କମାଲ କରିଦେଲେ Rinku Singh, ଖୁସି ହୋଇ ଶାହରୁଖ ଦେଲେ ବଡ ଉପହାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିନ ପରେ ଦିନ 2023 IPL ମ୍ଯାଚରେ କ୍ରିକେଟପ୍ରେମୀଙ୍କର କ୍ରେଜ ବଢି ବଢି ଯିବାରେ ଲାଗିଛି । ତେବେ କ୍ରିକେଟର ମାନେ ମଧ୍ୟ ନିଜ ନିଜର ବେଷ୍ଟ ଦେଇ ଆଗକୁ ଆଗକୁ କ୍ରିକେଟ ଖେଳିଚାଲିଛନ୍ତି । ତେବେ ଏହାରି ମଧ୍ୟରେ IPL  ୨୦୨୩ ର ୧୩ ତମ ମ୍ଯାଚରେ ବ୍ୟାଟ୍ସମ୍ୟାନ ରୀଙ୍କୁ ସିଂହ ଧୂଆଁଧାର ବ୍ୟାଟିଂ ପଦର୍ଶନ କରିଥିଲେ । ଗୁଜୁରାଟ ଟାଇଟାନ ବିପକ୍ଷରେ ଖେଲାଯାଇଥିବା । ଏହି ମ୍ଯାଚରେ ପ୍ରଥମେ ଗୁଜୁରାଟ ଟାଇଟନ ବ୍ୟାଟିଂ ଆରମ୍ଭ କରିଦେଇଥିଲା ।

୨୦୪ ରନ ସଂଗ୍ରହ କରିଦେଇଥିଲେ । ଏହି ମ୍ଯାଚରେ ବ୍ୟାଟ୍ସମ୍ୟାନ ରୀଙ୍କୁ ସିଂହ ଶେଷ ଓଭର ବେଳକୁ ୫ ଟି ଛକା ମାରିଥିଲେ ।  ତେବେ ବ୍ୟାଟ୍ସମ୍ୟାନ ରୀଙ୍କୁ ସିଂହ ଖେଳରେ ଏପରି ଧମାଲ ବ୍ୟାଟିଂ ପଦର୍ଶନ କରି ଦଳକୁ ବିଜୟୀ କରିଦେଇଥିଲେ । ମ୍ଯାଚ ଜିତିବା ପାଇଁ KKR ବା କଲିକତା ନାଇଟ ରାଇଡ଼ର ଶେଷ ଓଭରରେ ୨୯ ରନ୍ ର ଆବଶ୍ୟକତା କରିଥିଲେ । ତେବେ ସେହି ସମୟରେ ସୁପରବ୍ୟାଟ୍ସ ମ୍ୟାନ ସାଜି ରୀଙ୍କୁ ସିଂହ ନିଜର ବ୍ୟାଟରେ ଗୋଟିଏ ପରେ ଗୋଟିଏ ୫ ଟି ଛକା ମାରିଥିଲେ ।

ରୀଙ୍କୁ ସିଂହଙ୍କର ୨୧ ବଲ୍ ରେ ୪୮ ରନ୍ ହୋଇପାରିଥିଲା । ତେବେ ଏହାରି ମଧ୍ୟରେ ଆମେ କହି ରଖିବା ପାଇଁ ଚାହୁଁଅଛୁ । କି ଯେ ମ୍ଯାଚରେ ବ୍ୟାଟ୍ସମ୍ୟାନ ରୀଙ୍କୁ ସିଂହଙ୍କର ଏପରି ଜବରଦସ୍ତ ଛକା ପାଇଁ ବଲିଉଡ କିଙ୍ଗ ଖାନ ବା ସୁପରଷ୍ଟାର ଶାହରୁଖ ଖାନଙ୍କ ତରଫରୁ ରୀଙ୍କୁ ସିଂହଙ୍କ ପାଇଁ ପ୍ରଶଂଷାର ସୁଅ ଛୁଟି ଆସିଥିଲା ।

ତେବେ ବଲିଉଡ ଅଭିନେତା ଶାହରୁଖ ଖାନ ନିଜ ସୋସିଆଲ ମିଡିଆରେ ପେଜରେ ରୀଙ୍କୁ ଙ୍କର ଏକ ଫୋଟ ପୋଷ୍ଟ କରି ସେଥିରେ ଝୁମେ ଜୋ ରୀଙ୍କୁ ପଠାନ ଫିଲ୍ମର ଅନ୍ଦାଜ ରେ କହିଥିଲେ । ତେବେ ଗୋଟିଏ ଚଉକା ଓ ୬ ଟି ଛକା ରୀଙ୍କୁଙ୍କ ଇନିଙ୍ଗରେ ସାମିଲ ଥିଲା । ତେବେ ମ୍ଯାଚରେ KKR  ର ଅଧିନାୟକ ନିତୀଶ ରଣା ୪୫ ରନ କରିପାରିଥିଲେ ।

ସର୍ବଶେଷରେ ମ୍ଯାଚରେ KKR ଟିମରେ ବ୍ୟାଟ୍ସମ୍ୟାନ ରୀଙ୍କୁ ସିଂହ ଶେଷରେ ୫ଟି ଛକା ମାରି ଦଳର ହିରୋ ସାଜିଯାଇଥିଲେ । ଏହା ସହିତ କଲିକତା ନାଇଟ ରାଇଡ଼ର ଦଳକୁ ବିଜୟ ମିଳିଯାଇଥିଲା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *