IPL Opening Ceremony ରେ ହଠାତ Bollywood ସିଙ୍ଗର Arijit Singh ଧରିଲେ Dhoni ଙ୍କ ଗୋଡ, ଜାଣନ୍ତୁ ଏମିତି କଣ ହେଲା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତର ଅତି ସୁପରିଚିତ କ୍ରିକେଟର ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ସାରା ଭାରତ ବର୍ଷ ତଥା ବିଶ୍ଵର କୋଣ ଅନୁକୋଣର ଅନେକ ସ୍ଥାନରେ ମଧ୍ୟ କ୍ରିକେଟର ଧୋନୀ ନିଜ କ୍ରିକେଟ ଖେଳ ପାଇଁ ବହୁତ ହିଁ ସୁନାମ ଅର୍ଜନ କରିଛନ୍ତି । ତେବେ କ୍ରିକେଟର, ଆକ୍ଟର, ସିଙ୍ଗର କିମ୍ବା ଡାନ୍ସର ସମସ୍ତେ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କୁ ସମ୍ମାନ କରିଥାନ୍ତି । ଏହା ସହ ତାଙ୍କ କ୍ରିକେଟ ମ୍ଯାଚର ମଧ୍ୟ ଦିୱାନା ଅଟନ୍ତି ।

ତେବେ ଏପରି କିଛି ଦ୍ରୁଶ୍ଯ IPL  ଓପନିଙ୍ଗ ସେରିମୋନିରେ ଦେଖିବାକୁ ମିଳିଛି । ତେବେ IPL ଓପନିଙ୍ଗ ସେରିମୋନିରେ ବଡ ବଡ କଳାକାର ମାନେ ସ୍ଟେଜ ପ୍ରୋଗ୍ରାମ କରିବାକୁ ଆସିଥିଲେ । ସେଥିମଧ୍ୟରୁ ବଲିଉଡ ସିଙ୍ଗର ଅରିଜିତ ସିଂହ, ଅଭିନେତ୍ରୀ ତମ୍ମାନା ଭାଟ୍ଟିଆ ଓ ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କୁ IPL ଓପନିଙ୍ଗ କାର୍ଯ୍ୟକ୍ରମରେ ପଫରମାନ୍ସ କରିବାର ନଜର ଆସିଥିଲା । ତେବେ ଆକଟ୍ରେସ ତମ୍ମାନା ଓ ରଶ୍ମିକା ଓ ସିଙ୍ଗର ଅରିଜିତ ସିଂହର ପ୍ରୋଗ୍ରାମ ସରିଲା ପରେ ସମସ୍ତଙ୍କୁ ସ୍ଟେଜ ଉପରକୁ ଏକାଠି ଡକାଯାଇଥିଲା ।

ଯେଉଁଠାରେ କି ସମସ୍ତେ ଏକତ୍ରିତ ହୋଇ ଗୃପ ଫୋଟ ଉଠାଇବାର ଥିଲା । ତେବେ ସେହି ସମୟରେ କଳାକାର ମାନଙ୍କ ସହ କ୍ରିକେଟର ଧୋନୀଙ୍କ ମଧ୍ୟ ଫୋଟ ଉଠାଇବା ପାଇଁ ଚେନ୍ନାଇ ସୁପର କିଙ୍ଗର କ୍ଯାପଟେନ କ୍ରିକେଟର ଧୋନୀଙ୍କୁ ମଞ୍ଚ ଉପରକୁ ଡକା ଯାଇଥିଲା । ତେବେ ସବୁ କଳାକାର ମାନେ କ୍ରିକେଟର ଧୋନୀଙ୍କୁ ସମ୍ମାନ କରିବା ସହ ତାଙ୍କ ସହ କରମର୍ଦ୍ଧନ କରି ହ୍ଯାନ୍ଡସେକ କରିଥିଲେ ।

https://www.youtube.com/watch?v=4Wl0blwzyDc

ତେବେ ସେହି ସମୟରେ ସମସ୍ତଙ୍କ ସହ କ୍ରିକେଟର ଧୋନୀ ଯେତେବେଳେ ହ୍ଯାନ୍ଡସେକ କରିସାରିବା ପରେ ବଲିଉଡ କଣ୍ଠଶିଳ୍ପୀ ଅରିଜିତ ସିଂହଙ୍କ ସହ ଧୋନୀ ହ୍ଯାନ୍ଡସେକ କରୁଥିଲେ । ସେହିପରି ବହୁତ ହିଁ ଫେମସ ସିଙ୍ଗର ଅରିଜିତ ସିଂହ ମହେନ୍ଦ୍ର ସିଂହ ଧୋନୀଙ୍କୁ ସମ୍ମାନାର୍ଥେ ତାଙ୍କ ପାଦକୁ ଛୁଇଁ କ୍ରିକେଟର ଧୋନୀଙ୍କୁ ପ୍ରଣାମ କରିଥିଲେ ।

ତେବେ IPL  ଓପନିଙ୍ଗ ସେରିମୋନିର ପ୍ରୋଗ୍ରାମର ଏହି ଦୃଶ୍ୟଟି ବର୍ତ୍ତମାନ ସମୟରେ ଖୁବ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହୋଇ କ୍ରିକେଟର ପ୍ରେମୀ ତଥା କ୍ରିକେଟର ଧୋନୀ ଓ ସିଙ୍ଗର ଅରିଜିତଙ୍କ ଫ୍ୟାନ ଫୋଲୋଇଙ୍ଗକୁ ଏହା ବହୁତ ହିଁ ଅଧିକ ମାତ୍ରାରେ ପସନ୍ଦ ଆସିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରିଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *