‘ଭୁବନେଶ୍ୱରକୁ ଆପଣଙ୍କ ଝିଅକୁ ପଢିବାକୁ ପଠାନ୍ତୁ ନାହିଁ, ମୁଁ ଆପଣଙ୍କୁ ଏତିକି ବିନମ୍ର ନିବେଦନ କରୁଛି… କାହିଁକି ନା ଏଠି ତାଙ୍କୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ଆପଣଙ୍କୁ ବିନମ୍ର ନିବେଦନ କରୁଛି । ଭୁବନେଶ୍ବରକୁ ଆପଣ ଝିଅଙ୍କୁ ପାଠ ପଢାଇବାକୁ ପଠାନ୍ତୁ ନାହିଁ । ତେବେ ଏପରି କିଛି ମନ୍ତବ୍ୟ ଜଣେ ବାପା ହିସାବରେ ଅନ୍ୟ ସମସ୍ତ ପରିବାର ସଦସ୍ୟଙ୍କୁ ନିବେଦନ କରି କହିଛନ୍ତି । ତେବେ ସବୁ ବାପା ଓ ମାଆ ମାନଙ୍କର ଇଛା ରହିଥାଏ । କି ତାଙ୍କ ପୁଅ ଓ ଝିଅ ଭଲ ପାଠ ପଢୀ ନିଜର ଭବିଷ୍ୟତକୁ ଉଜ୍ଜଳ କରନ୍ତୁ ।

ସେଥିପାଇଁ ବିଶେଷ କରି ଓଡିଶାର କୋଣ ଅନୁକୋଣରୁ ଆସି ଅନେକ ଘରର ପିଲାମାନେ ଭୁବନେଶ୍ବରରେ ରହି ପାଠ ପଢୁଛନ୍ତି । କାରଣ ସେଠାରେ ବହୁ ଉନ୍ନତ ମାନର ଶିକ୍ଷା ପ୍ରଣାଳୀ ସହ ଭଲ ଭଲ କଲେଜ, ବିଶ୍ଵବିଦ୍ୟାଳୟ ରହିଅଛି । ହେଲେ ସୂଚନା ମୁତାବିକ ଜଣେ ଯୁବତୀ ଭୁବନେଶ୍ବରର  ହଷ୍ଟେଲରେ ରହି ପାଠ ପଢୁଥିଲେ ।

ହେଲେ ସେଠାରେ ରହିବା ସମୟରେ ତାଙ୍କ ସହ ଏପରି କଣ ଘଟିଯାଇଥିଲା । କି ଯୁବତୀ ଜନଙ୍କ ବାଧ୍ୟ ହୋଇ ଆତ୍ମହତୟଆ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଯୁବତୀ ଜଣଙ୍କର ଆତ୍ମହତୟଆ ପରେ ଘର ପରିବାର ଲୋକ ସଂପୂର୍ଣ୍ଣ ଭାଙ୍ଗିପଡିଛନ୍ତି । କାରଣ ପରିବାର ତରଫରୁ ଉକ୍ତ ଯୁବତୀ ଜଣଙ୍କୁ କୌଣସି ପ୍ରକାର ମାନସିକ ଚାପ ମଧ୍ୟ ଦିଆଯାଉନଥିଲା ।

ହେଲେ ଏହା ସତ୍ବେ ଭୁବନେଶ୍ବରର ହଷ୍ଟେଲରେ ରହି ପାଠ ପଢୁଥିବା ସମୟରେ ଯୁବତୀ ଜଣଙ୍କ ଜୀବନର ଏତେ ବଡ ଚରମ ନିଷ୍ପତ୍ତି ନେଇ ଆତ୍ମହତୟଆ କରିଦେଇଥିଲା । ସେଥିପାଇଁ ଉକ୍ତ ଯୁବତୀଙ୍କର ବାପା ଗଣ ମାଧ୍ୟମ ସାମ୍ନାରେ ଏପରି କିଛି ମନ୍ତବ୍ୟ ରଖି କହିଛନ୍ତି । ଯେ ନିଜ ପୁଅ କିମ୍ବା ଝିଅର ଯଦି ଉଜ୍ଜଳ ଭବିଷ୍ୟତ ଗଢିବାକୁ ଇଛା ରଖିଥାନ୍ତି ।

ତେବେ ତାଙ୍କ ପାଠ ପଢା ପାଇଁ ତାଙ୍କୁ ଭୁବନେଶ୍ବର ଛାଡନ୍ତୁ ନାହିଁ । କାରଣ ସେଠାରେ ପିଲା ମାନଙ୍କର ଭବିଷ୍ୟତ ନଷ୍ଟ ହୋଇଯାଉଛି । ମୋ ଝିଅ ବହୁତ ଭଲ ପାଠ ପଢୁଥିଲା । ଡାକ୍ତର ହେବ ବୋଲି ମଧ୍ୟ ଆଶା ରଖିଥିଲା । ତେବେ ଯଦିଓ ଘଟଣା କଣ ତାହା ସ୍ପଷ୍ଠ ହୋଇନାହିଁ, ତେବେ ପ୍ରକୃତରେ ନିଜ ଝିଅ ସହ କଣ ଘଟିଥିଲା ।

ସେହି କାରଣର ସଠିକ ଭାବେ ପୋଲିସ ତଦନ୍ତ କରି ଝିଅ ପାଇଁ ନ୍ୟାୟ ବାପା ଦାବୀ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *