ଯଦି 1993 ର ବ୍ଳାଷ୍ଟ ନ ହେଇଥାନ୍ତା, ତ ଆଜି Doctor Nene ଙ୍କର ନୁହେଁ ବରଂ Sanjay Dutt ଙ୍କ ପତ୍ନୀ ହୋଇଥାନ୍ତେ Madhuri Dixit, ଦେଖନ୍ତୁ ସେଦିନର ପୁରା କାହାଣୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ଲଭ ଲାଇଫ ଓ ନିଜ ପର୍ଶନାଲ ଲାଇଫକୁ ନେଇ ସବୁବେଳେ ଚର୍ଚାରେ ରୁହନ୍ତି । ଗୋଟେ ସମୟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଓ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଲଭ ଅଫେୟାର ବହୁତ ଚର୍ଚାରେ ଥିଲା । ୯୦ ଦଶକରେ ଉଭୟ ସଞ୍ଜୟ ଓ ମାଧୁରୀ ଏକା ସହ ଅନେକ ଫିଲ୍ମରେ କାମ କରିଥିଲେ ।

ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣ ବହୁତ ସମୟ ଧରି ଲଭ ରିଲେସନରେ ରହିଥିଲେ । ହେଲେ କେବେବି ପରସ୍ପରର ସମ୍ପର୍କକୁ ନେଇ କିଛି ବଡ ଖୁଲାସା କରି ନାହାନ୍ତି । ଏହି ଦୁଇଜଣଙ୍କ ବିବାହ ଖବର ମଧ୍ୟ ଗୋଟେ ସମୟରେ ଚର୍ଚାରେ ଆସିଗଲା । ସଞ୍ଜୟ ପୂର୍ବରୁ ହିଁ ବିବାହିତ ଥିଲେ ହେଲେ ବି ସେ ମାଧୁରୀଙ୍କ ପ୍ରେମରେ ପା-ଗ-ଳ ଥିଲେ ।

ଯେତେବେଳେ ଏହି ଦୁଇଜଣଙ୍କ ବିଷୟରେ ମାଧୁରୀଙ୍କ ପରିବାର ଲୋକ ଜାଣିଲେ ସେତେବେଳେ ସେମାନେ ଏହି ଦୁଇଜଣଙ୍କ ସମ୍ପର୍କକୁ ସ୍ଵୀକାର କରିଲେ ନାହିଁ । କିନ୍ତୁ ମାଧୁରୀ ସଞ୍ଜୟଙ୍କ ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଥିଲେ । ହେଲେ ୧୯୯୩ ରେ ହେଇଥିବା ମୁମ୍ବାଇ ବ୍ଳା-ଷ୍ଟ ଏମାନଙ୍କ ପାଇଁ କା-ଳ ସାଜିଗଲା । ଏହି ବ୍ଳା-ଷ୍ଟ-ରେ ଅନେକ ଲୋକ ନିଜ ପ୍ରାଣ ହରାଇ ଥିଲେ ଓ ଏହି ବ୍ଳାଷ୍ଟରେ ସଞ୍ଜୟ ଦତ୍ତଙ୍କ ନାଁ ସାମ୍ନାକୁ ଆସିଗଲା ଯାହା ଫଳରେ ସଞ୍ଜୟଙ୍କୁ ଜେ-ଲ ମଧ୍ୟ ଯିବାକୁ ପଡିଥିଲା ।

ଜେ-ଲ ଯିବା ପରେ ମାଧୁରୀ ସବୁଦିନ ପାଇଁ ସଞ୍ଜୟଙ୍କୁ ଛା-ଡି ଦେଲେ । ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ସଞ୍ଜୟ ଜେ-ଲ-ରେ ଥିବା ବେଳେ ମାଧୁରୀଙ୍କ ସହ ଫୋନରେ କଥା ହେବା ପାଇଁ ଚେଷ୍ଟା କରିଥିଲେ ହେଲେ ମାଧୁରୀ ଅଜଣା ବ୍ୟକ୍ତି ଭଳି କଥା ହୋଇଥିଲେ । ଏହି ଘ-ଟ-ଣା ପରେ ମଧ୍ୟ ସଞ୍ଜୟ ବହୁତ ଥର ମାଧୁରୀଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ ହେଲେ ମାଧୁରୀ ସଞ୍ଜୟଙ୍କ ପ୍ରତି କୌଣସି ପ୍ରତିକ୍ରିୟା ଦେଇ ନଥିଲେ ।

ସଞ୍ଜୟ ପାଖାପାଖି ୧୬ ମାସ ପର୍ଯ୍ୟନ୍ତ ଜେ-ଲ-ରେ ଥିଲେ ସେତେବଳେ ମାଧୁରୀ ନା ସଞ୍ଜୟଙ୍କୁ ଦେଖା କରିଲେ ନା କଥା ହେଲେ । ଏହା ପରେ ୧୯୯୯ ମସିହାରେ ମାଧୁରୀ ଆମେରିକାର ସର୍ଜନ ଶ୍ରୀରାମ ମାଧବ ନେନେଙ୍କ ସହ ବିବାହ କରିଦେଲେ । ଅନ୍ୟ ପକ୍ଷରେ ସଞ୍ଜୟ ମଧ୍ୟ ଜେ-ଲ-ରୁ ଆସିବା ପରେ ଆଗକୁ ବ-ଢି ଗଲେ । ୨୬ ବର୍ଷ ପରେ ଏହି ଦୁଇଜଣ ବଲିଉଡ ଫିଲ୍ମ ‘କଳଙ୍କ’ରେ ଏକା ସହ କାମ କରିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସଞ୍ଜୟ ଓ ମାଧୁରୀଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *