ହ୍ୟୁମାନଙ୍କ ବିରୁଦ୍ଧରେ ଅଭିଯୋଗ ଡାହା ମିଛ ! ଇଏ ହେଉଛି ପୁରୁଷ ନିର୍ଯାତନାର ଜ୍ଵଳନ୍ତ କାହାଣୀ, ଶ୍ରୀୟାଙ୍କ ବାପା ଏଠି ଥାର୍ଡ ପର୍ସନ ସାଜି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁରୁଷ ନି-ଇର୍ଯା-ତ-ଅନାର ଏହା ହେଉଛି ଏକ ଜ୍ଵଳନ୍ତ ଉଦାହରଣ । ହଁ ବନ୍ଧୁଗଣ ଏପରି କିଛି ମନ୍ତବ୍ୟ ଆଡଭୋକେଟ ବୌମ୍ୟକେଶ ତ୍ରିପାଠୀ କହିଛନ୍ତି । ତେବେ ତାଙ୍କ କହିବ ଅନୁସାରେ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟାଙ୍କ ମଧ୍ୟରେ କିଛି ମାସ ହେବ ପାରିବାରିକ କଳହ ଓ ହିଂସା ଭାବ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ସମୟରେ ହ୍ୟୁମାନଙ୍କର ସ୍ତ୍ରୀ ଶ୍ରୀୟା ଯେଉଁ ସବୁ ଅଭିଯୋଗ ନେଇକି ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ସେଥିମଧ୍ୟରୁ ବହୁ ଅଭିଯୋଗ ମିଛିଟାରେ ହ୍ୟୁମାନ ସାଗରଙ୍କର ଉପରେ ଲଦା ଦିଆଯାଇଛି । ତେବେ ହ୍ୟୁମାନ ଯେଉଁ ଧର୍ମାନ୍ତରୀକରଣ କଥା ପାଇଁ ତାଙ୍କ ସ୍ତ୍ରୀ ସହିତ ବାଦ ବିବାଦ କରନ୍ତି ବୋଲି ଶ୍ରୀୟା କହିଛନ୍ତି । ଏହା ଏକ ଭୁଲ କଥା ଅଟେ । କାରଣ ହ୍ୟୁମାନଙ୍କ ଘରେ ଜଗନାଥ ତଥା ଅନ୍ୟାନ୍ୟ ଦେବାଦେବୀଙ୍କର ଫୋଟ ରଖାଯାଇଛି । ତେବେ ତେବେ ଏଥିରୁ ଧର୍ମାନ୍ତରୀକାରଣ କଥା ଉଠୁଛି କେଉଁଠୁ ?

ଏହାପରେ ଏହା ସହିତ ଏଠାରେ ହ୍ୟୁମାନଙ୍କର ଓକିଲାଙ୍କ କହିବା ଅନୁସାରେ ଯଦି ସ୍ତ୍ରୀ ଅନ୍ଧ ଓ ସ୍ଵାମୀ କାଲା ହୋଇ ଚଳିବାର ମହତ୍ଵ ଜାଣିଯିବ । ତେବେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଦାଂପତ୍ଯ ଜୀବନ ହସଖୁସିରେ ବିତିବ । କାରଣ ସ୍ଵାମୀ ଜଣଙ୍କ ବାହାରେ କାମ କରି ବହୁତ କିଛି ଟେନସନ ନେଇକି ଘରକୁ ଆସିଥାନ୍ତି ତେବେ ତାଙ୍କର ଛୋଟ ଛୋଟ କିଛି ଭୁଲକୁ ଦେଖି ଅଣଦେଖା କରିଦେବା ଉଚିତ । ତାହାକୁ ଶାନ୍ତିପୂର୍ଣ୍ଣ ସହକାରେ ସମାଧାନ କରିବା ଉଚିତ ।

ଏହା ସହିତ ସ୍ଵାମୀ ମଧ୍ୟ ଘରକୁ ଆସିଲା ପରେ ସ୍ତ୍ରୀ ଯାହା କିଛି ମଧ୍ୟ କହୁଥାଉ । ତାହାକୁ ଦେହକୁ ନନେଇ କାଲା ପରି  କିଛି ନଶୁଣି କିଛି ସମୟ ଶାନ୍ତ ହୋଇ ତାପରେ କିଛି ନିସ୍ପତି ନେବା ଉଚିତ । କାରଣ ଛୋଟ ଛୋଟ ଏପରି କିଛି କଥା ପାଇଁ ପରିବାରଟି ଭାଙ୍ଗିଯାଇଥାଏ । ଯାହାର ପ୍ରଭାବ ଦମ୍ପତିଙ୍କର ପିଲାଙ୍କ ଉପରେ ବହୁ ମାତ୍ରାରେ ପଡିଥାଏ ।

ତେବେ ଏବେର ସମୟରେ ଯାହା ବି କିଛି ହୋଇଛି । ତାହାକୁ ଠିକ କରି ହ୍ୟୁମାନଙ୍କର ମା’ ନିଜ ବୋହୁକୁ ବୁଝାଇ ଶୁଝାଇ ଘରକୁ ନେଇଯିବା ପାଇଁ ଚାହୁଁଛନ୍ତି । ହେଲେ ଶ୍ରୀୟାଙ୍କର ବାପା ଏଠାରେ ଥାର୍ଡ ପର୍ଶନ ସାଜୁଛନ୍ତି । ଯେଉଁଠିକି ସେ କହୁଛନ୍ତି ତାଙ୍କ ଝିଅ ଉପରେ ବହୁତ ଅନ୍ୟାୟ, ଅତ୍ୟାଚାର କରାଯାଉଛି । ତେବେ ସେହି ଘରକୁ ଝିଅ ପୁଣି ଥରେ ଫେରିବା ଅସମ୍ଭବ ହୋଇଯିବ ।

ତେବେ ହ୍ୟୁମାନଙ୍କର ମା’ ଚାକିରି କରନ୍ତି ବୋଲି ବାହାରେ ରହିଥାନ୍ତି । ହ୍ୟୁମାନ ମଧ୍ୟ ଗୀତ ଗାଇବା ପାଇଁ ବହୁ ସମୟରେ ବାହାର ରହିଥାନ୍ତି । ତେବେ ଶ୍ରୀୟାଙ୍କ ଉପରେ ଅତ୍ୟାଚାର, ଅନ୍ୟାୟ କିଏ ଅବା କରିବାକୁ ଜୀବ । ତେବେ ହ୍ୟୁମାନ ସାଗରଙ୍କ ଉପରେ ସବୁ କିଛି ମିଥ୍ୟା ଦୋଶାରୋପ କରଜୁଛି ବୋଲି ଆଡଭୋକେଟ ବୌମ୍ୟକେଶ ତ୍ରିପାଠୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଲାଇକ୍, କରିବା ସହ ନିଜର ମତ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *