ଦୁଇ ଗୋଡ଼, ଗୋଟାଏ ହାତ ହରାଇବି UPSE ପରୀକ୍ଷାରେ ସଫଳ ହେଲେ Suroj Tiyari , ନିଶ୍ଚୟ ଦେଖନ୍ତୁ

ଦୁଇ ଗୋଡ, ଗୋଟାଏ ହାତ  ହରାଇ UPSE ରେ ସଫଳ । ଦିବ୍ୟାଙ୍ଗ ହୋଇ ମଧ୍ୟ କରିଦେଖାଇଲେ ଏ ଭଳି କାର୍ଯ୍ୟ ଯାହାକୁ ତାହାଙ୍କ ରାଜ୍ୟ ବହୁତ ଗର୍ବ ଅନୁଭବ କରୁଛି । ଆଗାମୀ ଭବିଷ୍ୟତ ପାଇଁ ହେଲେ ଆଦର୍ଶ । ଉତ୍ତରପ୍ରଦେଶର  ମୋନପୁର ରହିଥିବା ସୂରଜ ତିୟାରି ଦିବ୍ୟାଙ୍ଗ ହେବା ସତ୍ତ୍ୱେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ସହ କୃତକାର୍ଯ୍ୟ ହୋଇଛନ୍ତି  ।

କଥାରେ ଅଛି ପଙ୍ଗୁ ବି ଗିରି ଲଙ୍ଗି ପରେ ଏହି ଉକ୍ତି କୁ ଆଜି  ପ୍ରମାଣ କରିଛନ୍ତି ସୂରଜ । ଏକ ଟ୍ରେନ ଦୁର୍ଘଟଣାରେ ସରୋଜ ତାଙ୍କ ଗୋଟାଏ ହାତ ଓ ଦୁଇ ଗୋଡ଼କୁ ହରାଇ ବସିଥିଲେ । ସେହି ସମୟ ସୁରଜ ପାଇଁ ଜୀବନ ବହୁତ କଷ୍ଟକର ଥିଲା । କିଛି ଦିନ ଯାଏ ସେ Depression କୁ ଚାଲିଯାଇଥିଲେ । ମାତ୍ର ନିଜ ନିଜେ ସାହସ ଦେଇ ଜୀବନର୍ରେ କିଛି କରିବାର ତାଙ୍କର ଆତ୍ମବିଶ୍ଵାସ ସୂରଜଙ୍କ ପାଇଁ ନୂଆ ସକାଳ ସାଜିଥିଲା ।

ସେହି ଦିନ ତାଙ୍କର ଗୋଟାଏ ନିଷ୍ପତି ତାଙ୍କ ଜୀବନକୁ ସଂପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି । ସୂରଜଙ୍କୁ ଦେଖିଲେ ନୂତନ ଆଶା ଜାଗ୍ରତ ହୋଇଥାଏ ଲୋକମାନଙ୍କୁ ଜୀବନରେ କିଛି କରିବାର ପ୍ରେରଣା ଦିଏ । ମଣିଷ ହିସାବରେ ସମସ୍ୟା ତ ଆସିବ କିନ୍ତୁ ସବୁ ସମସ୍ୟାରେ ସମାଧାନ ମଧ୍ୟ ରହିଥାଏ । ସମସ୍ୟାରେ ଭାଙ୍ଗି ନ ହେଇ ଦୃଢ ଇଛା ଶକ୍ତି ରଖିଲେ ହିଁ ସଫଳତାକୁ ପ୍ରାପ୍ତ କରିପାରୁ ।

ଏହି ଭଳି କିଛି କହିଛନ୍ତି ସୂରଜ । ତାଙ୍କ ଜୀବନରେ ଆସିଥିବା ସମସ୍ୟାକୁ ତୁଳନା କଲେ ସାଧାରଣ ମଣିଷ ସବୁ କିଛି କରିବାର କ୍ଷମତା ରଖିଛି । ଥରେ ଯଦି ଅସଫଳ ହୁଏ ତେବେ ନିରାଶ ନ ହୋଇ ଚେଷ୍ଟା କରିବା ଉଚିତ୍ । ସୂରଜ ତୀୟାରୀଙ୍କ ବୟସ 27 ଦିବ୍ୟାଙ୍ଗ ହୋଇ ମଧ୍ୟ ସମ୍ମାନ ଜଣକ ସିଭିଲ ପରୀକ୍ଷାରେ ସଫଳତା ପାଇଛନ୍ତି ।

ଦୁଇ ଗୋଡ, ଗୋଟାଏ ହାତ  ହରାଇ ମଧ୍ୟ ପରୀକ୍ଷାରେ 917 ରାଙ୍କ୍ ରଖି  କୃତଜ୍ଞ ହୋଇଛନ୍ତି । ସୂରଜଙ୍କ ସଫଳତାକୁ ପରିବାର, ବନ୍ଧୁଗଣ ଏବଂ ରାଜ୍ୟ ଆନନ୍ଦ ସହକାରେ ଉତ୍ସବ ପାଳନ କରୁଛନ୍ତି । ତେବେ ଆପଣମାନଙ୍କୁ ସୂରଜଙ୍କ ସଫଳତା କାହାଣୀ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *