‘ମୁଖ୍ୟମନ୍ତ୍ରୀଙ୍କ ଘର ପାଖରେ ଘର ନେବା ପଡିଲା ମହଙ୍ଗା !’ ମୁଖ୍ୟମନ୍ତ୍ରୀଙ୍କୁ ନେଇ କିଛି ଏମିତି କହିଲେ ବ୍ୟକ୍ତି ଜଣକ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମମିତା ମେହେର ତା-ତି ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିଜେପି ପକ୍ଷରୁ ଜୋରଦାର ବି-ରୋ-ଧ କରାଯାଉଛି । ବି-ରୋ-ଧ କରାଯିବା ସହ କ-ଳା ପତାକା ପଦର୍ଶନ କରୁଛି ବିଜେପି । ତେଣୁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଥା-ନା-ରେ ବିଜେପି କର୍ମୀମାନଙ୍କୁ ପୁଲିସ୍ ଅ-ଟ-କ ରଖିଛି ।

ତେବେ ଭୁବନେଶ୍ୱର ଓ ଭବାନୀପାଟଣାରେ ବିଜେପିର ଜୋରଦାର ବି-ରୋ-ଧ ଦେଖିବାକୁ ମିଳିଥିଲା । ଭବାନୀପାଟଣା ଏମ୍ଏସ୍ଏ ଛକରେ ବିଜେପି କର୍ମୀ କ-ଳା ପତାକା ପ୍ରଦର୍ଶନ କରିଥିଲେ । କ-ଳା ପତାକା ଦେଖାଇବା ସହିତ ଦଳୀୟ କର୍ମୀ ‘ନବୀନ ଗୋ ବ୍ୟାକ୍’ ନାରା ଦେଇଥିଲେ ।  ତେବେ ଏହି ସବୁ କୁ ନଜର ରେ ରଖି ପୋଲିସ କ-ଡା କ-ଡି ଭାବରେ ନବୀନ ନିବାସ ଆଗରେ କରୁଛି ଚେ-କିଂ ।


ତେବେ ଏହି ଚେ-କିଂ ରେ ହ-ଇ-ରା-ଣ ଏବଂ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତେବେ ସେମାନେ ନିଜ ଘରକୁ ଯାଇ ପାରୁ ନାହାଁନ୍ତି ତେବେ ତାଙ୍କ ଅନୁଯାୟୀ ସବୁ ରାସ୍ତା ଏବଂ ଗଳି କୁ ବନ୍ଦ କରି ଦିଆଯାଉଛି ଯାହା ଯୋଗୁଁ ସେମାନେ ବହୁତ ବୁଲିବାକୁ ମଧ୍ୟ ପଡୁଛି ଏହା ସହ ପୋଲିସ କୁ ପରିଚୟ ପତ୍ର ଦେଖେଇଲେ ମଧ୍ୟ ସେମାନେ ଘରକୁ ଯିବା ପାଇଁ ଛାଡୁ ନାହାନ୍ତି ।

ତେବେ କିଛି ଲୋକଙ୍କ କହିବା କଥା ପୋଲିସ ମାନେ ଖୁବ ଖରାପ ବ୍ୟବହାର କରୁଛନ୍ତି ଯେପରି ଆମେ ଚୋ-ର ଡ-କା-ୟ-ତ । ତେବେ ମୁଖ୍ୟମନ୍ତ୍ରୀ ଙ୍କ ଘର ପାଖରେ ଘର ନେଇ ଭୁଲ କରିଛୁ । ତେବେ କିଛି କହିବା କି ଅ-ଭି-ଯୋ-ଗ କଲେ ଭଲ ହେବ ନାହିଁ ବୋଲି ଧ-ମ-କ ମଧ୍ୟ ପୋ-ଲି-ସ ଦେଉଛି । ତେବେ ଏକ ମାସ ହେବ ସାଧାରଣ ଜନତା ବହୁତ ହ-ଇ-ରା-ଣ ହେଉଛନ୍ତି ତେଣୁ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କି ସେ ଏହାର କୌଣସି ଉପାୟ ବାହାର କଲେ ବହୁତ ଭଲ ହେବ ।

Leave a Reply

Your email address will not be published. Required fields are marked *