‘ଓଲା ଥିଲା ଜଗବନ୍ଧୁ, ଅର୍ଚ୍ଚନା ସହ ଖେଳ କରୁଥିଲା ଖଗେଶ୍ଵର, ଦୁହେଁ ମିଶି…’ ଶ୍ରଦ୍ଧାଞ୍ଜଳି କଲା ଭୟଙ୍କର ଖୁଲାସା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲେଡି ବ୍ଲାକମେଲର ଅର୍ଚନା ନାଗଙ୍କର ଘଟଣାରେ ଦିନକୁ ଦିନ ନୂଆ ନୂଆ ଖବରର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ଖେଳର ଖୁଲାସା ଯେତେଯେତେ ହେଉଛି । ସେତେ କିଛି ନା କିଛି ଗୁମର ରହସ୍ୟ ଇଡି ନଜରକୁ ଆସିବାରେ ଲାଗିଛି । ଅର୍ଚନା ମାମଲାରେ ସମ୍ପୂର୍କ୍ତ ଥିବା ଶ୍ରଦ୍ଧାଞ୍ଜଳିର ଇଡି ଆଗରେ ଦେଇଥିବା ସୂଚନା ଅନୁସାରେ ବହୁତ କିଛି ସେ କହିଥିବାର ଜଣା ପଡିଛି ।

ବୋକା ଥିଲା ଜଗା ଅର୍ଚନା ଓ ଖଗେଶ୍ଵର ମିଶି କରୁଥିଲେ ଅସଲି ଖେଳ ! ଅର୍ଚନାର ନାଗର ଫାସ ବିଷୟରେ ଭଲ ଭାବରେ ଖଗେଶ୍ଵର ବୁଝି ପାରୁଥିଲା । ଅର୍ଚନାର ଶେଷ ରିମାଣ୍ଡ ଦିନରେ ଏଭଳି କିଛି ତଥ୍ୟ ଇଡି ହାତକୁ ଆସିଛି । କାରଣ ଅର୍ଚନାତା’ ର ଶାତୀର ଦିମାଗ ପ୍ରୟୋଗ କରି ଯୋଜନାକୁ ଚଳଉଥିଲା । ଏହି ସବୁ କଥା ଠିକ ଭାବରେ ଖଗେଶ୍ଵର ହିଁ ଆଗରୁ ଜାଣିଯାଇଥିଲା ।

ପ୍ରଥମେ ସେମାନେ ବହୁତ ଗୁଡିଏ ଲୋକଙ୍କୁ ଟାର୍ଗେଟ କରୁଥିଲେ । ତାପରେ ସେଥିମଧ୍ୟରୁ ବାଛି ବାଛି ଲୋକଙ୍କୁ ଆଗେ ତାଙ୍କ ଜାଲରେ ପକାଇବାର ଯୋଜନା ମଧ୍ୟ କରୁଥିଲେ । କେଉଁ ଜାଗାକୁ ସେହି ବ୍ୟକ୍ତିକୁ ଡକାଯିବ । ଏହା ସହିତ ସେଠାରେ ଘଟୁଥିବା ପ୍ରତ୍ଯେକଟି ଭିତିରି ଘଟଣାକୁ କିପରି ଭାବର କଏଦ ରଖିବେ ।

ସେହି କଥାର ସଂପୂର୍ଣ୍ଣ ବିବରଣୀ ଅର୍ଚନା ଓ ଖଗେଶ୍ଵରର ହାତରେ ରହୁଥିଲା । ଏଥିରେ ଶ୍ରଦ୍ଧାଞ୍ଜଳୀ କେବଳ ଏକ ସାମାନ୍ୟ ମୋହରା ସଦୃଶ ହିଁ କାର୍ଯ୍ୟ କରୁଥିଲା । ସେ ଅର୍ଚନାର ହାତର କଣ୍ଢେଇ ସାଜି ହିଁ ତା’ ର କହିବା ଈଷାରାରେ ସମସ୍ତଙ୍କୁ ତାର ରୂପର ମୋହମାୟାରେ ବାନ୍ଧୁଥିଲା । ତପର ଘଟଣା ସବୁ ଅର୍ଚନା ହିଁ ଡିଲ୍ କରୁଥିଲା । ଅର୍ଚନାର କହିବା ମୁତାବକ ଶ୍ରଦ୍ଧାଞ୍ଜଳି ତାର ରୁପ ଯାଦୁଗରୀରେ ଟାର୍ଗେଟ କରାଯାଉଥିବା ଲୋକଙ୍କ ସହିତ ମିଛ ବନ୍ଧୁତାର ହାତ ବଢାଉଥିଲା ।

ତାପରେ ଏପରି ଭାବେ ଅର୍ଚନାର କହିବା ମୁତାବକ ଶ୍ରଦ୍ଧାଞ୍ଜଳି ସେହି ବନ୍ଧୁତ୍ଵ ବନ୍ଧୁତ୍ଵ ଭିତରେ ବ୍ୟକ୍ତି ମାନଙ୍କୁ ନିଜ ରୂପ ଯୌବନ ପ୍ରତି ଆକର୍ଷିତ କରିଦେଉଥିଲା । ଯେ ଅର୍ଚନାର ଟାର୍ଗେଟରେ ଥିବା ଲୋକ ଶ୍ରଦ୍ଧାଞ୍ଜଳି ଡାକୁଥିବା ଜାଗାକୁ ସମୟ ମୁତାବକ ଆସି ପହଞ୍ଚି ଯାଉଥିଲା । ତାପରେ ସେଠାରେ ଅନୈତିକ କାର୍ଯ୍ୟ ଆରମ୍ଭ ହେଇଯାଉଥିଲା । ଏହି ସବୁ କଥା ଯେତେବେଳେ ଶୁଟିଙ୍ଗ ହୋଇଯାଉଥିଲା ।

ଏହା ଘଟଣାର ଫାଇଦା ଉଠାଇବାରେ ଅର୍ଚନା ସଙ୍ଗେ ସଙ୍ଗେ ଲାଗି ପଡୁଥିଲା । ଲକ୍ଷେ ଠାରୁ ଆରମ୍ଭ କରି କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଚନା ସେହି ଲୋକଙ୍କ ସାଥିରେ ଡିଲ୍ କରି ତାଙ୍କୁ ବ୍ଲାକମେଲ କରୁଥିଲା । ସେହି ଘଟଣାରୁ ଯାହା ସବୁ ଟଙ୍କା ଆସୁଥିଲା ଶ୍ରଦ୍ଧାଞ୍ଜଳିଙ୍କୁ ତାର ମାତ୍ର କିଛି ଅଂଶ ଦେଇ ସବୁ ଟଙ୍କାର ଅଧିକାରିଣୀ ଅର୍ଚନା ହେଉଥିଲା । ଯାହାକୁ ନେଇ ଛୋଟ ଛୋଟ ପାଟିତୁଣ୍ଡରୁ ଆଜି ଅର୍ଚନା କେସର ବହୁତ କିଛି ଗୁମର ତଥ୍ୟ ଲୋକଙ୍କୁ ନିକଟକୁ ଆସିଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *