“ମୁଁ ଏଇଠି ବସିଛି ,ମୋ ଇଜ୍ଜତ ମୋତେ ଫେରାନ୍ତୁ..ମୁଁ ପ୍ରଦୋଷଙ୍କୁ ହିଁ ବାହାହେବି” ପ୍ରେମିକ ଘର ଆଗରେ ଆଉ ଜଣେ ପ୍ରେମିକା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରେମିକ ଘର ଆଗରେ ଧାରଣା ଦେଲେ ଆଉ ଜଣେ ପ୍ରେମିକା ! ମୁଁ ପ୍ରଦୋଶଙ୍କୁ ବାହା ହେବି । ନଚେତ ଏଇଠି ମରିବି । ତେବେ ଏପରି କିଛି ଦୃଶ୍ୟ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ କାଳିଆଚରଣ ଗ୍ରାମରେ ଦେଖିବାକୁ ମିଳିଛି । ଯେଉଁଠାରେ କି ଜଣେ ଯୁବତୀ ମିଡିଆ ଆଗରେ ନିଜର ସମସ୍ତ ଦୁଃଖକୁ ଖୋଲି ଜଣାଇଛନ୍ତି । ଏହା ସହିତ ଯୁବତୀ ଜଣଙ୍କ କହିଛନ୍ତି । ଯେ ମୁଁ ଭଲ ପାଉଥିବା ଯୁବକଙ୍କ ନାମ ହେଉଛି ପ୍ରଦୋଶ ।

ସେ ମୋତେ ମଧ୍ୟ ଭଲ ପାଉଥିଲେ । ସେଥିପାଇଁ ସେ ମୋ ସହ ୪ ବର୍ଷ ପ୍ରେମ ସମ୍ପର୍କରେ ମଧ୍ୟ ରହିଥିଲେ । ହେଲେ ମୋ ସହିତ ସବୁ କିଛି କରିସାରିଲା । ପରେ ସେ ଏବେ ମୋତେ ବାହା ହେବ ପାଇଁ ରାଜି ହେଉନାହାନ୍ତି । ତାଙ୍କ ଘର ଲୋକ ପ୍ରଦୋଶଙ୍କ ସହ ଅନ୍ୟ ଝିଅର ବାହାଘର ଠିକ କରିଛନ୍ତି । ତେଣୁ ସେ ମୋତେ ଛାଡି ଅନ୍ୟ କାହାକୁ ବିବାହ କରିବା ପାଇଁ ବସିଛନ୍ତି ।

ମୋତେ ଏଠାରେ ଏବେ ନ୍ୟାୟ ଦରକାର । ତେବେ ଯୁବତୀ ଜଣଙ୍କ ଏହା ମଧ୍ୟ କହିଛନ୍ତି । ଯେ ମୋ ଇଜ୍ଜତ ମୋତେ ଫେରାନ୍ତୁ । ମୋତେ ବାହା ହେବା ପାଇଁ ମିଛ ପ୍ରତିଶ୍ରୁତି ଦେଇ ପ୍ରଦୋଶ ମୋତେ ଏପରି ମୋ ସହ ପ୍ରତାରଣା କରିଛନ୍ତି । ମୁଁ ତାଙ୍କୁ ବାହା ହେବା ପାଇଁ ଚାହୁଁଛି । ଯଦି ପ୍ରଦୋଶ ମୋତେ ବାହା ନହୁଅନ୍ତି ।

ମୁଁ ଏହିଠାରେ ହିଁ ମରିଜିବି । ଏହାର ଅପର ପକ୍ଷରେ ପ୍ରଦୋଶଙ୍କ ଭଉଣୀ କହିଛନ୍ତି । ଏହି ଝିଅ ଜଣଙ୍କ ହେଉଛି ମୋ ବଡ ଭାଇର ସାଳୀ । ସେଥିପାଇଁ ଏମିତି ପ୍ରଦୋଶ ତା’ ସହ ଥଟ୍ଟା ମଜାରେ କଥା ହୋଇଯାଏ । ହେଲେ ତା’ କୁ ବାହା ହେବ, ବୋଲି ପ୍ରଦୋଶ କେବେ ମଧ୍ୟ ପ୍ରତିଶ୍ରୁତି ଦେଇ କହିନଥିଲା । ହେଲେ ଏହି କଥାର ଫାଇଦା ନେଇ ଉକ୍ତ ଯୁବତୀ ଜଣଙ୍କ ପ୍ରଦୋଶକୁ ବାହା ହେବ ବୋଲି ଜିଦି ଧରି ବସିଛି ।

ବୋଲି ପ୍ରଦୋଶଙ୍କ ବଡ ଭଉଣୀ କହିଛନ୍ତି । ତେବେ ଘଟଣା ସ୍ତଳକୁ ପୋଲିସ ଆସି ସବୁ ବୁଝାସୁଝା କରିଛି । ହେଲେ ଯୁବତୀ ଜଣଙ୍କ ନିଜର ପ୍ରେମିକ ପ୍ରଦୋଶଙ୍କୁ ବାହା ହେବେ ବୋଲି ଜିଦି ଧରି ବସିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *