ମୁଁ ଏମିତି ମେକପ ନେଇଥିଲି ଯେ ମତେ ଚିହ୍ନି ପାରିଲେନି , ଅଭିନେତା Ranveer

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ଖୁବ୍ ଶୀଘ୍ର ରିଲିସ୍ ହେବାକୁ ଯାଉଛି ”T Moive ” । ଏହି ଚଳଚିତ୍ର ଟ୍ରାନ୍ସଜେଣ୍ଡର ମାନଙ୍କ ଉଦେଶ୍ୟରେ ଏବଂ ଏହି ସିନେମା ଅଭିନେତା ରନବୀର କିନ୍ନର ବେଶ ରେ ଅଭିନୟ କରିଛନ୍ତି । ଚଳଚିତ୍ର ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆ ସାମନାରେ ଆସିଥିବା ବେଳେ ଆସନ୍ତୁ ଜାଣିବା ଏହା ବିଷୟରେ ରନବୀର କଣ କହୁଛନ୍ତି ।

ରନବୀର କହିଛନ୍ତି ମୁଁ ଏମିତି ମେକଅଫ ନେଇଛି ମୋତେ କେହି ଚିହ୍ନି ପାରିଲେ ନାହିଁ । ରନବୀର କିନ୍ନର ର ରୋଲ କୁ ଅତି ସୁନ୍ଦର ଭାବରେ ନିବାହୀଛନ୍ତି । ତାଙ୍କ ପାଇଁ ଯେକୋଣସି ରୋଲ ସେଥିରେ ନିଜର ଉତ୍ତମତାକୁ ଦେବା ପାଇଁ ସେ ସର୍ବଦା ଚେଷ୍ଟା କରିଥାନ୍ତି । ରନବୀର ଅଭିନୟ କରିବାକୁ ବହୁତ ପସନ୍ଦ କରନ୍ତି ତେଣୁ କରି ଯେବେ ତାଙ୍କ ନିକଟରେ ଏହି ସିନେମାର ସୁଯୋଗ ଆସିଥିଲା ଏବଂ ସମାଜରେ ନୀଚ ସ୍ଥାନ ପାଇଥିବା କିନ୍ନର ଙ୍କ ପାଇଁ କରିବା ଉଦେଶ୍ୟରେ ସେ ଏହି ଚଳଚିତ୍ର ପାଇଁ ରାଜି ହୋଇଥିଲେ ।

ସିନେମାରେ ମଧ୍ୟ ଆଧୁନିକ ସମାଜ  ଓ ଟ୍ରାନ୍ସଜେଣ୍ଡର ମଧ୍ୟରେ ହେଉଥିବା ସଙ୍ଗର୍ଷ ସମ୍ପର୍କରେ ଅତି ସୁନ୍ଦର ଭାବରେ କୁହାଯାଇଛି ବୋଲି ସୂଚନା ମିଳିଛି । ରନବୀରଙ୍କ ଅଭିନୟ ସମାଜକୁ ଭଲ ବିଷୟ ଟିଏ ସମସ୍ତଙ୍କ ପାଖକୁ ପହଞ୍ଚାଇଛି ବୋଲି ମଧ୍ୟ କୁହାଯାଇଛି । ରନବୀର ସୋସିଆଲ ମିଡିଆ ସାମନାରେ ରୋଲ୍ ପାଇଁ କେତେ ନମ୍ବର ହିଲ୍ ପିନ୍ଧିଛନ୍ତି ତାହା ମଧ୍ୟ କହିଥିବା ହେତୁ ସେ କେତେ ମନ ଲଗେଇ କାମ କରିଛନ୍ତି ଜଣାପଡୁଛି ।

ଆଜିର ସମାଜରେ ଅବି ବି କିନ୍ନର କୁ ଅନେକ କଥା ଉଠୁଥିବା ବେଳେ ଏହି ଚଳଚିତ୍ର ଦ୍ଵାରା ସମସ୍ତେ ସେହି ପ୍ରକାରର ହୋଇନଥାନ୍ତି । ସେମାନଙ୍କ ମଧ୍ୟରୁ କିଛି କିନ୍ନର ବନ୍ଧୁମଧ୍ୟ ହେଇପାରିବେ ଓ ତାଙ୍କୁ ସାଧାରଣ ମଣିଷ ପରି ସବୁ କ୍ଷେତ୍ରରେ ଯୋଗଦାନ କରିବାକୁ ମୋକା ଦେବା ଉଚିତ୍ । ସେମାନେ ମଧ୍ୟ ଶିକ୍ଷିତ ହେବେ ଓ ଆମ ଭଳି କାମ କରି ପେଟ ପୋଷିବେ।

ତେବେ ଏହି ଧାରାରେ ରିଲିସ୍ ହେବାକୁ ଯାଉଥିବା ଏହି ଟ୍ରାନ୍ସଜେଣ୍ଡର ସିନେମା ଲୋକମାନଙ୍କ ଚିନ୍ତାଧାରାକୁ ବଦଳାଇ ପାରିବ କି । ଟ୍ରାନ୍ସଜେଣ୍ଡର ମାନେ ରନବୀରକୁ ନେଇ ବହୁତ ଖୁସି ଓ ତାଙ୍କୁ ଆର୍ଶୀବାଦ ଦେଉଛନ୍ତି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *