ମା’ ହେବା ପରେ ଆଗ ଅପେକ୍ଷା ଅଧିକ ଫିଟ ଆଉ ସୁନ୍ଦର ହେଇ ଯାଇଛନ୍ତି Sapna Choudhary, ଦେଖନ୍ତୁ ଫଟୋ

ବନ୍ଧୁଗଣ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ସେଲିବ୍ରେଟି ସପନା ଚୌଧୁରୀ ବହୁତ ଚର୍ଚାରେ ରହୁଛନ୍ତି । ମା ହେବା ପରେ ମଧ୍ୟ ସପନା ନିଜର କିଛି ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି, ଯାହାକୁ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଏହି କିଛି ଦିନ ତଳେ ସପନା ଏକ ସବୁଜ ରଙ୍ଗର ଡ୍ରେସ ପିନ୍ଧି ଏକ ଫଟୋ ସେୟାର କରିଥିଲେ । ସେହି ଫଟୋକୁ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି ।

ଏହା ସହିତ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏବେ ସପନା ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଭିନ୍ନ ଭିନ୍ନ ଫଟୋ ସେୟାର କରି ନିଜ ଫ୍ୟାନ୍ସ ମାନଙ୍କ ମନକୁ ଜିତି ପାରିଛନ୍ତି । ବନ୍ଧୁଗଣ ପୂର୍ବରୁ ସପନା ସଂସ୍କାରୀ ଲୁକ୍ ରେ ନଜର ଆସୁଥିଲେ । ହେଲେ ବିବାହ କରିବା ପରେ ସପନା ମଡର୍ନ ଡ୍ରେସ ପିନ୍ଧି ଲାଇମ ଲାଇଟରେ ରହୁଛନ୍ତି ।

ବର୍ତ୍ତମାନ ସେ ବହୁତ ଅଧିକ ବଦଳି ଯାଇଛନ୍ତି । ବନ୍ଧୁଗଣ ସପନା ପ୍ରଥମେ ହରିୟଣାରେ ବିଭିନ୍ନ ଇଭେଣ୍ଟରେ ଡ୍ୟାନ୍ସ କରି ବହୁତ ଚର୍ଚାରେ ରହୁଥିଲେ । ଏହା ପରେ ସପନା ଟିଭି ରିଆଲିଟି ସୋ ‘ବିଗବସ’କୁ ଆସି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ସୋସିଆଲ ମିଡିଆରେ ସପନାଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ବହୁତ ଅଧିକ ଅଛି ।

ଇଂଷ୍ଟାଗ୍ରାମରେ ସପନାକୁ ୨.୬ ମିଲିୟନରୁ ଅଧିକ ଲୋକ ଫାଲୋ କରୁଛନ୍ତି । ସପନା ହରିୟଣାର ଫେମସ ଆକ୍ଟର ଓ ସିଙ୍ଗର ବୀର ସାହୁଙ୍କ ସହ ବିବାହ କରିଛନ୍ତି । ବୀର ସାହୁ ୨୦୧୬ ମସିହାରେ ଆସିଥିବା ଭିଡିଓ ‘ଥାଡି ବଡି’ରୁ ନିଜର ଭାଗ୍ୟ ବଦଳାଇ ଥିଲେ । ଏହା ପରେ ସେ ବହୁତ ଅଧିକ ପପୁଲାର ହୋଇଯାଇଥିଲେ ।

ଅନ୍ୟ ପକ୍ଷରେ ସପନା ମଧ୍ୟ ନିଜ ଭିଡିଓ ପାଇଁ ବହୁତ ଅଧିକ ପପୁଲାର ହୋଇଯାଇଥିଲେ । ସପନା ଓ ବୀରଙ୍କର ଏହି କିଛି ଦିନ ତଳେ ଏକ ପୁଅ ଜନ୍ମ ହୋଇଥିଲା । ବର୍ତ୍ତମାନ ସପନା ନିଜ ଲୁକ୍ ପାଇଁ ଅଧିକ ଲାଇମ ଲାଇଟରେ ରହୁଛନ୍ତି । ସୁନ୍ଦରତା ମାମଲାରେ ସପନା କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ବର୍ତ୍ତମାନ ସପନା ଏତେ ପପୁଲାର ହୋଯାଇଛନ୍ତି ଯେ, ସେ ବର୍ତ୍ତମାନ ନିଜର ଏକ ସୋ ପାଇଁ ୫୦ ରୁ ୭୫ ଲକ୍ଷ ଟଙ୍କା ଚାର୍ଜ କରୁଛନ୍ତି ।

ଦଲ୍ଲେର ନଜବଗଡ ଏରିଆରେ ତାଙ୍କର ଏକ ସୁନ୍ଦର ଘର ଅଛି ଓ ସେହି ସ୍ଥାନରେ ସପନା ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି । ସପନା ବର୍ତ୍ତମାନ ୫୦ କୋଟି ଟଙ୍କାର ମାଲିକ ଅଟନ୍ତି । ଏହା ବ୍ଯତୀତ ସପନାଙ୍କ ପାଖରେ କେତେକ ଲକ୍ଜରି କାର ମଧ୍ୟ ଅଛି । ସେହି କାର ଗୁଡିକ ହେଲା ଅଡି, ବିଏମଡବ୍ଲୁ ଓ ଜାଗୁଆର ଆଦି ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *