ମୋଟାପା କମ କରିବାର ରାମବାଣ ଉପାୟ, କେବଳ 1 ଚାମଚ ଜୀରା, 15 କିଲୋ ଓଜନ କମ- Baba Ramdev Health Tips

ବନ୍ଧୁଗଣ ଏହି ଦୁନିଆର ପ୍ରାୟ ଅଧିକାଂଶ ଲୋକ ମୋଟାପଣ ବା ଅଧିକ ଓଜନର ସମସ୍ୟାରେ ରହୁଛନ୍ତି । ନିଜ ଓଜନକୁ କମାଇବା ପାଇଁ ସେମାନେ ଯୋଗ, ଜିମ୍, ବାୟାମ ଓ ଡାଏଟ ଆଦିର ସାହାରା ନେଉଛନ୍ତି ହେଲେ ସେମାନଙ୍କୁ କୌଣସି ଫଳ ମିଳୁନାହିଁ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ଯବହର କରି ଆପଣ ବିନା କଷ୍ଟରେ ନିଜ ଓଜନକୁ କମାଇ ପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଏହାର କୌଣସି ସାଇଡ ଇଫେକ୍ଟ ଆପଣଙ୍କ ଶରୀରରେ ହେବ ନାହିଁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆମର ପ୍ରଥମ ସାମଗ୍ରୀ ହେଉଛି ଜୀରା । ଆପଣ ମାନେ ସାଧାରଣତଃ ଜୀରାକୁ ରୋଷେଇ ଆଦିରେ ବ୍ୟବହାର କରୁଥିବେ ।

ହେଲେ ଓଜନ କମାଇବା ପାଇଁ ଜୀରା ଏକ ରାମବାଣ ଉପାୟ ହୋଇଥାଏ । ଜୀରାର ସେବନ ଦ୍ଵାରା ମୋଟାପଣକୁ କମ କରାଯାଇ ପାରିବ । ଏକ ରିସର୍ଚ ଦ୍ଵାରା ଜଣା ପଡିଛି ଯେ ଜୀରାର ସେବନରେ ସମସ୍ତ ପ୍ରକାରର ଶରୀରର ଚର୍ବିକୁ କମା ଯାଇପାରିବ, ବନ୍ଧୁଗଣ ଜୀରାରେ ଲୌହ, ମାଙ୍ଗେନିଜ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ଜିଙ୍କ ଓ ଫସଫରସ ଆଦି ତତ୍ଵ ରହିଥାଏ ।

ଜୀରାର ସେବନରେ ଆପଣ ନିଜ ପେଟ ଜନିତ ସମସ୍ତ ସମସ୍ଯାକୁ ମଧ୍ୟ ଦୂର କରିପାରିବେ । ଜୀରା ପାଉଡରର ସେବନରେ ଶରୀରରେ ଥିବା ଅତ୍ୟଧିକ ଚର୍ବି କମି ଥାଏ । ବନ୍ଧୁଗଣ ମାତ୍ର ୨୦ ଦିନ ଜିରାର ସେବନ ଦ୍ଵାରା ଆପଣ ନିଜର ୨୦ କିଲୋଗ୍ରାମ ଓଜନ କମାଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର ସେବନ ବିଷୟରେ ।

ଆପଣ ସବୁଦିନ ରାତି ସମୟରେ ଗୋଟେ ଗ୍ଳାସ ପାଣି ମଧ୍ୟରେ ଏକ ଚାମଚ ଜୀରା ଭିଜାଇ ରଖିଦିଅନ୍ତୁ । ସକାଳ ସମୟରେ ଆପଣ ଏହାକୁ ଗରମ କରିଦିଅନ୍ତୁ, ଚାହା ପିଇବା ପରି ଆପଣ ସେହି ପାଣିକୁ ପିଇ ଦିଅନ୍ତୁ ଓ ଜୀରାକୁ ଚୋବାଇ ଖାଇ ଦିଅନ୍ତୁ । ବନ୍ଧୁଗଣ ଏହା ଆପଣଙ୍କ ଶରୀରରେ ଥିବା ଚର୍ବିକୁ ତରଳାଇ ଦେବ ଓ ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ଯାକୁ ମଧ୍ୟ ଦୂର କରିଦେବେ । କିନ୍ତୁ ବନ୍ଧୁଗଣ ଏହାର ସେବନ କରିବାର ୧ ଘଣ୍ଟା ପର୍ଯ୍ୟନ୍ତ ଆପଣ ଅନ୍ୟ କୌଣସି ଜିନିଷର ସେବନ କରିବେ ନାହିଁ ।


ଆମର ଦ୍ଵିତୀୟ ଉପାୟ ହେଉଛି ଆପଣ ରାତି ସମୟରେ ଏକ ଗ୍ଳାସ ପାଣିରେ ଦୁଇ ଚାମଚ ଜୀରା ପକାଇ ଦିଅନ୍ତୁ ଓ ଏହାକୁ ସକାଳ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ସକାଳ ହେବା ପରେ ଆପଣ ଏହାକୁ ଗ୍ଯାସ ମାଧ୍ୟମରେ ୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଏହା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଜୀରା ଓ ପାଣିକୁ ଅଲଗା କରିଦିଅନ୍ତୁ । ପାଣିକୁ ଏକ ଗ୍ଳାସରେ ରଖିଦିଅନ୍ତୁ ଓ ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ତାହାର ସେବନ ଖାଲି ପେଟରେ କରନ୍ତୁ । ବନ୍ଧୁଗଣ ଏହି ମିଶ୍ରଣର ସେବନ କେବଳ ୩୦ ଦିନ କରନ୍ତୁ ଦେଖିବେ ଆପଣଙ୍କ ଶରୀରରେ ଥିବା ସମସ୍ତ ଚର୍ବି ଦୂର ହୋଇଯିବ ଓ ଆପଣଙ୍କ ଓଜନ ମଧ୍ୟ କମ ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *