ତାହା କେଉଁ ପଶୁ ଅଟେ ଯିଏ ଅଣ୍ଡା ଓ କ୍ଷୀର ଦୁଇଟି ଯାକ ଦେଇଥାଏ ?

ସାରା ଦୁନିଆରେ ଯେତେ ବି ପରୀକ୍ଷା ଅଛି ସେଥି ମଧ୍ୟରୁ ଆଇଏଏସ ଏବଂ ଆଇପିଏସ ସବୁଠାରୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷାକୁ ଦେଉଥିବା ଛାତ୍ର ଛାତ୍ରୀ ଦିନ ରାତି ବହୁତ ପରିଶ୍ରମ କରିଥାନ୍ତି କାରଣ ଏହି ପରୀକ୍ଷାରେ ଏମିତି ପ୍ରଶ୍ନ ପଚରା ଯାଇଥାଏ ଯାହାର ଉତ୍ତର ଦେବା ବହୁତ କଷ୍ଟ ହୋଇଥାଏ । ଏହି ପରୀକ୍ଷାରେ ଏମିତି ଅଙ୍କା ବଙ୍କା ପ୍ରଶ୍ନ ପଚରା ଯାଇଥାଏ ଯାହା ବିଷୟରେ କେହି ଭାବି ବି ପାରିବେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ହିଁ ପ୍ରଶ୍ନ ଆଣି ଆସିଛୁ ଯାହା ଆଇଏଏସ ଏବଂ ଆଇପିଏସ ଇନ୍ଟରଭିଉ ରେ ପଚରା ଯାଇଥାଏ ।

ପ୍ରଶ୍ନ-୧

ତାହା କେଉଁ ପ୍ରାଣୀ ଅଟେ ଯିଏ ନିଜ ଜିଭ ଦ୍ଵାରା ନିଜ କାନକୁ ସଫା କରିପାରେ ?

ଉତ୍ତର – ଜିରାଫ

ପ୍ରଶ୍ନ-2

ଏମିତି କେଉଁ ପକ୍ଷୀ ଅଛି ଯିଏ ଉଚ୍ଚ କୁ ଉଡିପାରେ କିନ୍ତୁ ଚାଲିପାରେ ନାହିଁ ?

ଉତ୍ତର – ହମିଙ୍ଗ ବାର୍ଡ

ପ୍ରଶ୍ନ-3

ହାତୀର ପାଟିରେ କେତୋଟି ଦାନ୍ତ ଥାଏ ?

ଉତ୍ତର – ଆମକୁ କେବଳ ହାତୀର 2 ଟି ଦାନ୍ତ ଦେଖାଯାଏ କିନ୍ତୁ ପ୍ରକୃତରେ ହାତୀର ପାଟିରେ ସମୁଦାଯ 26 ଟି ଦାନ୍ତ ଥାଏ ।

ପ୍ରଶ୍ନ – 4

ଦୁନିଆରେ ଏମିତି କେଉଁ ଦେଶ ଅଛି ଯାହାର ଜାତୀୟ ପତାକା ଚାରୋ କୋଣିଆ ବା ଆୟତାକାର ନୁହେଁ ମାନେ ଦୁନିଆରେ ସବୁଠୁ ଅଲଗା ଅଟେ ।

ଉତ୍ତର -ନେପାଳ

ପ୍ରଶ୍ନ-5

ତାହା କଣ ଅଟେ ଯାହା ସମସ୍ତଙ୍କ ପାଖରେ ଥାଏ

କାହା ପାଖରେ କମ ତ କାହା ପାଖରେ ଅଧିକ

କିନ୍ତୁ କାହାର ଦୁନିଆକୁ ଦେଖାଯାଏ ତ କାହାର ଲୁଚି ରାହିଜାଏ ?

ଉତ୍ତର – ଟ୍ଯାଲେନ୍ଟ ମାନେ କଳା

ପ୍ରଶ୍ନ-6

ତାହା କେଉଁ ଜିନିଷ ଅଟେ ଯାହା ମଣିଷ କାହା ଠାରୁ ନେଇପାରେ କିନ୍ତୁ କାହାକୁ ଦେଇପାରେ ନାହିଁ ?

ଉତ୍ତର- ଜୀବନ

ପ୍ରଶ୍ନ-7

ତାହା କେଉଁ ପ୍ରସିଦ୍ଧ ଗଛ ଅଟେ ଯାହା ଉପରେ କୌଣସି ବି ମଣିଷ ଚାଢିପାରେ ନାହିଁ ?

ଉତ୍ତର – କଦଳୀ ଗଛ

ପ୍ରଶ୍ନ-8

ଯଦି ଗଙ୍ଗାଧର ହିଁ ଶକ୍ତିମାନ ଅଟେ ତେବେ କୁହନ୍ତୁ ଶକ୍ତିମାନ କିଏ ଅଟେ ?

ଉତ୍ତର – ମୁକେଶ ଖାନ୍ନା

ପ୍ରଶ୍ନ-9

ଦୁନିଆରେ ଏମିତି କେଉଁ ଜୀବ ଅଛି ଯିଏ କ୍ଷୀର ଓ ଅଣ୍ଡା ଦୁଇଟି ହିଁ ଦେଇଥାଏ ?

ଉତ୍ତର – ପ୍ଲାଟିପୁସ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *