ସାଧାରଣ ଲୋକଙ୍କ ପ୍ରଶ୍ନ ବାଣରେ JEE ମ୍ୟାଡମ ହେଲେ ହଟହଟା, ଘେରିଗଲେ ସାଧାରଣ ଜନତା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ କି ଆଜିର ଦୁନିଆ ଦୁ-ର୍ନୀ-ତି ରେ ଭରି ରହିଛି । ଯେଉଁଠି ଦେଖିବେ ସେଠାରେ ଆପଣ ଙ୍କୁ କେବଳ ଦୁ-ର୍ନୀ-ତି ହିଁ ଦେଖା ଯିବ । ତେବେ ଏଥି ପାଇଁ କେବଳ ସରକାର କିମ୍ବା ପ୍ରଶାସନ ଦାୟୀ ନୁହେଁ ବରଂ ସବୁଠାରୁ ଅଧିକ ଦାୟୀ ହେଉଛନ୍ତି ସାଧାରଣ ଜନତା ମାନେ । କାରଣ ସେମାନେ ସଚେତନ ହେଉ ନାହାନ୍ତି ଏବଂ ଯାହା ଯୋଗୁଁ ଦୁ-ର୍ନୀ-ତି ବଢିବାରେ ଲାଗିଛି ।

ତେବେ କିନ୍ତୁ ଆଜି ବି କିଛି ସଚେତନ ଜନତା ଅଛନ୍ତି ଯେଉଁ ମାନଂକ ପାଇଁ ହୁଏତ ଦୁ-ର୍ନୀ-ତି ଏହି ଦେଶ ଏଵଂ ରାଜ୍ୟରେ କମି ପାରେ । ତେବେ ଆମେ କଥା ହେଉଛୁ ମାହାଙ୍ଗା ବ୍ଲକ ର ଉମର ପଞ୍ଚାୟତ ର ଜେଇ ମାଡାମ । ତେବେ ସେଠାକର କଲ୍ୟାଣ ମଣ୍ଡପ କାମ ର ନିମ୍ନ ମାନର ଅ-ଭି-ଯୋ-ଗ କୁ ନେଇ ସେଠାକାର ବାସିନ୍ଦା ମାନେ ଜେଇ ମାଡାମ ଙ୍କୁ ଘେ-ରି-ଥିଲେ ।
ଏହା ସହ ମାଡାମ ଙ୍କୁ ଛୁଟି ଦିନରେ କଣ ପାଇଁ କାମ ହେଉଛି ଏବଂ ତାଙ୍କୁ ହିସାବ ବିଷୟରେ ପ୍ରଶ୍ନ କଲାବେଳେ ଜେଇ କିଛି ଉତ୍ତର ଦେଇ ନଥିଲେ ।

ଛାତରୁ ପାଣି ଗ-ଳୁ-ଛି । ତାସହ ସେଠାକାର ମିସ୍ତ୍ରୀ ମାନଂକୁ ପ୍ରଶ୍ନ କଲେ ସେମାନେ ଛାତରୁ ଠେ-ଲି ଦେବେ ବୋଲି ଧ-ମ-କ ମଧ୍ୟ ଦେଉଛନ୍ତି । ତେବେ ଏତେ ଡେରି ରେ କଣ ପାଇଁ ଏହି କାମ ହେଉଛି ଫୁଣି କୌଣସି ସରକାରୀ କର୍ମଚାରୀ ଙ୍କ ଅନୁପସ୍ଥିତ ରେ ଏବଂ ଛୁଟି ଦିନରେ କଣ ପାଇଁ କାମ କରାଯାଉଛି । ଏହି ସବୁ ପ୍ରଶ୍ନ ର ବା-ଣ ଯେତେବେଳେ ଜେଇ ମାଡାମ ଙ୍କ ଉପରେ କରାଗଲା ସେତେବେଳେ ସେ କୌଣସି ଉତ୍ତର ନ ଦେଇ ସେଠାରୁ ଯିବାକୁ ବାହାରିଲେ ।

କିନ୍ତୁ ଲୋକମାନେ ତାଙ୍କୁ ସେଠାରୁ ଯିବାକୁ ଦେଲେ ନାହିଁ ଏବଂ ଯେପର୍ଯ୍ୟନ୍ତ ଉତ୍ତର ନ ଦେଇଛନ୍ତି ସେତେବେଳେ ପର୍ଯ୍ୟନ୍ତ ଆପଣ ଯାଇ ପାରିବେ ନାହିଁ ବୋଲି ମଧ୍ୟ କହିଥିଲେ । ତେବେ ଶେଷ ରେ ମାଡାମ କାମ ବନ୍ଦ କର କହି ଏବଂ ପୋଲିସ ଥା-ନା ରେ କଥା ହେବା କହି ଖ-ସି ପଳାଇ ଥିଲେ । ତେବେ ସେ କହିବା ପରେ ମଧ୍ୟ କାମ ବନ୍ଦ ହୋଇ ନଥିଲା । ଏହା ସହ ଏହି ଅ-ଭି-ଯୋ-ଗ ବିଷୟରେ ଯେତେବେଳେ ଉପର କର୍ମଚାରୀ ଙ୍କୁ ପ୍ରଶ୍ନ କଲାବେଳେ ସେମାନେ ଉତ୍ତର ରେ କହିଥିଲେ କି ଜେଇ ନିଜର ଡିୟୁଟି କୁ ଛୁଟି ଦିନରେ ମଧ୍ୟ କରୁଛନ୍ତି ତାହା ବହୁତ ଭଲ ।


ତେବେ ସେଠାକାର ବାସିନ୍ଦା ମାନଙ୍କ ମତରେ ଏଠାରେ କାମ ବହୁତ ଖରାପ ଭାବରେ ଏବଂ ନିମ୍ନ ମାନ ର କାମ ଚାଲିଛି ତା ସହ କିଛି କହିଲେ ଓ-ଲ-ଟା ଧ-ମ-କ ମିଳୁଛି ଏବଂ ହିସାବ ମାଗିଲେ ସେ କିଛି ଉତ୍ତର ମଧ୍ୟ ଦେଉ ନାହାନ୍ତି । ତେବେ ଆପଣ ମଧ୍ୟ ସଚେତନ ହେବା ଆବଶ୍ୟକ କାରଣ ସଚେତନ ନାଗରିକ ହିଁ ସମାଜ କୁ ଦୁର୍ନୀତି ମୁକ୍ତ କରି ପାରିବ ।

Leave a Reply

Your email address will not be published. Required fields are marked *