ମରିବା ପୂର୍ବରୁ ଦୋଷୀର ନାମ କହିଗଲେ ଯୁବକ ! କହିଲେ ‘ମୋ ଘର ଲୋକ ସତ୍ୟରଞ୍ଜନ, ଶ୍ମୃତିରଞ୍ଜନ ଏବଂ ସ୍ୱର୍ଣ୍ଣଲତା ଆଜି ରାତିରେ ମତେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭିଡିଓ କରି ନିଜର ଜୀବନ ହାରିଲେ ଯୁବକ ! ନିଜ ପରିବାର ଲୋକେ ତାଙ୍କୁ maariଦେବେ ଏହା କହି ଏକ ଭିଡିଓ କରି ତାପରେ ଯୁବକ ଜଣଙ୍କ ଆତ୍ମହତୟଆ କରିଦେଇଥିଲେ । ତେବେ ଏପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଠାରେ କି ଭାକର ସାହି ବନମାଳୀ ପୁର ଖୋର୍ଦ୍ଧା ଜିଲ୍ଲାର ରଶ୍ମି ରଞ୍ଜନ ନାମକ ଜଣେ ଯୁବକ ନିଜ mrutyu ପାଇଁ ନିଜ ଘରର କିଛି ସଦସ୍ୟକୁ ଇଙ୍ଗିତ କରି ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଯେଉଁଥିରେ ସେ ସଂପୂର୍ଣ୍ଣ କଥା ଜଣାଇଛନ୍ତି । ଯେ ମୋ ନାମ ହେଉଛି ରଶ୍ମୀରଞ୍ଜନ । ଖୋର୍ଦ୍ଧାର ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଠାରେ ଆମ ଘର । ଆମ ପରିବାରର ସତ୍ୟ ରଞ୍ଜନ ବିଶ୍ଵାଳ ,  ସ୍ମୃତି ରଞ୍ଜନ ବିଶ୍ଵାଳ ମୁଖ୍ୟତଃ ଭାବରେ ମୋତେ maariଦେବେ ବୋଲି ଯୋଜନା କରିଛନ୍ତି । ଏହା ସହିତ ସ୍ଵର୍ଣ୍ଣଲତା ସାହୁ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଯେଉଁ ମାନେ କି ଆଜି ରାତିରେ ମୋତେ ନିହାତି ଭାବରେ maariଦେବେ । ତେଣୁ ମୁଁ ଆତ୍ମହତୟଆ କରିବା ପୂର୍ବରୁ ତାଙ୍କ ନାମ କହିକି ମ-ରି-ବି ।

ଯାହା ଦ୍ଵାରା ମୋ mrutyu ପରେ ମୁଁ ଭିଡିଓରେ କହିଥିବା ଲୋକ ମାନଙ୍କୁ ଆଇନର ଉପଯୁକ୍ତ ଯେପରି danda ମିଳିପାରିବ । କାରଣ ମୋ mrutyu ପରେ ମୋ mrutyu ପଛର କାରଣ ଯେପରି ସମସ୍ତେ ଜାଣିପାରନ୍ତୁ । ସେଥିପାଇଁ ମୁଁ mariba ପୂର୍ବରୁ ହିଁ ଏହି ଭିଡିଓଟି ପ୍ରସ୍ତୁତ କରିଦେଇଛି । ତେବେ ରଶ୍ମି ରଞ୍ଜନଙ୍କ ଶୁକ୍ରବାରର ସକାଳ ସମୟରେ ଆତ୍ମହତୟଆ ପରେ ଘର ଲୋକେ ସଙ୍ଗେ ସଙ୍ଗେ ରଶ୍ମିଙ୍କର mruta ଶରୀରକୁ ତରବାରିଆ କରି daha କରିଦେଇଛନ୍ତି ।

ରଶ୍ମି ଆତ୍ମହତୟଆ କରି ନିଜର ଜୀବନ ହାରିଛନ୍ତି । ଏହି ସମ୍ପର୍କରେ ପୋଲିସଙ୍କୁ ଘର ପରିବାର ଲୋକେ କିଛି ମଧ୍ୟ ସୂଚନା ଦେଇ ନାହାନ୍ତି । ତେବେ ରଶ୍ମିରଞ୍ଜନଙ୍କର mrutyu ପୂର୍ବର ଏହି ଭିଡିଓଟି ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

ତେବେ ପ୍ରକୃତରେ ରଶ୍ମି ଆତ୍ମହତୟଆ କରିଛନ୍ତି । ନା ତାଙ୍କୁ ତାଙ୍କ ଘର ଲୋକେ ଯେଉଁ ମାନଙ୍କ ନାମ ରଶ୍ମି କହୁଥିଲେ । ସେହିମାନେ ହିଁ ଚକ୍ରାନ୍ତରେ maariଛନ୍ତି । ତାହାର ସଠିକ ଅନୁଧ୍ୟାନ ପାଇଁ ପୋଲିସ ନିଜର ତଦନ୍ତ ଆରମ୍ଭ କରିଦେଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *