ରୋହିତ ଭାଙ୍ଗିଦେଲେ McCallum ଙ୍କ ବିରଳ ରେକର୍ଡ ! ତୃତୀୟ ଦିନିକିଆରେ କରି ଦେଖେଇଲେ କମାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହିଟ୍ ମ୍ୟାନ  ଦିନିକିଆରେ ଜବରଦସ୍ତ ଅର୍ଦ୍ଧଶତକ । ଏଥିରେ ୨ ଛକା ଲଗାଇ ସୃଷ୍ଟି କରିଛନ୍ତି ଖାସ୍ ରେକର୍ଡ । ତେବେ ପୁଣି ଭାଙ୍ଗିଛନ୍ତି ମ୍ୟାକକୁଲମ ଙ୍କର ରେକର୍ଡ । ତେବେ କ୍ରିକେଟ ଏକ ଏପରି ଖେଳ ଯାହା ଖାଲି ଭାରତ ନୁହେଁ ବଂର ବିଶ୍ଵବ୍ୟାପୀ ଏହାର ବହୁତ ଚାହିଦା ଦେଖିବାକୁ ମିଳିଥାଏ । ତେବେ ଭାରତୀୟ ଦଳ ଯେଉଁ ଦେଶର ଟିମ ସହିତ ମ୍ଯାଚ କରୁ । ତେବେ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରୀ ରଖିଥାଏ ।

ଯେପରି ସେ ନିଜ ଦେଶ ପାଇଁ ସଫଳତା ଆଣିପାରିବ । ତେବେ ଏହିପରି କିଛି କ୍ରିକେଟ ନୂଆ ନୂଆ ତଥ୍ୟ ଜାଣିବାକୁ କ୍ରିକେଟ ପ୍ରେମୀଙ୍କୁ ତ ବହୁତ ଭଲ ଲାଗିଥାଏ । ତେବେ ଚାଲନ୍ତୁ ଜାଣିବା ସେପରି କିଛି କ୍ରିକେଟ ନୂଆ ନୂଆ ଅପଡେଟ ଆଲୋଚନା କରିବା । ସବୁବେଳେ ତେବେ ଶନିବାର ଅର୍ଥାତ ଜାନୁଆରୀ ୨୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳର ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅର୍ଦ୍ଧ ଶତକ କରି ଇତିହାସ ରଚିଛନ୍ତି ।

ତେବେ ରୋହିତ ଶର୍ମା ୭ ଟି ଚଉକା ସହିତ ୨ ଛକା ମଧ୍ୟ ମାରିଛନ୍ତି । ୫୦ ବଲରେ ୫୧ ରନ ଇନିଙ୍ଗ ଖେଳିଛନ୍ତି । ତେବେ ମ୍ୟାକକୁଲମଙ୍କର ରେକର୍ଡ ମଧ୍ୟ ରୋହିତ ଶର୍ମା ଭାଙ୍ଗିଦେଇଛନ୍ତି । ରୋହିତ ନିଜ ଦେଶ ଭାରତରେ ଖେଳି ଅଧିକ ୱାନ-ଡେ ଛକା ମାରିବାରେ ତୃତୀୟ ସ୍ଥାନରେ ଅଛନ୍ତି । ତେବେ ଏହି ଇନିଙ୍ଗ୍ସ ପରେ ରୋହିତ ଶର୍ମାଙ୍କର ୧୨୭ଟି ଛକା ହୋଇଯାଇଛି ।

ତେବେ ଏହି ତୁଳନାରେ ରୋହିତ ଶର୍ମା ମ୍ୟାକକୁଲମଙ୍କୁ ମଧ୍ୟ ଏହି ଲିଷ୍ଟରେ ପଛରେ ପକାଇ ଦେଇଛନ୍ତି । ତେବେ ମ୍ୟାକକୁଲମ ନ୍ୟୁଜିଲାଣ୍ଡରେ ଖେଳୁଥିବା ବେଳେ ୱାନ-ଡେରେ ୧୨୬ ଟି ଛକା କରିଥିଲେ । ତେବେ ୧୦୯ ରନର ଏକ ସହଜ ଟାର୍ଗେଟକୁ ପଛରେ ପକାଇ ରୋହିତ ଶର୍ମା ଓ ସୁବମନ ଗିଲ୍ ଙ୍କର ଏକ ଭଲ ଯୋଡି ଦେଇ ପ୍ରଥମ ରନ ପାଇଁ ୭୨ ରନ କରିଥିଲା ।

ତେବେ ଏହି ମ୍ଯାଚକୁ ଭାରତ ସହଜରେ ଜିତି ନେଇଯାଇଛି । ଯଦି ଏହି ପୋଷ୍ଟଟି ଆପଣ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ଓ ଆଗକୁ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *