ଟେକା ମାଡ ପରେ ମୁହଁ ଖୋଲିଲେ Papu Pom Pom, କହିଲେ ପରିସ୍ଥିତି ଶାନ୍ତ ପଡିଲେ ମୁଁ ଷ୍ଟେଜ୍କୁ ଆସି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆପଣଙ୍କର ବ୍ୟବହାର ହେଉଛି ଆପଣଙ୍କର ପରିଚୟ । ହଁ ବନ୍ଧୁଗଣ ଏପରି କିଛି କଡାଜବାବ ରଖିଛନ୍ତି ଓଡିଶାର ହାସ୍ୟ ଅଭିନେତା ପପୁ ପମ୍ ପମ୍ । ତେବେ ଗଞ୍ଜାମ ଜିଲ୍ଲା ଗୋଲନ୍ଥରା ଥାନା ସୁରଳ ଗ୍ରାମରେ ଜାଗର ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁ କାର୍ଯ୍ୟକ୍ରମକୁ ଅନେକ କଳାକାରଙ୍କର ସହିତ କମେଡି କିଙ୍ଗ ହାସ୍ୟ ଅଭିନେତା ପପୁ ମଧ୍ୟ ମୁଖ୍ୟ ଅତିଥି ହିସାବରେ ଯାଇଥିଲେ । ତେବେ ସେଠାରେ କାର୍ଯ୍ୟକ୍ରମ ଚାଲୁଥିବା ବେଳେ, ପପୁଙ୍କ ଉପରକୁ ଟେକା mada କରଯାଇଥିଲା ।

ତେବେ ପ୍ରଥମ ଟେକାଟି ଏକ ଦିସପ୍ଲେ ଦେହରେ ବାଜି ଦିସପ୍ଲେଟି ଭାଙ୍ଗି ଯାଇଥିଲା । ଯାହାର ଦାମ ଥିଲା ପାଖାପାଖି ଦେଢ ଲକ୍ଷ ଟଙ୍କା । ତେବେ ଦିତୀୟ ଥର ଟେକା madaରେ ଜଣଙ୍କର ହାତରେ ବାଜିଥିଲା । ତେବେ ତୃତୀୟ ଥର ଟେକାରେ ପପୁଙ୍କ କାନ ମୂଳ ଦେଇ ଟେକାଟି ଚାଲିଯାଇଥିଲା । ତେବେ ଏହି ଟେକା madaରେ ଅତିଷ୍ଠ ହୋଇ ମୁହଁ ଖୋଲିଥିଲେ ହାସ୍ୟ ଅଭିନେତା ପପପୁ ପମ୍ ପମ୍ ।

ତେବେ ପପୁଙ୍କ କହିବା ଅନୁସାରେ ଆପଣ ଏତେ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ଆମକୁ ଆପଣକ ଗାଁକୁ ଡାକିଛନ୍ତି । ତେବେ ଆପଣଙ୍କ ବ୍ୟବହାର ହିଁ ହେଉଛି ଆପଣଙ୍କ ପରିଚୟ । ତେବେ ଏଠିକି ପ୍ରୋଗ୍ରାମ କରିବା ପାଇଁ  ଆସିଥିବା ପାଖପାଖି ୪୦ ଜଣ ଲୋକ ଆପଣଙ୍କ ଗାଁରୁ ପ୍ରୋଗ୍ରାମ କରିବାକୁ ଯାଇ କଣ କହିବେ ତାହା ଆପଣ ଭାବିବା ଦରକାର ।

ତେବେ ପପୁ ପମ୍ ପମ୍ ଏପରି ମଧ୍ୟ କହିଥିଲେ । କିଏ ଏଭଳି ଟେକା mada କରି କାର୍ଯ୍ୟକ୍ରମରେ ବ୍ୟାଘାତ ସୃଷ୍ଟି କରୁଛି । ତାଙ୍କୁ ଯଦି କୌଣସି ଦର୍ଶକ ଜାଣିପାରୁଛନ୍ତି । ତେବେ ତାଙ୍କୁ ଆମ ସାମ୍ନାକୁ ଆଣନ୍ତୁ । ତେବେ ଏଭଳି କିଛି କହି ସ୍ଟେଜ ଉପରୁ ପପୁ ପମ୍ ପମ୍ କହି ଚାଲିଯାଇଥିଲେ । ଯିବା ଭିତରେ କହି ଚାଲିଯାଇଥିଲେ । ଆଉ ୨ ଟି ଗୀତ ସ୍ଟେଜ ଉପରେ ଗୀତ ଜାରୀ ରଖନ୍ତୁ ।

ଯଦି ପରିବେଶ ମାହୋଲ ଥଣ୍ଡା ପଡିବ । ତେବେ ମୁଁ ପୁଣି ସ୍ଟେଜ ଉପରକୁ ଫେରିବି । ଏହା ସହିତ ଆପଣଙ୍କର ମନୋରଞ୍ଜନ କରିବି । ଯଦି ଏହି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *