 40 ଲକ୍ଷ ଆତ୍ମାଙ୍କ ସହ ଜଡିତ ଅଛନ୍ତି । ଏହାପରେ ନବ ଦାସ ଯୋଡି ହୋଇଛନ୍ତି ତାଙ୍କ ସହ ଏବଂ ତାଙ୍କୁ ସାହାର୍ଯ୍ୟ ମାଗିଛନ୍ତି ଯେଭଳି ତାଙ୍କ ଝିଅର କିଛି ନ ହେଉ ବୋଲି ।

ଏବଂ ଚାହିଁଛନ୍ତି ପଶ୍ଚିମ ଓଡିଶା ପାଇଁ କରିବାର ଥିବା କିଛି ଅଧୁରା ସ୍ଵପ୍ନକୁ ତାଙ୍କ ଝିଅ ହାତରେ ପୁରା କରିବା ପାଇଁ ।  ଆପଣ ମାନେ ଏହାକୁ ମିଛ  ଭାବୁଥିଲେ ମଧ୍ୟ ଏହା ସତ ଏବଂ ଏହା ହିଁ ହୋଇଛି ବିପିନଙ୍କ ସହ । ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ରହିବ ତାହା ଆମକୁ କମେଣ୍ଟ ଦ୍ଵାରା ଜଣାଇବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published.