Interesting Odia Gk- ଜଣେ ବ୍ୟକ୍ତି 30 ଦିନ ନ ଶୋଇ କେମିତି ବଞ୍ଚି ପାରିବ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ପ୍ରାଏ IAS ଇଣ୍ଟରଭିୟୁରେ ପଚରା ଯାଇଥାଏ । ଏହି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ ସଂପୂର୍ଣ୍ଣ ସୂଚନା ଦେବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- ଓଡିଶାରେ ସମୁଦାୟ ତହସିଲ ଓ ବ୍ଲକ କେତୋଟି ?

ଉତ୍ତର;- ୩୧୭ ତହସିଲ ଓ ୩୧୪ ବ୍ଲକ ।

୨;- ବେତ ଓ ବାଉଁଶ କୁଟୀର ଶିଳ୍ପ କେଉଁ ଜିଲ୍ଲାରେ ଓ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର;- ବିଦ୍ୟାଧରପୁର (କଟକ) ।

୩;- ଜଣେ ଲୋକ ୩ ଟଙ୍କାରେ ନଡିଆ କିଣି ୨ ଟଙ୍କାରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା ?

ଉତ୍ତର;- ଆଗରୁ କୋଟିପତି ଥିଲେ ।

୪;- ତିନି ଅକ୍ଷର ନାମ ତାର, ଓଲଟା କିମ୍ବା ସିଧା ଲେଖା ହେବ ସମାନ ?

ଉତ୍ତର;- କଟକ ।

୫;- ହାତ ନାହିଁ କି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ ?

ଉତ୍ତର;- ଟୋପି ।

୬;- ଆପଣଙ୍କ ଦୋଷ ନଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ ?

ଉତ୍ତର;- ବେଲ୍ଟ ।

୭;- ଝିଅ ବୋହୁ ମାନେ କ’ଣ ବର୍ଷକୁ ଥରେ କିଣନ୍ତି କିନ୍ତୁ ବ୍ୟବହାର କରନ୍ତି ନାହିଁ ?

ଉତ୍ତର;- ରାକ୍ଷୀ ।

୮;- ସକାଳେ ୪ ଟି ଗୋଡ, ଦ୍ଵିପହରରେ ୨ ଟି ଗୋଡ ସନ୍ଧ୍ୟାରେ ୩ ଟି ଗୋଡ, ସେ କିଏ ?

ଉତ୍ତର;- ମଣିଷ, ଶିଶୁ ସବସ୍ଥା, ଯୌବନ ଅବସ୍ଥାରେ, ତିନି ମୁଣ୍ଡିଆ (ବାର୍ଦ୍ଧକ୍ୟ) ।

୯;- କବାଟ ପଡିଲେ ଦୁଆର ଅନ୍ଧାର କବାଟ ପଡିଲେ ଦୁନିଆ ସୁନ୍ଦର ?

ଉତ୍ତର;- ଆଖିପତା ।

୧୦;- ତିନୋଟି ଅଖହୟରେ ନାମଟି ତାର ୯ ରୁ ଆରମ୍ଭ ୯ ରୁ ଶେଷ ଦେଖୁଥାଏ ସାରା ଦୁନିଆ ଦୃଶ୍ୟ ?

ଉତ୍ତର;- ନୟନ ।

୧୧;- SAMSUNG ବ୍ରାଣ୍ଡ କେଉଁ ଦେଶର କମ୍ପାନୀ ?

ଉତ୍ତର;- ସାଉଥ କୋରିଆ ।

୧୨;- ଭାରତର କେଉଁ ରାଜ୍ୟର ୯୦ ପ୍ରତିଶତ ଭୂମି କେବଳ ଜଙ୍ଗଲ ?

ଉତ୍ତର;- ମିଜୋରମ ।

୧୨;- ଦୁନିଆର ସବୁଠାରୁ ବୁଦ୍ଧିମାନ ପଶୁର ନାମ କ’ଣ ?

ଉତ୍ତର;- ସିମ୍ପାଜି ।

୧୩;- ଆଗ ବାପର ଜନ୍ମ ନା ପୁଅର ଜନ୍ମ ?

ଉତ୍ତର;- ପୁଅ ଜନ୍ମ ହେଲା ପରେ ବାପା’ ଡାକିବ ।

୧୪;- କାହାର ଜନ୍ମ ଦିନ ପ୍ରତିବର୍ଷରେ ଆସେ ନାହିଁ ?

ଉତ୍ତର;- ଫେବୃଆରୀ ୨୯ ରେ ଯିଏ ଜନ୍ମ ।

୧୫;- ଜଣେ ବ୍ୟକ୍ତି ୩୦ ଦିନ ନ ଶୋଇ କେମିତି ବଞ୍ଚି ପାରିବ ?

ଉତ୍ତର;- ରାତିରେ ସୋଇପାରିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *