ଅନ୍ଧାର ଘର ଭିତରେ ଲୁଚି ବସିଥିଲା ଏକ ଭୟଙ୍କର ବିଷଧର (Common krait) ସାପ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video ରେ

ବନ୍ଧୁଗଣ ସାପ ସହ ଜଡିତ ଆଉ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଆପଣ ମାନେ ସମସ୍ତେ ଅସଲ ଜୀବନରେ ବା ଟିଭିରେ ସାପ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାପଙ୍କର ଅନେକ ପ୍ରଜାତି ଅଛି ହେଲେ ଆମ ହିନ୍ଦୁ ଧର୍ମରେ କେବଳ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ନାଗ ସାପ ପରି ଅନ୍ୟ ସାପ ମାନଙ୍କ ମଧ୍ୟରେ ବି ସାଂ-ଘା-ତି-କ ବି-ଶ ରହିଥାଏ ଯାହା ଦ୍ୱାରା ମଣିଷ ନିଜ ପ୍ରା-ଣ ହରାଇ ପାରେ ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ରଣା ସାପ ସହ ଜଡିତ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ଆ-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଘ-ଟ-ଣା-ଟି ବାଲେଶ୍ଵର ଜିଲ୍ଲାରେ ଘଟିଛି । ତେବେ ଭା-ଇ-ରା-ଲ ହେଉଥିବା ଭିଡିଓରେ ରଣା ସାପ ଏକ ୧୨ ବର୍ଷ ଛୁଆକୁ ଚୋ-ଟ ମା-ରି-ଛି ।

ରଣା ସାପଟି ଏକ ଘର କାନ୍ଥ କଣାରେ ଲୁ-ଚି ରହିଥିଲା । ଛୁଆଟି ଘର ସାଇଡରେ ବସିବା ବେଳେ ସେ ଛୁଆ ଉପରେ ଆ-କ୍ର-ମ-ଣ କରିଥିଲା । ଛୁଆକୁ ଚୋ-ଟ ମା-ରି-ବା ପରେ ପରିବାର ଲୋକ ଅସ୍ତବ୍ୟସ୍ତ ହୋଇ ପଡି ଛୁଆକୁ ହସ୍ପିଟାଲ ନେଇ ଯାଇଥିଲେ । ଏହା ପରେ ବନ ବିଭାଗକୁ ସାପର ସୂଚନା ଦେଇଥିଲେ । କିଛି ସମୟ ମଧ୍ୟରେ ଜଣେ ସାପ ଧରାଳି ସେହି ସ୍ଥାନକୁ ଆସି ସାପ ଚିହ୍ନଟ କରିଥିଲା ଓ ଡାକ୍ତରଙ୍କୁ ସାପ ବିଷୟରେ କହିଥିଲା ।

କାରଣ ବନ୍ଧୁଗଣ ପ୍ରତ୍ୟକ ସାପର ଅଲଗା ଅଲଗା ବି-ଶ ରହିଥାଏ । ରଣା ସାପଟି ଛୋଟ ହେଲେ ବି ବହୁତ ମା-ରା-ତ୍ମ-କ ବନ୍ଧୁଗଣ ରଣା ସାପର ଚୋ-ଟ-ରେ ବି ଅନେକ ଲୋକ ମୃ-ତ୍ୟୁ ବ-ର-ଣ କରିଛନ୍ତି । ହେଲେ ସେହି ସମୟରେ ସାପ ଧରାଳି ଜଣକ ପରିବାରକୁ ଆଶ୍ଵସ୍ତି ଦେଇଥିଲେ ।

ଯଦି ଆମେ ସାପ ଚିହ୍ନଟ କରିପାରିବା ତା ହେଲେ ଜୀବନ ବଞ୍ଚିବାର ଅଧିକ ସମ୍ଭାବନା ଅଛି । ରଣା ସାପଟି ଛୁଆକୁ ଚୋ-ଟ ମ-ରି-ଥି-ଲା ଓ ତାକୁ ଅତି ସାବଧାନତାର ସହ ସାପ ଧରାଳି ଜଣକ ଉଧାର କରିଛନ୍ତି । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାର ଚର୍ଚା ବହୁତ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *