ସୁଶାନ୍ତ ସିଂହ ମାମଲାରେ ରିୟାର ଇଣ୍ଟରଭ୍ୟୁର ଅଙ୍କିତା ଦେଲେ ଶକ୍ତ ଜବାବ

ସୁଶାନ୍ତ ସିଂହ ରାଜପୁତ ଏକ ଭଲ ଅଭିନେତା ଏହେବା ସହ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସୁଶାନ୍ତ ସମସ୍ତ ଲୋକଙ୍କୁ ସମ୍ମାନ ଦେଇ ଜାଣିଥିଲେ । ସୁଶାନ୍ତଙ୍କୁ ପିଲା ବେଲାରୁ ଅଭିନୟ କରିବାର ସଉକ ଥିଲା । ବହୁତ କଷ୍ଟରେ ନିଜ ପରିବାର ଲୋକଙ୍କୁ ମନେଇ ସୁଶାନ୍ତ ଆକ୍ଟର ହେବା ପାଇଁ ମୁମ୍ବାଇ ଆସିଥିଲେ । ମୁମ୍ବାଇ ଆସିବା ପରେ ସୁଶାନ୍ତ ପ୍ରଥମେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ରହିଥିଲେ । ବହୁତ କଷ୍ଟ ଓ ସଂଘର୍ଷ କରିବା ପରେ ସୁଶାନ୍ତ ଟେଲିଭିଜନ ଦୁନିଆରେ ଅଭିନୟ କରିବା ପାଇଁ ସୁଯୋଗ ପାଇଥିଲେ ।

‘ୟେ ରିସତା କ୍ଯା କେହେଲାତା ହେ’ ସିରିଏଲରେ ସୁଶାନ୍ତ ଅଭିନୟ କରିଥିଲେ । ଏହି ସିରିଏଲ ମଧ୍ୟମରୁ ସୁଶାନ୍ତ ଅଙ୍କିତା ଲୋଖୋଣ୍ଡେଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ଏହି ଦୁଇଜଣ ସାଙ୍ଗ ହୋଇଥିଲେ । ହେଲେ ସାଙ୍ଗର ସମ୍ପର୍କ କେତେବେଳେ ପ୍ରେମରେ ପରିବର୍ତ୍ତନ ହୋଇଗଲା ଏମାନଙ୍କୁ ଜଣା ପଡିନଥିଲା ।

ସୁଶାନ୍ତଙ୍କ ସଂଘର୍ଷ ସମୟରେ ଅଙ୍କିତା ସୁଶାନ୍ତଙ୍କୁ ବହୁତ ସପୋର୍ଟ ଦେଇଥିଲେ । ହେଲେ ସୁଶାନ୍ତ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୋଗ ଦେଲେ ସେତେବେଳେ ଅଙ୍କିତାଙ୍କ ଠାରୁ ସୁଶାନ୍ତ ଦୂର ହୋଇଯାଇଥିଲେ ଓ ରିହ ପରିକା ଖରାପ ମହିଳାଙ୍କ ସମ୍ପର୍କରେ ସୁଶାନ୍ତ ଆସିଯାଇଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିଲେ ।

ସିବିଆଇ ତଦନ୍ତ ଅନୁଯାଇ ରିହ ଇଣ୍ଟର୍ବ୍ୟୁରେ ବହୁତ ଦୁଃଖରେ ଘଟଣା ସମ୍ବନ୍ଧିତ ସମସ୍ତ ତଥ୍ୟ ଦେଇଥିଲେ, ହେଲେ ରିହଙ୍କର ଏହି ଅଭିନୟକୁ ଟାର୍ଗେଟ କରି ଅଙ୍କିତା ଟ୍ବିଟରରେ ଏକ ନୋଟକୁ ପୋଷ୍ଟ କରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଅଙ୍କିତା ସେହି ନୋଟରେ କଣ ଲେଖିଥିଲେ ।ସେହି ନୋଟରେ ଅଙ୍କିତା ରିହଙ୍କର ସବୁ ଷ୍ଟେଟମେଣ୍ଟକୁ ଭୁଲ ପ୍ରମାଣ କରିଛନ୍ତି । ଅଙ୍କିତା-’ସର୍ବ ପ୍ରଥମେ ମୁ କହି ଦେଉଛି ଯେ ମୁ ସୁଶାନ୍ତଙ୍କ ସହ ୨୩ ଫେବୃୟାରି ୨୦୧୬ ପର୍ଯ୍ୟନ୍ତ ଥିଲି ।

ସେହି ସମୟରେ ସୁଶାନ୍ତଙ୍କର ଡିପ୍ରେସନ ଆଦି କୌଣସି ସମସ୍ଯା ନଥିଲା । ବ୍ରେକ ଅପ୍ ହେବା ପରେ ମୋର ଓ ସୁଶାନ୍ତଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ମୁ ରିହଙ୍କର ସେହି ଆରୋପକୁ ଭୁଲ ପ୍ରମାଣ ଦେଇ କହୁଛି ଯେ, ମୁ ସୁଶାନ୍ତଙ୍କ ସହ ଫୋନରେ କୌଣସି କଥା ହୋଇଅଥିଲି’ । ଅଙ୍କିତା ନୋଟ ମାଧ୍ୟମରେ ଏହା ମଧ୍ୟ କହିଥିଲେ ଯେ, ସୁଶାନ୍ତ ବହୁତ ବଡ ବଡ ସ୍ଵପ୍ନ ଦେଖିଥିଲେ ।

ଯେତେବେଳେ ଅଙ୍କିତା ସୁଶାନ୍ତଙ୍କ ସହିତ ଥିଲେ, ସେତେବେଳେ ସୁଶାନ୍ତଙ୍କ ସଫଳତା ପାଇଁ ଅଙ୍କିତା ବହୁତ ପାର୍ଥନା କରିଥିଲେ, ହେଲେ ଅଲଗା ହେବା ପରେ ଏହି ଦୁଇଜଣଙ୍କ ମଧ୍ୟରେ କୌଣସି ସମ୍ପର୍କ ରହିନଥିଲା । ଅଙ୍କିତା କହିଛନ୍ତି ଯେ, ସେ ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ପରିବାର ସହ ଛିଡା ହୋଇଥିଲେ ଓ ଆଗକୁ ମଧ୍ୟ ଛିଡା ହେଉଥିବେ । ଅଙ୍କିତା ରିହଙ୍କର ଷ୍ଟେଟମେଣ୍ଟ ଉପରେ ବିଶ୍ଵାସ କରୁନାହାନ୍ତି । କାରଣ ରିହ ନିଜ କଥାକୁ ବଦଲାଉ ଛନ୍ତି । ରିହ ବହୁତ ମିଛ କଥା କହିବାର ଅଙ୍କିତା କହିଛନ୍ତି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *