ହଟ ଦେଖାଯିବା ପାଇଁ କେତେ ତଳକୁ ଖସି ଯାଉଛନ୍ତି TV ର ଏହି 4 ଜଣ ହିରୋଇନ ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ସବୁବେଳେ କୌଣସି ନା କୌଣସି କାରଣ ହେତୁ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ଜିରୋ ଫିଗର ଲୁକ୍ ପାଇଁ ବହୁତ ଅଧିକ ଚର୍ଚାରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଶୃତି ଝା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଶୃତି ଝା । ଆପଣ ମାନେ ସମସ୍ତେ ସିରିଏଲ ‘କୁମକୁମ ଭାଗ୍ୟ’ରେ ଶୃତି ଝାଙ୍କୁ ଦେଖିଥିବେ । ଏହି ସିରିଏଲରେ ସେ ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସୁଛନ୍ତି ।


ବନ୍ଧୁଗଣ ଶୃତି ନିଜ ସେକ୍ସି ଫିଗର ପାଇଁ ବହୁତ ଅଧିକ ଚର୍ଚାରେ ରହିଥାନ୍ତି । ହେଲେ ଶୃତିଙ୍କୁ ଇଣ୍ଡିଆନ ଡ୍ରେସ ଅଧିକ ସୁଟ୍ କରିନଥାଏ । ସେଥିପାଇଁ ଶୃତି ସବୁବେଳେ ୱେଷ୍ଟର୍ନ ଡ୍ରେସରେ ନଜର ଆସିଥାନ୍ତି । ଶୃତିଙ୍କୁ ନିଜ ଫିଗର ପାଇଁ କିଛି ସମସ୍ଯାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଛି ।


ମନି ରୟ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ମନି ରୟ । ମନିଙ୍କ କାରିୟରର ସବୁଠାରୁ ବଡ ସିରିଏଲ ହେଉଛି ‘ନାଗିନ’ । ମନି ଏହି ସିରିଏଲ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଥିଲେ ଓ ଏହି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ମଧ୍ୟ ପାଇଥିଲେ । ବର୍ତ୍ତମାନ ମନି ବଲିଉଡରେ ମଧ୍ୟ ଡେବ୍ୟୁ କରିସାରିଛନ୍ତି । ସେ ନିଜ ଫିଗରକୁ ମେଣ୍ଟେନ କରିବା ପାଇଁ ବହୁତ କଷ୍ଟ କରୁଛନ୍ତି । ବର୍ତ୍ତମାନ ସେ ବହୁତ ଅଧିକ ହଟ୍ ଓ ସେକ୍ସି ନଜର ଆସୁଛନ୍ତି ।

ସଞ୍ଜିଦା ସେଖ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ସଞ୍ଜିଦା ସେଖ । ବନ୍ଧୁଗଣ ସଞ୍ଜିଦା ବହୁତ ଅଧିକ ପତଳା ଅଛନ୍ତି ହେଲେ ସେ ବହୁତ ସୁନ୍ଦର ମଧ୍ୟ ନଜର ଆସନ୍ତି । କିନ୍ତୁ ବନ୍ଧୁଗଣ ଅଧିକ ପତଳା ହୋଇଯିବାରୁ ସଞ୍ଜିଦାଙ୍କୁ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡୁଛି । ହେଲେ ସେ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ସୋସିଆଲ ମିଡିଆରେ ସେ ବହୁତ ଚର୍ଚାରେ ରୁହନ୍ତି ।

ଏରିକା ଫର୍ନାଣ୍ଡିଜ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଏରିକା ଫର୍ନାଣ୍ଡିଜ । ବନ୍ଧୁଗଣ ଏରିକା ଟିଭି ଇଣ୍ଡଷ୍ଟ୍ରିରେ ବହୁତ ସିରିଏଲରେ କାମ କରିଛନ୍ତି ହେଲେ ଏହି କିଛି ଦିନ ପୂର୍ବରୁ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ସେ ବହୁତ ଅଧିକ ନିଜ ଫିଗରକୁ ମେଣ୍ଟେନ କରିଛନ୍ତି । ହେଲେ ବନ୍ଧୁଗଣ ଅଧିକ ପତଳା ହୋଇଥିବାରୁ ଯେତେବେଳେ ସେ ନିଜର ବିକିନି ଫଟୋ ସେୟାର କରନ୍ତି ସେତେବେଳେ ତାଙ୍କୁ ବହୁତ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଥାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *