ଭୟରେ ସୀମାଙ୍କ ଶାଶୁ, କାନ୍ଦି କାନ୍ଦି କହିଲେ ‘ମୋତେ ଡର ମାଡୁଛି ମୁଁ କବାଟ ଖୋଲିବିନି, ତୁମେ ମାନେ ସମସ୍ତେ ମତେ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ବୃଦ୍ଧ ମହିଳା ଏହିଭଳି କିଛି ନିଜ ବୋହୂ ନାମରେ କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ କ’ଣ କହିଛନ୍ତି ? ପୋଲିସ ଜଣେ ମହିଳା ଙ୍କ ଫୋନ କଲ କ୍ରମେ ତାଙ୍କ ଘରକୁ ଯାଇଥିଲେ । ସେଠାରେ ବୁଦ୍ଧ ମହିଳା ଜଣଙ୍କର ବୋହୂ ବାହାରେ ରାତିସାରା ବାରଣ୍ଡା ରେ ଏବଂ ଶାଶୁ ଘରେ କବାଟ ଦେଇଥିବାର ଅଭିଯୋଗ ହୋଇଥିଲା । ତେବେ କେଉଁ ବିବାଦ କ୍ରମେ ଏହିଭଳି ଅଭିଯୋଗ ହୋଇଛି ତାହା ବର୍ତ୍ତମାନ ଜଣା ପଡିନାହିଁ । 

ପୋଲିସ ବୃଦ୍ଧ ମହିଳାଙ୍କ ଘର କବାଟ ବାଡେଇଲେ । ଏହା ପରେ ପ୍ରାଏ କେତେ ସମୟ ପରେ ମହିଳା କବାଟ ଖୋଲିଲେ ଏବଂ କାନ୍ଦି କାନ୍ଦି କହିଲେ ଯେ ମତେ ଡର ଲାଗୁଛି ସେଥିପାଇଁ ମୁଁ କବାଟ ଖୋଲିବି ନାହିଁ । ଏହାପରେ ପୋଲିସ କହିଲେ ଯେ ପୋଲିସ ଆସିଛି ଆପଣ କବାଟ କାହିଁକି ଖୋଲୁ ନାହାଁନ୍ତି ? କବାଟ ଖୋଲନ୍ତୁ । ବୃଦ୍ଧା ଜଣଙ୍କ କୁହନ୍ତି ଯେ ନାଁ ମତେ ଡର ଲାଗୁଛି ସେଥିପାଇଁ ମୁଁ କବାଟ ଖୋଲୁ ନଥିଲି ।

ଏବଂ କାନ୍ଦି କାନ୍ଦି କହିଲେ ଯେ ମୋ ବୋହୂ ସବୁବେଳେ ଆମକୁ ଟରଚର କରୁଥିଲା । ଶାଶୁ, ସ୍ଵାମୀ ଏବଂ ନିଜ ପୁଅ କୁ ମଧ୍ୟ ବୋହୂ ଅତ୍ୟାଚାର କରୁଥିଲେ ବୋଲି କହିଛନ୍ତି । ମାତ୍ର ପୋଲିସ ପଚାରିଲେ ନାତି କଣ ଏଠି ରହୁଛି ? ତେବେ ବୃଦ୍ଧା ଜଣକ କୁହନ୍ତି ଯେ ନାହିଁ ଯେତେବେଳେ ସେ ରହୁଥିଲେ ସେତେବେଳେ କରୁଥିଲା ଅବିକା ତ ମୁଁ ଡରି ଡରି ରହୁଛି ।

ମାତ୍ର ବୋହୂ ଜଣଙ୍କ କୁହନ୍ତି ଯେ କାଲି ରାତିରୁ ମୁଁ ଏଠି ବାରଣ୍ଡାରେ ଅଛି କାଲି ରାତିରେ ହୋଟେଲ କୁ ଖାଇବାକୁ ଯାଇଥିଲି ବାସ । ପୋଲିସ ପଚାରିଲେ ଯେ ଯଦି ଆପଣ ଏଠାରେ କାଲିଠାରୁ ଅଛନ୍ତି ତେବେ କାଲିଠୁ ଥାନା କୁ କାହିଁ ଯାଇ ନାହାଁନ୍ତି ? ମହିଳା ଜଣକ କୁହନ୍ତି ଯେ ମୋ ଦାଦା କହିଲେ ଯେ ମୁଁ ତୁମ ସ୍ଵାମୀ ଙ୍କୁ ରାତିରେ ଫୋନ କରିଛି ସେ ଆସିବ ବୋଲି କିନ୍ତୁ ତାଙ୍କୁ ଏତେ ଥର ଫୋନ କରିଲା ସତ୍ବେ ମଧ୍ୟ ସେ ଆସୁନାହାଁନ୍ତି କୁଆଡେ ଯାଇଛନ୍ତି ଜଣାନାହିଁ ।

ତେବେ ଶାଶୁ କୁହନ୍ତି ଯେ ମୋ ପୁଅର ଆକ୍ସିଡେଣ୍ଟ ହୋଇଛି ସେ ଆସିବାର ଥିଲା ମାତ୍ର ଆସି ପାରିଲା ନାହିଁ ସେ ବର୍ତ୍ତମାନ ଭୁବନେଶ୍ବରରେ ଅଛି । ଏହାପରେ ପୋଲିସ ମହିଳାଙ୍କ ସ୍ଵାମୀ ଙ୍କୁ ଫୋନ କରିବାରୁ ସେ କହିଲେ ଯେ ମୁଁ ଅସୁସ୍ଥ ଅଛି ଏବେ ଯାଇ ପାରିବି ନାହିଁ ।

ତେବେ ଥାନା ଅଧିକାରୀ କୁହନ୍ତି ଯେ ଯାହା ହେଇଛି ଆପଣ କାର କରି ଆସନ୍ତୁ ଥାନା କୁ । ତେବେ ସଂପୂର୍ଣ୍ଣ ଘଟଣା ଟି କଣ ତଥା କେଉଁ କାରଣ ଯୋଗୁଁ ପରିବାର ମଧ୍ୟରେ ବିବାଦ ଘଟିଛି ତାହା ଜଣା ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *