ମୋ ଶାଶୁଘର ଖ୍ରୀଷ୍ଟିୟାନ ବୋଲି ମୋ ପାଇଁ ଅବଢା ଖାଇବା ପାପ ! ସିନ୍ଦୁର ପିନ୍ଧିବା ମନା, ମୁଁ ବ୍ରାହ୍ମଣ ଝିଅ ହେଇ ବି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ପାଇଁ ଅବଢା ଖାଇବା ଏକ ମହାପାପ ଅଟେ । ମହାପ୍ରସାଦକୁ ଛୁଇଁବା ବି ମୋ ପାଇଁ ପାପ ଅଟେ । ହଁ ବନ୍ଧୁଗଣ ଏପରି କିଛି କଥାର ଖୁଲାସା କରିଛନ୍ତି ହ୍ୟୁମାନ ସାଗରଙ୍କର ଧର୍ମପତ୍ନୀ ଶ୍ରୀୟା । ତେବେ ବର୍ତ୍ତମାନର ଚର୍ଚିତ ଖବରର ଆଧାରରେ ଓଡିଶାର ବହୁ ଜଣାଶୁଣା ତଥା ନିଜ କଣ୍ଠସ୍ଵର ପାଇଁ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା କଣ୍ଠଶିଳ୍ପୀ ହ୍ୟୁମାନଙ୍କ ନାମରେ ତାଙ୍କ ପତ୍ନୀ ପାରିବାରିକ କଳହକୁ ଓ ହିଂସାକୁ ନେଇ ଅଭିଯୋଗ କରିଛନ୍ତି ।

ତେବେ ହ୍ୟୁମାନଙ୍କର ପତ୍ନୀ ଶ୍ରୀୟାଙ୍କୁ ଶାରୀରିକ ଓ ମାନସିକ କଷ୍ଟ ହ୍ୟୁମାନ ସାଗର ଦେଉଛନ୍ତି ବୋଲି ସେ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାଟି ପରେ ପରେ ଶ୍ରୀୟାଙ୍କ ମୁହଁରୁ ଏପରି କଥା ମଧ୍ୟ ଶୁଣିବାକୁ ମିଳିଛି । ଯେଉଁଠି ଶ୍ରୀୟା କହିଛନ୍ତି । ଏହା କି ଯେ ମୁଁ ଜଣେ ବ୍ରାହ୍ମଣ ଝିଅ । ହେଲେ ହ୍ୟୁମାନ ମୋ ସ୍ଵାମୀ ଅର୍ଥାତ ହ୍ୟୁମାନ ସାଗର ହେଉଛନ୍ତି ସମ୍ପ୍ରଦାୟରେ ଜଣେ ଖ୍ରୀଷ୍ଟିଆନ ।

ତେବେ ମୁଁ ଜଣେ ବ୍ରାହ୍ମଣ ଘରର ଝିଅ ବୋଲି ମୁଁ ଜଗନାଥ ଠାକୁରଙ୍କୁ ପୂଜା କରିବାକୁ ବହୁତ ଭଲ ପାଇଥାଏ । ତାଙ୍କ ଅବଢା ମଧ୍ୟ ଖାଇବାକୁ ଭଲ ପାଇଥାଏ । ହେଲେ ଏହି ସବୁ କଥା ମୋ ପାଇଁ ବାରଣ କରାଯାଇଛି । ତେବେ ଶ୍ରୀୟା ଯେତେବେଳେ ଅବଢା ଖାଇବାକୁ ବସିଥାନ୍ତି । ସେତେବେଳେ ଶ୍ରୀୟାଙ୍କୁ ତାହା ଖାଇବାକୁ ବାରଣ କରାଯାଇଥାଏ । ହେଲେ ଶ୍ରୀୟାଙ୍କର କହିବା ଅନୁଯାଇ ମୁଁ ଜଣେ ବ୍ରାହ୍ମଣ ଘରର ଝିଅ ମୁଁ ଅବଢାକୁ ଛାଡି କିପରି ରହିପାରିବି ।

ତେଣୁ ଯେତେ ମୋତେ ଗାଳି ମନ୍ଦ କଲେ ବି ମୁଁ ଅବଢା ଖାଇଦେଇଥାଏ । ଏହା ସହିତ କାଳିଆ ଠାକୁରଙ୍କୁ ମଧ୍ୟ ପୂଜା କରିଥାଏ । ତେବେ ଏଥିପାଇଁ ମୋତେ ଗାଳି ମ-ଆଡ ମଧ୍ୟ କରାଯାଇଥାଏ । ତେବେ କେବଳ ଏତିକି ନୁହେଁ । ଶ୍ରୀୟା ଯଦି ମଥାରେ ସିନ୍ଦୁର କି ପାଦରେ ଅଳତା ଲଗାଇଥାନ୍ତି । ଏହା ମଧ୍ୟ ତାଙ୍କୁ ବାରଣ କରାଯାଇଥାଏ ।

ତେବେ ଏହି ସବୁ କଥାକୁ ନେଇ ମୋ ଉପରେ ମାନସିକ ଚାପ ପକାଯାଇଥାଏ । ହ୍ୟୁମାନ ମୋତେ ଶାରୀରିକ କଷ୍ଟ ମଧ୍ୟ ଦେଇଥାନ୍ତି । ହେଲେ କେତେ ଆଉ ସହିବି । ତେଣୁ ନିଜର ନ୍ୟାୟ ପାଇଁ ଶ୍ରୀୟା ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କରିବା ସହିତ ନିଜର ମତ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *