ଜେଲ୍ ରେ Gopal ଏତେ ଖୁସି କାହିଁକି ? କାହିଁକି ନାହିଁ ପଶ୍ଚାତାପ ? ଖୋଲୁଛି ରହସ୍ୟ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜେଲ୍ ରେ ଗୋପାଳ ଏତେ ଖୁସି କାହିଁକି ? ତେବେ ହଁ ବନ୍ଧୁଗଣ ଏତେ ବଡ କ୍ଯାବିନେଟ ପାହ୍ୟା ମନ୍ତ୍ରୀଙ୍କୁ ମା-ରି-ବା ପରେ ମଧ୍ୟ କୌଣସି ପ୍ରକାର ଅନୁତାପ ଭାବନା ଗୋପାଳର ମନରେ ନାହିଁ । ତେବେ ଗୋପାଳକୁ ମନ୍ତ୍ରୀଙ୍କୁ guli କରିଥିବା ଅଭିଯୋଗରେ ଥାନାରେ ରଖା ଯାଇଛି । ତେବେ ଚୌଦାର ଜେଲ୍ ରେ ଥିବା ବେଳେ ଗୋପାଳ ବହୁତ ଆରାମରେ ରହୁଥିବାର ଖବର ଚର୍ଚାକୁ ଆସିଛି ।

ତେବେ ସେଠାରେ ଗୋପାଳ ଖାଉଛି, ପିଉଛି ଓ ଆରାମରେ ବସବାସ କରୁଛି । ସେଠି ଗୋପାଳର କୌଣସି ପ୍ରକାର ଏତେ ମାତ୍ରାରେ ଅସୁବିଧା ମଧ୍ୟ ହେଉନାହିଁ । ସମସ୍ତଙ୍କ ପାଇଁ ଯାହା ଖାଦ୍ୟ ରନ୍ଧା ଯାଉଛି । ଗୋପାଳ ମଧ୍ୟ ତାହାକୁ ଖାଉଛି । ଏହା ଛଡା ଗୋପାଳକୁ ସମସ୍ତଙ୍କ ଖାଇବା ପୂର୍ବରୁ ଗରମ ଗରମ ଆଗେ ଖାଇବାକୁ ଦିଆ ମଧ୍ୟ ଯାଉଛି । ତେବେ ଗୋପାଳକୁ ଚୌଦାର ଜେଲ୍ ରେ ଥିବା ଚୌଦାର ଜେଲର ଅନ୍ୟ ସାଥି କ-ଏ-ଦୀ ମାନେ ତାକୁ ବହୁତ ଭଲ ପାଉଛନ୍ତି ।

ଏହା ସହିତ ପାଖ ସାଥି କଏଦୀ ମଧ୍ୟ କହୁଛନ୍ତି । ଗୋପାଳ ଜଣେ ଅତି ମିଳାପୀ ପ୍ରକୃତିର ଲୋକଟି ଅଟେ । ସେ ଯାହାକୁ ଦେଖି ଦେଉଛି ହସି ଦେଉଛି । କାହା ସହିତ କିଛି ବାଦ ବିବାଦ କରୁ ମଧ୍ୟ ନାହିଁ । ତେବେ ଗୋପାଳ ତା’ ର ଜେଲରେ ଥିବା ବେଳେ ମନକୁ ଖୁସି କରିବା ପାଇଁ ନିଜେ ନିଜର ମନୋରଞ୍ଜନ ମଧ୍ୟ କରିଦେଉଛି । ଯେମିତିକି ଗୋପାଳ ଜେଲ୍ ର ସେଲ ଭିତରେ ଥାଇ ମଧ୍ୟ ଖବରକାଗଜ ପଢି ଦେଶ ଦୁନିଆ ବିଷୟରେ ସବୁ କିଛି ତଥ୍ୟ ନିଜ ପାଖରେ ରଖି ପାରୁଛି ।

ଭଜନ ବୋଲି ନିଜ ମନକୁ ଶାନ୍ତି କରିବା ସହ ଆଧ୍ୟତ୍ମିକ ଭାବନାରେ ନିଜକୁ ଲୀନ କରିଦେଉଛି । ଏହା ଛଡା ସେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli ମା-ରି ହତୟଆ କରିଦେଇଛି । ବୋଲି କିଛି ଅନୁତାପ ଜମାରୁ ମଧ୍ୟ କରୁନାହିଁ । ତେବେ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିବା ଓ ତାପରେ ଆସି ଜେଲ୍ ରେ ପୁରା ନିର୍ବିକାର ଓ ଭୟହୀନ ହୋଇ ଆରାମରେ ରହିବା ।

ଏହି କଥା କେତେକଙ୍କର ମନରେ ବହୁ କିଛି ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ତେବେ ଏହା ପଛରେ କଣ ରହିଛି ଅସଲ ଷଡଯନ୍ତ୍ର ତାହାକୁ ନେଇ ଅନେକ ଲୋକ ଅନେକ କିଛି କଥା ସନ୍ଦେହ କରିବାରେ ଲାଗିପଡିଛନ୍ତି । ତେବେ ଆପଣ ଏହାକୁ ନେଇ କଣ କହିବେ ନିଜର ମତ କମେଣ୍ଟ କରିକି ଜଣାନ୍ତୁ । ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *