‘ମୁଁ ଆଜି ରୋଷେଇ କରିବି ,ମୋ ସ୍ୱାମୀ, ପୁଅ ,ମୁଁ ଆଉ ପ୍ରମିଳା ମା ଖାଇବେ, ସେ ଯଦି ମତେ…’ ସ୍ଵାମୀ ଘର ଆଗରେ ରୋଷେଇ କଲେ ସ୍ଵପ୍ନା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗଞ୍ଜାମର ସ୍ଵପ୍ନା କହିଛନ୍ତି ଯେ କାଲି ସେ ନିଜ ଘରକୁ ଆସିଲା ବେଳେ ଦେଖିଲେ ଯେ ତାଲା ପଡିଛି । ଏଣୁ ସେ ପ୍ରଥମ ଗେଟ ଭାଙ୍ଗିଲେ, ଏହାପରେ ଘର ଗେଟ ମଧ୍ୟ ଭାଙ୍ଗିଲେ, ମାତ୍ର ମୁଁ ସରକାରଙ୍କର କିଛି ଭାଙ୍ଗିନାହିଁ । ମୋ ସ୍ଵାମୀ ଯେହେତୁ ସରକାରୀ କ୍ଵାଟରରେ ରହିଛନ୍ତି ଏଣୁ ମୁଁ ମୋ ସ୍ଵାମୀ ଙ୍କର ଗେଟ ଭାଙ୍ଗିଲି । ମୁଁ ଏଠାରେ ସରକାରଙ୍କର କିଛି ମଧ୍ୟ କ୍ଷତି କରିନାହିଁ । ସ୍ଵାମୀ ଙ୍କର ତାଲା ଭାଙ୍ଗି ମୁଁ ଘରକୁ ପସିଲି ।

ଘରକୁ ପସିଲି ଯେହେତୁ ମୋ ସ୍ଵାମୀ ଘରେ ନଥିଲେ । ତେବେ ମୋ ପ୍ରତି ଯାହା ଅନ୍ୟାୟ ହୋଇଛି ମୋ ଛୁଆ ମାନଙ୍କ ପ୍ରତି ଯାହା ଅନ୍ୟାୟ ହୋଇଛି । ମୁଁ ନ୍ୟାୟ ପାଇଁ ଲଢେଇ କରୁଛି ଛୁଆ ମାନଙ୍କୁ ନ୍ୟାୟ ଦେବା ନିମନ୍ତେ ମୁଁ ଲଢେଇ କରୁଛି । ମୁଁ ଅପେକ୍ଷାରେ ଅଛି ମୋ ସ୍ଵାମୀ କେତେବେଳେ ମୋ ପୁଅକୁ ନେଇ ଆସିବେ ?

ମୋ ପୁଅ କୁ ଯେତେବେଳେ ନେଇକି ଆସିବେ ମୁଁ ସେତେବେଳେ ହିଁ ନ୍ୟାୟ ପାଇବି । ତେବେ ସ୍ଵପ୍ନା ଏହା ମଧ୍ୟ କହିଛନ୍ତି ଯେ ମୁଁ ଆଜି ରୋଷେଇ କରିବାକୁ ଯାଉଛି, ମୋ ସ୍ଵାମୀ, ତଥା ମୋ ପୁଆ ଆସିବେ ଆମ୍ଭେ ସମସ୍ତେ ମିଶି ଖାଇବୁ । ସ୍ଵାମୀ କେଉଁଠାରେ ଅଛନ୍ତି ତାହା ସମ୍ବନ୍ଧରେ ତାଙ୍କୁ ପଚାରିଲାପରେ ମଧ୍ୟ ସେ କିଛି କହୁନାହାଁନ୍ତି ବୋଲି ସେ କହିଛନ୍ତି ସ୍ଵପ୍ନା ।

ତାଙ୍କ ସ୍ଵାମୀ ଙ୍କ ସାଙ୍ଗ ଦୀନବନ୍ଧୁ ପଣ୍ଡା ଯେବେଠାରୁ ତାଙ୍କ ସ୍ଵାମୀ ଙ୍କ ସହିତ ଆଟାଜମେଣ୍ଟରେ ଆସିଲେ ସେତେବେଳେ ଏହିସବୁ ମାମଲା ଆରମ୍ଭ ହେବାକୁ ଲାଗିଲେ ଏବଂ ତାଙ୍କ ସ୍ଵାମୀ ଘରୁ ଚାଲି ଯିବାକୁ କହିଲେ । ତାଙ୍କ ସ୍ଵାମୀ ଙ୍କୁ ଶିଖାଇ ଆଉ ଏକ ଝିଅ କୁ ବିବାହ କରିବାକୁ ମଧ୍ୟ କହିଥିଲେ । ବର୍ତ୍ତମାନ ସ୍ଵପ୍ନା ଙ୍କ ସ୍ଵାମୀ ଅନ୍ୟ ଏକ ଝିଅ ସହିତ ମିଶି ରହୁଥିବାର ଖବର ମିଳିଛି ସ୍ଵପ୍ନା ଙ୍କୁ ।

ସବୁ ପ୍ଳାନ ହେଉଛି କେବଳ ଦୀନବନ୍ଧୁ ପଣ୍ଡା ଙ୍କର ବୋଲି ସେ କହିଛନ୍ତି । ତେବେ ସ୍ଵାମୀ ଏବଂ ଦୁଇ ପୁଅ ଙ୍କ ସହିତ ମିଶି ରହିବାକୁ ଚାହୁଁଛନ୍ତି ସ୍ଵପ୍ନା । କିନ୍ତୁ ଏହିଭଳି ସ୍ଵାମୀ ସ୍ତ୍ରୀ ଙ୍କ ସୁନାର ସଂସାର ଭାଙ୍ଗିବା କେତେଦୂରେ ସଠିକ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *