ମୋର କେହି ଓକିଲ ନାହାଁନ୍ତି ମତେ ଡରେଇ ସବୁ କୁହେଇଛନ୍ତି, Sasmita ହୋଇଛନ୍ତି କି ଷଡଯନ୍ତ୍ରର ଶୀକାର !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସସ୍ମିତା କହୁଛନ୍ତି କି ମତେ ଡରେଇ ଡରେଇ ସବୁ କୁହେଇଛନ୍ତି । ଆପଣମାନେ ଜାଣିଛନ୍ତି କି ସସ୍ମିତାଙ୍କ ଅଭିଯୋଗ ପରେ  ଏହା ଜୋର ଚର୍ଚ୍ଚା ଧରିଛି । ସସ୍ମିତାଙ୍କ ଅଭିଯୋଗ କେତେ ଯାଏ ସତ୍ୟ ତାହାକୁ ଜାଣିବା ପାଇଁ ପୋଲିସ ଅଧିକାରୀ ଏବଂ ଓକିଲ ସସ୍ମିତା ଗୀତ ଗାଉଥିବା ମ୍ୟୁଜିକ ସୁଡିଓରେ ପହଞ୍ଚିଥିଲେ ।

ସେଠାରେ ସସ୍ମିତାଙ୍କୁ ପ୍ରଶ୍ନର ପଚାରିଯାଇଥିଲା କିନ୍ତୁ ସସ୍ମିତା ତହିର ଉତ୍ତର ଦେବାକୁ କଦାପି ଇଛା କରୁନଥିବା ଏହି ଭିଡିଓ ମାଧ୍ୟମରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଯେବେ ପୋଲିସ ଅଧିକାରୀ ତାଙ୍କୁ କହିଛନ୍ତି କି ଆପଣ ଗତକାଲି ବାଇଟ୍ ରେ କହିଛନ୍ତି କି ଆପଣ ଓକିଲ ଠିକ କରିଛନ୍ତି ଏବଂ ଅଭିଯୋଗ କରିଛନ୍ତି । ତେବେ କୁହନ୍ତୁ ଆପଣଙ୍କ ଓକିଲ କେଉଁଠି ଅଛନ୍ତି । ଏହାର ଉତ୍ତରରେ ସସ୍ମିତା କହୁଛନ୍ତି ମୋର କେହି ଓକିଲ ନାହାଁନ୍ତି ମତେ ଡରେଇବାରୁ ମୁଁ ସେହିଭଳି କହିଥିଲି ।

ମୋତେ ଏସବୁ କହିବାକୁ କୁହାଯାଇଥିଲା ତେଣୁ ମୁଁ କହିଛି ମୋତେ କ୍ଷମା କରିଦିଅନ୍ତୁ ଏବଂ ଏହି ଅଭିଯୋଗକୁ ଆଗକୁ ବଢାନ୍ତୁ ନାହିଁ । ମୁଁ ଚାହେଁ କି ଏହା ଯେତେ ଶ୍ରୀଘ ସମାଧାନ ହେଇଯାଉ । ମାତ୍ର ପୋଲିସ କର୍ମଚାରୀ ବାରମ୍ବାର ପଚାରୁଛନ୍ତି କି ଆପଣ ରାହୁଲ ବିରୁଦ୍ଧରେ ଯେଉଁ ବାଇଟ୍ ଦେଇଛନ୍ତି ଓ ଗତକାଲି ଓକିଲ ଅଛନ୍ତି ବୋଲି ବାଇଟ୍ ଦେବେ ଏହା ଆପଣ ଡରରେ କହିଛନ୍ତି ତେବେ କୁହନ୍ତୁ ଆପଣଙ୍କୁ କିଏ ଧମକ ଦେଉଛି ଏଭଳି କହିବାକୁ ।

ମାତ୍ର ସସ୍ମିତା ହାତଯୋଡି ମୁଁ ଆପଣଙ୍କୁ କହିପାରିବିନି ବୋଲି କହୁଛନ୍ତି ଆପଣ ଯଦି ଏହିପରି ମୋ ଉପରେ ପ୍ରଶ୍ନରବାଣ ପୋଫଡିବେ ତେବେ ମୁଁ ଆପଣଙ୍କ ନାଁ ଏଫୟାର ଦେବି ବୋଲି କହିଛନ୍ତି । ତେବେ ପୋଲିସ କର୍ମଚାରୀଙ୍କ କହିବା ଅନୁସାରେ ଓକିଲ ଫୋନ କରିବାରୁ ସେ ସସ୍ମିତାଙ୍କୁ ପଚରାଉଚରା କରିବାକୁ ଆସିଛନ୍ତି କାରଣ ସସ୍ମିତା ଗତକାଲି ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଥିଲା ।

ମାତ୍ର ସସ୍ମିତା ଏବେ ସିଧା ମନା କରୁଛନ୍ତି କି ମୁଁ ଓକିଲଙ୍କ ପାଖକୁ ଯାଇନି ବା କୋଣସି ଅଭିଯୋଗ କରିବି । ବୋଧେ ସସ୍ମିତା ତାଙ୍କୁ ଯିଏ ଧମକ ଦେଉଛନ୍ତି ତାହା କହିବାକୁ ଚାହୁଁନାହାଁନ୍ତି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *