‘ମମି ମୁଁ ତୁମ ଝିଅକୁ ବାହା ହେବି, ବ୍ୟସ୍ତ ହୁଅନି… ଏମିତି କହି କହି ମୋ ଝିଅର ସବୁକିଛି ସାରିଦେଲା, ଆଉ ଏବେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଶ ଶଆରୀଇରିକ ସମ୍ପର୍କ ରଖିଲେ ଏବଂ ପରେ ପ୍ରତାରଣା କଲେ ଆର୍ମି ଅଫିସର । ରାଜଧାନୀ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଯୁବତୀ ଜଣକ ଜଣେ ଆର୍ମି ଅଫିସରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଆର୍ମି ଅଫିସର ଜଣଙ୍କ ଯୁବତୀଅଙ୍କ ମାଉସୀ ଘର ଗାଁର ଯୁବକ । ସେଠାରେ ଯୁବତୀଙ୍କୁ ଦେଖିବାରେ ପରେ ସେ ବାରମ୍ବାର ତାଙ୍କୁ ପ୍ରେମ ପ୍ରସ୍ତାବ ଦେଉଥିଲେ ଏବଂ ଅନ୍ୟମାନଙ୍କ ହାତରେ ଚିଠି ମଧ୍ୟ ପଠାଉଥିଲେ ।

ତେବେ ତା’ପରେ ଯୁବତୀ ତାଙ୍କ ପ୍ରେମ ପ୍ରସ୍ତାବକୁ ସ୍ଵୀକାର କରିବା ପରେ ଦୀର୍ଘ ଆଠ ବର୍ଷ ଧରି ସେମାନେ ପ୍ରେମ ସମ୍ବନ୍ଧରେ ରହିଥିଲେ । ସେତେବେଳେ ଯୁବକ କିଛି ଚାକିରି କରି ନଥିବାରୁ ବିବାହ ପାଇଁ ମନା କରିଥିଲେ । କିନ୍ତୁ ଆର୍ମିରେ ଚାକିରି ପାଇବା ପରେ ଯୁବତୀଙ୍କ ଘରକୁ ଯାଇ ତାଙ୍କୁ ବାହା ହେବେ ବୋଲି କହିଥିଲେ । ଏହା ପରେ ଉଭୟ କୋର୍ଟ ମ୍ୟାରେଜ ପାଇଁ ଆବେଦନ କରିଥିଲେ, ହେଲେ ଆର୍ମି ଅଫିସର ଏବେ ଆଉ ଯୁବତୀଙ୍କୁ ନେବାକୁ ଚାହୁଁନାହାନ୍ତି ବୋଲି କହୁଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ତେବେ ଆର୍ମି ଅଫିସରଙ୍କ ଘରଲୋକ ଚାହୁଁନାହାନ୍ତି ସେଥିପାଇଁ ସେ ତାଙ୍କୁ ବାହା ହୋଇ ପାରିବେନି ବୋଲି କହିଥିଲେ । ଯେବେ ସେମାନଙ୍କର କୋର୍ଟ ମ୍ୟାରେଜ ହେବାର ଥିଲା ସେଦିନ ସେ କୋର୍ଟ ଆସି ନଥିଲେ ଏବଂ ଘରଲୋକଙ୍କ କଥାରେ ଅନ୍ୟ ଜାଗାକୁ ଝିଅ ଦେଖିବା ପାଇଁ ଯିବା କଥା ଶୁଣିବା ପରେ ଯୁବତୀ ଜଣକ ବାଧ୍ୟ ହୋଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ଆର୍ମି ଅଫିସର ଯେବେବି ଛୁଟିରେ ଆସନ୍ତି ଯୁବତୀ ତାଙ୍କୁ ଭେଟିବା ପାଇଁ ଷ୍ଟେସନ ହେଉକି ଏୟାରପୋର୍ଟକୁ ଯାଆନ୍ତି । ତେବେ ବର୍ତ୍ତମାନ ସେହି ଝିଅର ମାଆ କହିଛନ୍ତି କି ପ୍ରଥମେ ଆମେ ମନା କଲୁକି ତୁମେ ମିଶ ନାହିଁ ତେବେ ପରେ ସେ ମୋ ଘରକୁ ଆସି ମୋତେ ମମି କହି ମୁଁ ତୁମ ଝିଅ କୁ ବାହାହେବି ତା ବିନା ରହି ପାରିବିନି ତୁମର ପୁଅ ନାହିଁ ମୁଁ ତୁମର ପୁଅ ହୋଇ ରହିବି କହିଥିଲେ ।


ତେବେ ମୁଁ ତାଙ୍କୁ କହିଥିଲି କି ହଉ ତୁମେ ଦୁଇ ଜଣ କୋର୍ଟ ମ୍ୟାରେଜ କରି ନିଅ ତେବେ ସେହି ସମୟରେ ସେ ମନା କରିଥିଲେ କହିଲେ କି ନା ମୋର ଘର ହେଇନି ଘର ହେଉ ମୁଁ ଆର ଛୁଟିରେ ଆସିଲେ କୋର୍ଟ ମ୍ୟାରେଜ କରିବି । ତେବେ ବର୍ତ୍ତମାନ ସେ ବିବାହ କରିବାକୁ ମନା କରୁଛନ୍ତି କହୁଛନ୍ତି ମୋ ଘର ଲୋକ ରାଜି ହେଉ ନାହାନ୍ତି । ତେବେ ମୋ ଝିଅ ସହ ଚାରିଆଡେ ସେ ବୁଲିଛନ୍ତି ସେତେବେଳେ କେହି କିଛି କହୁ ନଥିଲେ । ତେବେ ଉଭୟ ଅନେକ ଥର ଶଆରୀଇରିକ ସମ୍ପର୍କ ମଧ୍ୟ ରଖିଛନ୍ତି ।

ବ୍ରହ୍ମପୁର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଜକଲି ଗ୍ରାମରେ ଉକ୍ତ ଆଋ ଅଫିସରଙ୍କ ଘର ଏବଂ ତାଙ୍କ ନାମ ହେଉଛି ଲୋପେଣ୍ଡି ପବିତ୍ର ରେଡ୍ଡି । ତେବେ ଭୁବନେଶ୍ବରରେ ଏମିତି କେଉଁ ଜାଗା ନାହିଁ ଯେଉଁଠିକୁ ସେ ତାଙ୍କ ସହ ଯାଇନାହାନ୍ତି । ତେବେ ଦେଖାଯାଉ ଯୁବତୀଙ୍କୁ ନ୍ୟାୟ ମିଳୁଛି କି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *