ଟାଙ୍କି ମୁଁ ଖୋଲିଥିଲି ,କାଗଜ ନା ଫାଗଜ କିଛି ନାହିଁ ଟାଙ୍କି ଭିତରେ…ତ କାଗଜ ଆସିଲା କେଉଁଠୁ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାଗଜ ନା ଫାଗଜ କିଛି ନାହିଁ ଟାଙ୍କି ଭିତରେ । ହଁ ବନ୍ଧୁଗଣ ତେବେ ଏବେ ଏବେ ଏପରି କିଛି ଖବର ଆସି ପହଞ୍ଚିବାରେ ଲାଗିଛି । ବହୁ ଚର୍ଚିତ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀଙ୍କ ପରଲୋକ ପରେ କିଛି ନା ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ତେବେ ଗୋପାଳ ଦାସ ମନ୍ତ୍ରୀଙ୍କୁ gulee କରିଥିବା ଅଭିଯୋଗରେ ଝାରସୁଗୁଡା ବିମାନବନ୍ଦର ଥାନାରେ ଅଟକ ରହିଛି ।

ତେବେ ତାହା ଠାରୁ ମନ୍ତ୍ରୀଙ୍କ ହତୟଆ ମାମଲା ସମ୍ପର୍କିତ ସବୁ କିଛି ତଥ୍ୟ ଟିକିନିକି କରି ମଧ୍ୟ ପଚରାଉଚରା ଚାଲୁ ରହିଛି । ତେବେ ଗୋପାଳ କୁଆଡେ ମନ୍ତ୍ରୀ ହତୟଆ ସମ୍ପର୍କିତ ତଥ୍ୟ କିଛି କାଗଜରେ ଲେଖି ରଖିଥିଲା ବୋଲି ଚର୍ଚା ଉଠିଥିଲା । ତେବେ ଗୋପାଳ ଲାଟିନ ଯିବା ବାହାନାରେ ଯେତେବେଳେ ଲାଟିନ ଭିତରକୁ ଯାଇଥିଲା ।

ସେଠାରେ ପାଖରେ ରଖିଥିବା କିଛି ପ୍ରମାଣ ପତ୍ର ମଧ୍ୟ ଲାଟିନ ପ୍ୟାନରେ ପକାଇ ଫ୍ଲସ କରିଦେଇଥିଲେ । ତେବେ ପୋଲିସ ଗୋପାଳର ପକେଟକୁ ଦେଖି ଉଚା ଦେଖାଯାଉଥିବା ପକେଟଟି କଣ ନିଚା ଦେଖଜୁଛି ନୋଳି ଗୋପାଳକୁ ସନ୍ଦେହ କରିଥିଲା । ତାପରେ ଗୋପାଳ ପକେଟରେ ଥିବା କାଗଜ ଗୁଡିକୁ ପ୍ୟାନରେ ପକାଇ ଦେଇଛି ବୋଲି କହିଦେଇଥିଲା ।

ତାପରେ ପୋଲିସ ଟିମ ଲୋକ ଲଗାଇ ପାଇଖାନା ଟାଙ୍କି ଖୋଲି ସେଥିରୁ ୧୫ ପୃଷ୍ଠାର କାଗଜ ପାଇଥିଲେ ବୋଲି ଚର୍ଚା ଉଠିଥିଲା । ହେଲେ ବର୍ତ୍ତମାନ ସମୟରେ ଏପରି କିଛି ଖବର ଶୁଣିବାକୁ ମିଳିଛି । ଯେଉଁଠାରେ ପୂର୍ବ କଥା ଅନୁସାରେ କାଗଜ ୧୫ ପୃଷ୍ଠାର ମିଳିଥିବା କଥାଟି ସଂପୂର୍ଣ୍ଣ ଭାବରେ ମିଥ୍ୟା ବୋଲି ପ୍ରମାଣିତ ହୋଇଯାଇଛି ।

ତେବେ ଯେଉଁ ଟିମ ଲୋକ ମିଶି ଟାଙ୍କିଟି ଖୋଲି ତା’ ଭିତର କାଗଜ ପାଇବା ପାଇଁ ଚେଷ୍ଟା କରିଥିଲେ । ସେହି ଟିମର ଜଣେ ଯୁବକ କହିଛନ୍ତି । କାଗଜ ନା ଫାଗଜ କିଛି ମଧ୍ୟ ଟାଙ୍କିରୁ ମିଳିନଥିଲା । ମୁଁ ନିଜେ ସେଠାରେ ଉପସ୍ଥିତ ରହିଥିଲି । ମୋ ତତ୍ବାବଧାନରେ ୪ ଜଣ ପିଲା ମଧ୍ୟ ଟାଙ୍କି ଭିତରେ ପଶି ଟାଙ୍କି ସଫା କରୁଥିଲେ । ହେଲେ ଏତେ ସମୟର ଅପରେସନ ପରେ କାଇଁ କୋଊଠୁ ଗୋଟିଏ କାଗଜ ମଧ୍ୟ ମିଳିନଥିଲା ।

ତେବେ କେତେବେଳେ ୧୫ ପୃଷ୍ଠାର କାଗଜ ମିଳିଛି ବୋଲି ଚର୍ଚା ହେଉଛି । ଅପର ପକ୍ଷରେ ଗୋଟିଏ ବି କାଗଜ ମିଳିନାହିଁ ବୋଲି ଖୋଦ ସେଠାରେ ଟାଙ୍କି ସଫା କରିବା ସମୟରେ ଉପସ୍ଥିତ ଥିବା ଲୋକ କହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *