‘ମୁଁ ଏ ବୟସରେ ରୋଷେଇ କରିବି ଘରକାମ କରିବି, ଅଟୋ ଚଲେଇବି ଆଉ ମୋ ସ୍ତ୍ରୀ ମୋ ଷଢୁଙ୍କ ଭାଇ ସହ ରାସଲୀଳା କରୁଛି, ମୁଁ ଦେଖିଲା ପରେ…’ ଦେଖନ୍ତୁ Video

ବନ୍ଧୁଗଣ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବ୍ୟକ୍ତି ନିଜ ସ୍ତ୍ରୀଙ୍କ ବିଷୟରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ବିଷୟରେ ଜାଣିଲେ ଆପଣ ମାନେ ନିଜ ମୁଣ୍ଡରେ ହାତ ଦେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।  ତେବେ ବ୍ୟକ୍ତି ଜଣକଙ୍କ କହିବା ମୁତାବକ-‘ମୋ ସ୍ତ୍ରୀ ମୋ ପାଖରେ ରହିବା ପାଇଁ ଚାହୁଁନି କାରଣ ସେ ମୋ ସଢୁଙ୍କ ବଡ ଭାଇ ସହ ପ୍ରେମ କରୁଛି ।

ସେ ସଢୁ ଭାଇ ସହ ଶାଆରୀଇରିକ ସମ୍ପର୍କ ରଖୁଛି ମୋତେ ସେ ଲାଇକ କରୁନି । ସେ ମୋତେ ଧମକ ଦେଉଛି ମାରିଦେବ କହି । ଆଗରୁ ସେ ମୋ ସହ ଏମିତି କରିଥିଲା ମୋ ପାଖରେ ସବୁ କାଗଜ ପତ୍ର ଅଛି । ମୋ ଜୀବନ ପ୍ରତି ବିପଦ ମୁଁ ଥାନାରେ ବାରମ୍ବାର ଦ୍ଵାରସ୍ଥ ହୋଇଛି ହେଲେ ମୋ କଥା ଏ ପର୍ଯ୍ୟନ୍ତ କିଛି ବୁଝା ଗଲା ନାହିଁ । 12 ଜୁଲାଇ 2021ରେ ମୁଁ ନବୀନ ନିବାସ ଆଗରେ କିରୋସିନ ଢାଳି ହେଇଥିଲି ।

ଯଦି ମୋ କଥା ବୁଝା ନ ଯାଏ ମୁଁ ଆଗାମୀ ଦିନରେ ନବୀନ ନିବାସ ଯିବି । ମୁଁ ଚାହୁଁଛି ମୋ ସ୍ତ୍ରୀକୁ ମୋ ପାଖରେ ରଖିବା ପାଇଁ ତାର ଯଦି ଇଛା ନାହିଁ ଆଉ ସେ ସଢୁ ସହ ରହିବାକୁ ଚାହୁଁଛି ତା ହେଲେ ସେ ଯାଇପାରୁ । ସେ କୋର୍ଟ ଆସୁନି ମୋତେ ଧମକ ଦେଇ ମୋତେ ବରବାଦ କରୁଛି ।

ମୋର ବୃଦ୍ଧ ବାପା-ମାଆ ଅଛନ୍ତି ମୁଁ ତାଙ୍କୁ କେମିତି ଦେଖିବି ମୋର ଚିନ୍ତା ମୁଁ ଅଟୋ ଚଲେଇଲେ ମୋଟ ପେଟ ପୋଷିବି । ମୁଁ ଆଜ୍ଞା ବହୁତ ହଇରାଣ ହେଉଛି ତେଣୁ ମୋ କଥା ବୁଝା ଯାଉ । ମୋ ସ୍ତ୍ରୀ ମୋ ସଢୁ ସହ ସେକ୍ସ କରୁଥିଲା ମୁଁ ମୋ ନିଜ ଆଖିରେ ଦେଖିଛି ।

ମୁଁ ତାକୁ ପଚାରି ଥିଲି ଏ ସବୁ କାମ କାହିଁକି କରୁଛୁ ସେ କହିଲା ସେ ତାକୁ ଭଲ ପାଉଥିଲା ଆଉ ତା ସହ ବାହା ହେବା ପାଇଁ ବି ସେ ଚାହୁଁ ଥିଲା । ଯଦି ତା ସହ ବାହା ହେବାର ଥିଲା ତା ହେଲେ ମୋ ଲାଇଫ କାହିଁକି ବରବାଦ କରିଲୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *