ଜେଲରେ ଏବେ କେମିତି ରହୁଛନ୍ତି ଅଭିଯୁକ୍ତ Gopal Das ? ଏତେ ବଡ କାଣ୍ଡ ପରେ ବି ଅବିଚଳିତ ଢଙ୍ଗରେ ଦେଉଛି ଉତ୍ତର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ବିଚ ରାସ୍ତାରେ ଏତେ ଜନ ସମାଗମ ମଧ୍ୟରେ gullee କରାଯାଇ ହତୟଆ କରାଯିବ କଥା ଶୁଣି ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଯାଇଥିଲା । ତେବେ ବହୁ ଲୋକ ମନ୍ତ୍ରୀ ନବ ଦାସଙ୍କ ଏପରି ଅଭାବନୀୟ ପରିସ୍ଥିତିରେ ଦୁଃଖ ପ୍ରକାଶ କରୁଥିବା ବେଳେ ଗୋପାଳ ଦାସ ଏତେ ବଡ କାଣ୍ଡ କରି ମଧ୍ୟ ସଂପୂର୍ଣ୍ଣ ନିର୍ବିକାର ହୋଇ ବୁଲୁଛି ବୋଲି ଚର୍ଚା ଉଠୁଛି । ତେବେ ସାଧାରଣ କ୍ଷେତ୍ରରେ ସେପରି ଭାବରେ କହିବାକୁ ଗଲେ ।

ଯେଉଁ କାଣ୍ଡ ଘଟୁ ମଧ୍ୟ ହେଲେ ଅପ-ଅରା-ଧ କରିଥିବା ଅଭିଯୁକ୍ତ ସବୁବେଳେ ଭୟଭୀତ ଥିବାର ଦେଖାଯାଇଥାଏ । ଏହା ସହିତ ପୋଲିସଙ୍କର ଅନୁକମ୍ପା ପାଇବା ପାଇଁ ଚେଷ୍ଟା କରିଥାଏ । ହେଲେ ଗୋପାଳ ଦାସଙ୍କ ମୁହଁରେ ନା କୌଣସି ଭୟ ଅଛି ନା କୌଣସି ପ୍ରକାର ଡର । ତେବେ ସଂପୂର୍ଣ୍ଣ ଭାବରେ ଅବିଚଳିତ ଭାବରେ ବିନ୍ଦାସ ହୋଇ ରହୁଥିବାର ଗୋପାଳଙ୍କୁ ଦେଖିବାକୁ ମିଳୁଛି ।

ତେବେ ଝାରସୁଗୁଡା ବନ୍ଦର ଥାନାରେ ଗୋପାଳ ଦାସକୁ ଅଟକ ରଖାଯାଇ ପଚରା ଉଚରା କରାଯିବା ସମୟରେ ଗୋପାଳ ନିଜ ଢଙ୍ଗରେ ଉତ୍ତର ଦେଉଛି । ଅଧିକ କିଛି ନିଜସ୍ୱ ପ୍ରତିକ୍ରିୟା ରଖିବାକୁ ଗୋପାଳ ପୋଲିସଙ୍କ ଆଗରେ ଚାହୁଁନାହିଁ । ଅଧିକ ପ୍ରଶ୍ନ ଗୋପାଳକୁ ପଚରା ଗଲେ । ସଂପୂର୍ଣ୍ଣ ନୀରବ ରହିଯାଉଛି ଗୋପାଳ । ତେବେ ଏଠାରେ ଅନେକଙ୍କ କହିବା ଅନୁଯାଇ ଯେହେତୁ ବହୁ ବର୍ଷ ଧରି ଗୋପାଳ ଏହି ପୋଲିସ ବିଭାଗରେ ରହି କାର୍ଯ୍ୟ କରିଆସୁଛି ।

ତେବେ ଜଣେ ପୂର୍ବତନ ASI କର୍ମଚାରୀ ପୋଲିସକୁ ଅନ୍ୟ ଜଣେ ପୋଲିସ କର୍ମଚାରୀ ଯଦି ପ୍ରଶ୍ନ ପଚାରିଥାଏ । ତେବେ ଗୋପାଳ ଦାସ ଅଭିଯୁକ୍ତ ସତ କିନ୍ତୁ କିପରି ନିଜକୁ ଅନ୍ୟ ପୋଲିସ ଆଗରେ ମନେଜ କରିବାକୁ ହୁଏତ ସବୁ କିଛି ଟେକନିକ ଗୋପାଳକୁ ଜଣା ଅଛି । ତେବେ ଆଗରୁ ଗୋପାଳ ଦାସ ଅନ୍ୟ ମାନଙ୍କ ଆଗରେ ଯେପରି ନିର୍ବିକାର ତଥା ଭୟହୀନ ହୋଇ ବ୍ୟବହାର କରୁଥିଲେ ।

ବର୍ତ୍ତମାନ ସମୟରେ ମଧ୍ୟ ଏତେ ବଡ କାରନାମା କରିସାରିଲା ପରେ ସେ ପୂର୍ବର ଅବିକଳ ପରି ବ୍ୟବହାର କରୁଛନ୍ତି । ଯାହାକୁ ଦେଖି ଗୋପାଳଙ୍କୁ ପଚରା ଉଚରା କରି ତଦନ୍ତ ଜାରୀ ରଖିଥିବା ଟିମ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *