‘ବାସ୍ ଅନୁଭବ ଆଉ ବଦନାମ କରନି…’ Anubhav ଙ୍କ ବାର ବେଶ ଫଟୋ ଭାଇରାଲ ହେବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ Varsha Priyadarshini

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶା ସିନେ ଜଗତର ସୁପର ଷ୍ଟାର ତଥା ଏକାଧାରାରେ ସାଂସଦ ଓ ଅଭିନେତା ଅନୁଭବ ମହାନ୍ତି ଓ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କର ପାରିବାରିକ କଳହକୁ ନେଇ ବହୁତ କିଛି କିଛି ନିକଟ ଅତୀତରେ ସମସ୍ଯା ଉପୁଜି ଥିଲା । ଯେଉଁ କଥାକୁ ନେଇ ଥାନା ଓ କୋର୍ଟରେ ଉଭୟ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ଦ୍ଵାରସ୍ଥ ହୋଇଥିଲେ । ଯେଉଁ କଥାକୁ ନେଇ ଓଡିଶା ସାରା ଚହଳ ସୃଷ୍ଟି ହୋଇଛି ।

ସେହି ମାମଲାର ସଂପୂର୍ଣ୍ଣ ଭାବରେ ସମାଧାନ ହୋଇନଥିବା ସତ୍ବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବନ୍ଧୁଗଣ ଗତ ୨ ଦିନ ତଳେ ଅଭିନେତା ଅନୁଭବଙ୍କର ବର ବେଶ ସାମ୍ନାକୁ ଆସିଥିଲା । ଯାହାକି ଅନୁଭବଙ୍କର ଫ୍ୟାନ ଠାରୁ ଆରମ୍ଭ କରି ସମସ୍ତ ଓଡିଶାବାସୀଙ୍କର ମନରେ ବହୁତ ଦ୍ଵନ୍ଦ ସୃଷ୍ଟି ହୋଇଥିଲା ।

ସତରେ କଣ ଅନୁଭବଙ୍କର ବର୍ଷାଙ୍କ ସହିତ ପାରିବାରିକ କଳହ କାରଣରୁ ଉପୁଜିଥିବା ସମସ୍ଯାର ସବୁ ସମାଧାନ ଅନୁଭବ କରିଦେଲେ । ଏହା ସହିତ ବର୍ଷାଙ୍କୁ ଛାଡି ଅନ୍ୟ ଜଣଙ୍କୁ ବାହାହୋଇଗଲେ । ତାପରେ ଅନୁଭବଙ୍କର ଏହି ବର ବେଶର ରହସ୍ୟ ସାମ୍ନାକୁ ଆସିଲା । ଯେଉଁ ଥିରେ ଅନୁଭବ ତାଙ୍କର ଆଗାମୀ ଫିଲ୍ମ ଲଭ ଇନ ଲଣ୍ଡନର ଏକ ସୁଟିଙ୍ଗ ପାଇଁ ଏହିପରି ଭାବରେ ସଜ୍ଜିତ ହୋଇ ବର ବେଶ ଧରିଥିଲେ ।

ତାପରେ ଅନୁଭବଙ୍କର ଏହି ବର ବେଶର କଥା ଭାଇରଲ୍ ହେବା ପରେ ନିଜର ମତ ବର୍ଷା ଏଠାରେ ରଖିଛନ୍ତି । ସେ ଏହି କଥାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କହିଛନ୍ତି । କେତେ ମୋତେ ଆଉ ବଦନାମ କରନି । ଏହି କଥା ସେ ବର୍ଷାଙ୍କର ଫ୍ଯାନ କ୍ଲବରେ ଶେୟାର କରି ଲେଖିଛନ୍ତି । ବର୍ଷାଙ୍କର କହିବା ମୁତାବକ ଗତ ୨ ବର୍ଷ ଧରି ମୋତେ ବହୁତ ବଦନାମ କରିଲଣି ।

ମୁଁ ଏକ ନାରୀ ବୋଲି କଣ ସତରେ ମୋର ସମାଜରେ ମୁଣ୍ଡ ଟେକି ଚଳିବାର ଅଧିକାର ନାହିଁ । ମୋତେ ସମାଜ ଲୋକଙ୍କ ଆଗରେ ବଦନାମ କରିବାକୁ ଆଉ କେତେ ଚେଷ୍ଟା କରିବ।  ସବୁଦିନ କଣ ଏହିପରି କିଛି ନା କିଛି କଥା ଚାଲୁଥିବ । ମୁଁ ତାକୁ ଏହିପରି ସହିକି ରହୁଥିବୀ । ଆଉ ତା’ ର କିଛି ପ୍ରତିବାଦ କରିପାରିବି ନାହିଁ । ବନ୍ଧୁଗଣ ଏହିପରି କିଛି କଥା ବର୍ଷାଙ୍କର ଫ୍ୟାନ କ୍ଲବ ପେଜରେ ଲେଖା ଦେଖିବାକୁ ମିଳିଛି ।

ତେଣୁ ଯେତେବେଳେ ଅନୁଭବଙ୍କର ବର ବେଶ ଫୋଟ ଭାଇରାଲ ହୋଇଥିଲା । ତେବେ ଅନୁଭବଙ୍କ ସହିତ ବର୍ଷାଙ୍କର ନାମ ମଧ୍ୟ ଯୋଡା ଯାଇଥିଲା । ତେବେ ବର୍ଷା ଏହି କଥାରେ ଉତ୍ତେଜିତ ହୋଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିବାର ସୂଚନା ମିଳିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *