ମୋତିୟାବିନ୍ଦୁ ଯେତେବି ପୁରୁଣା ହେଇଥାଉ, ଏହି ରାମବାଣ ଉପାୟ କିଛି ଦିନରେ ହିଁ ଠିକ କରିଦେବ

ଶରୀରର ସବୁ ଅଙ୍ଗ ଗୁରୁତର ହୋଇଥିବା ବେଳେ ଆଖିର ମହତ୍ଵ ଅଧିକ ହୋଇଥାଏ । ଏଥିପାଇଁ ଆଖି ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ଆଖିରେ ମୋତିଆବିନ୍ଦୁ ହେଲେ ଯଦି ଏହାର ତୁରନ୍ତ ଉପଚାର ନ କରାଯାଏ ତାହେଲେ ଆମର ଆଖି ନଷ୍ଟ ବି ହୋଇ ଯାଇଥାଏ । ଆସନ୍ତୁ ଜାଣିବା ମୋତିଆବିନ୍ଦୁ ବିଷୟରେ । ଯେତବେଳେ ଆଖିର ଡୋଳାରେ ନୀଳ ରଙ୍ଗର ପାଣି ଧୀରେ ଧୀରେ ଜମାହେବା ଆରମ୍ଭ ହେବା ସଙ୍ଗେ ସଙ୍ଗେ ଦୃଷ୍ଟିଶକ୍ତି କମିବାକୁ ଲାଗିଥାଏ ।

ଏହାପରେ ସମ୍ପୂର୍ଣ ଦୃଷ୍ଟି ଶକ୍ତି ମଧ୍ୟ ହରାଇବାକୁ ପଡିଥାଏ । ଯଦି ଠିକ ସମୟରେ ଏହାର ଉପଚାର ନକରାଯାଏ ତାହେଲେ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ଚାଲି ଯାଇଥାଏ । ମୋତିଆବିନ୍ଦୁ ସାଧାରଣତଃ ୪୦ବର୍ଷରୁ ଅଧିକ ଲୋକଙ୍କୁ ହୋଇଥାଏ ।

ମୋତିଆବିନ୍ଦୁର ମୁଖ୍ୟ କାରଣ

ଆଖିରେ କୌଣସି ଶକ୍ତ ଆଘାତ ଲାଗିବା, ଡାଇବେଟିସ ଥିବା, ଆଖିରେ ଘା ହେବା ଏବଂ ଧୂଆଁ ଆଦି ମୋତିଆବିନ୍ଦୁ ର ମୁଖ୍ୟ କାରଣ ଅଟେ । ଏହା ଦ୍ଵାରା ମଣିଷ ଅନ୍ଧ ହୋଇ ଯାଇପାରେ । ଅଧିକ ଦିନ ପର୍ଯ୍ୟନ୍ତ ଆଖିରେ ମଳି ହେଲେ ବା ଆଖିର କୋଣରେ ଲେନ୍ଦେରା ଭରି ରହିଲେ, ଅଧିକ ଲାଇଟରେ କାମ କାରିବା ଦ୍ଵାରା ମଧ୍ୟ ଏହା ହେବାର ଆଶଙ୍କା ରହିଥାଏ । ଆଜି ଆମେ ଆପଣଙ୍କୁ ମୋତିଆବିନ୍ଦୁ ଠିକ କରିବା ପାଇଁ କିଛି ଉପାୟ କହିବୁ । ଦୁଇ ହାତର ପାପୁଲିକୁ ଏମିତି ଭାବେ ରଖନ୍ତୁ ଯାହାଦ୍ୱାରା ଆଖି ଉପରେ ଅଧିକ ଚାପ ନପଡେ । ଏହାକୁ ଦିନକୁ ୪-୫ଥର ଅଧା ମିନିଟ ପର୍ଯ୍ୟନ୍ତ କରନ୍ତୁ ।

୧-ଅଁଳା

ଅଁଳା ଆଖିର ବହୁତ ରୋଗକୁ ଭଲ କରିଥାଏ । ପ୍ରତିଦିନ ୧୦ଗ୍ରାମ ଅଁଳା ରସ ସହିତ ୧୦ଗ୍ରାମ ମହୁ ମିଶାଇ ଖାଇବା ଦ୍ଵାରା ମୋତିଆବିନ୍ଦୁ ବଢି ନଥାଏ ।

୨-କଖାରୁ

ଖରାରୁ ଫୁଲର ରସକୁ ଦିନରେ ଦୁଇ ଥର ଆଖିରେ ପକାଇବା ଦ୍ଵାରା ମୋତିଆବିନ୍ଦୁ ଠାରୁ ଉପଶମ ମିଳିଥାଏ ।

୩-ସାଲାଡ

ଖାଇବା ସମୟରେ ଅଧିକ ସାଲାଡ ଖାଇବା ଆବଶ୍ୟକ ହୋଇଥାଏ । ଏହା ଆଖି ସମ୍ବନ୍ଧୀୟ ରୋଗକୁ ଦୂର କରିଥାଏ ।

୪-ସୁରମା

ସୁରମା ସହିତ ତିନି ଗ୍ରାମ ମୋତି ଗୁଣ୍ଡକୁ ମିଶାଇ ରାତିରେ ଶୋଇବା ପୂର୍ବରୁ ଆଖିରେ ଲଗାଇବା ଦ୍ଵାରା ମୋତିଆବିନ୍ଦୁ ଭଲ ହୋଇଥାଏ । ମୋତିଆବିନ୍ଦୁ ଶୀର୍ଷାସନ ଏବଂ ପଞ୍ଝାସନ ଦ୍ଵାରା ମଧ୍ୟ ଭଲ ହୋଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଟିପ୍ସ ନିଶ୍ଚୟ ପସନ୍ଦ ଆସିଥିବ, ଯଦି ଭଲ ଲାଗିଲା ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରି ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *