ମାଙ୍କଡ ମାନଙ୍କର ଏମିତି କାରନାମା ଦେଖିଲେ ହସି ହସି ପେଟ ଦରଜ ହେଇଯିବ (Monkey funniest moment), ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ, ତେବେ ଆପଣ ମାନେ ଜାଣିଥିବେ କି ପଶୁ ମାନଙ୍କ ଭିତରୁ ସବୁଠାରୁ ଦୁଷ୍ଟ ଏବଂ ବ-ଦ-ମା-ସ ହେଉଛନ୍ତି ମାଙ୍କଡ । ବେଳେ ବେଳେ ସେମାନେ କେଉଁଠି ବି ଆସି ଯାଆନ୍ତି ଓ କାହାର ବି ଜିନିଷ ନେଇ ପଳାନ୍ତି ଏକ କାହା ସହ ମଧ୍ୟ ଲାଗିଥାନ୍ତି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ଯାନ୍ତି। ତେବେ ଆଜି ଆମେ ଆପଣଂକୁ ସେହି ମାଙ୍କଡ ମାନଙ୍କ ର କିଛି ଏଭଳି ଘଟଣା ବିଷୟରେ ଜଣେଇବୁ ଯାହା ଦେଖିବା ପରେ ଆପଣ ନ ହସି ରହି ପାରିବେ ନାହିଁ ।

୧- ପ୍ରଥମ ଭିଡିଓ ରେ ଗୋଟିଏ ଦୁଷ୍ଟ ମାଙ୍କଡ଼ ଏକ ଛେଳି ଉପରେ ବସି ବୁଲିବାକୁ ଲାଗିଲା ଏବଂ ନିଜକୁ ରାଜା ବୋଲି ଭାବିଲା ତାସହ ସେ ବଡ଼ ଛେଳି ପିଠି ଉପରେ ବସି ଛୋଟ ଛୋଟ ଛେଳି ଙ୍କ ଲାଞ୍ଜ ଧରିବାକୁ ଏବଂ ଟାଣିବାକୁ ଲାଗିଲା । ତେବେ ଯେତେ ଚେଷ୍ଟା କଲେ ମଧ୍ୟ ସେ ପିଠି ତଳୁ ଆସିଲା ନାହିଁ ।

୨- ଦ୍ଵିତୀୟ ଭିଡିଓ ରେ ଗୋଟିଏ ମାଙ୍କଡ଼ ଗୋଟିଏ କକୁଡ଼ା ଆଗରେ ନିଜର ନାଚ ପରିବେଷଣ କରୁଥିଲା । ତେବେ କଣ ପାଇଁ ନାଚୁଥିଲା ତାର କାରଣ ଜଣା ନାହିଁ । ତେବେ କୁକୁଡ଼ା କୁ ତା ନାଚ ପସନ୍ଦ ହେଲା ନାହିଁ ଏବଂ ସେ ତାକୁ ସେଠାରୁ ଘଉଡାଇ ଦେଇଥିଲା ।

https://www.youtube.com/watch?v=eJaZ1D0O0Mg

୩- ତୃତୀୟ ଭିଡିଓ ରେ ଗୋଟିଏ ମାଙ୍କଡ଼ ଗୋଟିଏ ବେଲୁନ କୁ ଧରି ତାକୁ କା-ମୁ-ଡି-ବା-ରେ ଲାଗିଲା ତେବେ କା-ମୁ-ଡି-ବା ଯୋଗୁଁ ବେଲୁନ ଟି ଫା-ଟି ଯାଇଥିଲା କିନ୍ତୁ ମାଙ୍କଡ଼ ଏହା ଯାଦୁ ଭାବି ନିଜ ହାତରେ ବେଲୁନ କୁ ଖୋଜିବାରେ ଲାଗିଲା ।


୪- ଚତୁର୍ଥ ଭିଡିଓ ରେ ଗୋଟିଏ କୁକୁର କୁ ଦେଖି ଦୁଷ୍ଟ ମା-ଙ୍କ-ଡ଼ ନିଜର ପଛ ପଟେ ହାତ ରଖି ଯିବାକୁ ଲାଗିଲା ସତେ ଯେପରି ସେ ନିଜର ଇ-ଜ୍ଜ-ତ ବଂଚାଇବା କୁ ଚେଷ୍ଟା କରୁଥିଲା । ତେବେ ଏହି ଭିଡିଓ ଦେଖି ସମସ୍ତେ ହସିବାକୁ ଲାଗିଲେ ଏବଂ ଖୁବ ଭା-ଇ-ରା-ଲ ମଧ୍ୟ ହେଲା ।

୫- ପଞ୍ଚମ ଭିଡିଓ ରେ ଗୋଟିଏ କୁକୁର ଗୋଟିଏ ମାଙ୍କଡ଼ ପାଖକୁ ଯାଇ ତା ସହ ଲାଗିବାକୁ ଚେଷ୍ଟା କରୁଥିଲା ତେବେ ମାଙ୍କଡ଼ ଟି ଯେତେ ଚେଷ୍ଟା କଲେ ମଧ୍ୟ ସେହି କୁକୁର ଟି ଯାଉ ନଥିଲା ଏଵଂ ଏଥିରେ ମାଙ୍କଡ଼ ରାଗି ଯାଇ ଗୋଟିଏ ବାଡ଼ି ରେ ତା ମୁଣ୍ଡକୁ ଜୋରରେ ପିଟି ଦେଇଥିଲା ଏବଂ କୁକୁର ଟି ଵିଚାରା ବୋବେଇ ପଳେଇ ଥିଲା ।

Leave a Reply

Your email address will not be published. Required fields are marked *