Malika Bachana- 2026 ରେ ଭାଙ୍ଗିବ ହୀରାକୁଦ ବନ୍ଧ, ଚିତଳ ମାଛ ହାଡରେ ହେବ ନୂଆ କବାଟ ବଦଳିବ କଟକ ନାଁ ଆଉ ବୁଲିବେ ଚଣ୍ଡୀ ଚାମୁଣ୍ଡା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୨୬ ରେ ଭାଙ୍ଗିବ ହୀରାକୁଦ ବନ୍ଧ ! ଚିତଳ ମାଛ ହାଡରେ ହେବ ନୂଆ କବାଟ !ତେବେ ୨୦୨୬ ମସିହାରେ ଆସୁଛି ଏକ ବଡ ବିପତ୍ତି ! ସମ୍ବଲପୁର ଠାରେ ଅବସ୍ଥିତ ହିରାକୁଦ ବନ୍ଧଟି ଭାଙ୍ଗିଜୀବ । ଯାହାକି ଏକ ମନଗଢା କଥା ନୁହେଁ, କାରଣ ଏହା ମାଲିକରେ ଲିପିବଦ୍ଧ ହୋଇ ରହିଅଛି । ଏହା ସହିତ ମାଳିକାରେ ଯେଉଁ ସବୁ କଥା ଲିପିବଦ୍ଧ ହୋଇରହିଅଛି । ତାହା ଦିନ ପରେ ଦିନ ପରେ ଗୋଟି ଗୋଟି କରି ସତ୍ୟ ହେବାର ପ୍ରମାଣ ସମସ୍ତେ ଧୀରେ ଧୀରେ ପାଇଯାଉଛନ୍ତି ।

ତେବେ ବହୁ ଗୁଡିଏ କଥା ମଧ୍ୟରୁ ଏହି କଥା ମଧ୍ୟ ମାଳିକାରେ ଲେଖା ହୋଇ ରହିଛି । କି ଯେ ୨୦୨୬ ମସିହାରେ ହୀରାକୁଦ ବନ୍ଧଟି ଭାଙ୍ଗିଜୀବ । ତାପରେ ବିଶାଳକାୟ ସମୁଦ୍ର ମଧ୍ୟରୁ ଏକ ବଡ ଚିତଳ ମାଛ ବାହାରି ଆସିବ । ସେହି ଚିତଳ ମାଛ ସମୁଦ୍ରରୁ ବାହାରି ଆସି ରାହାମା ଠାରେ ମା’ ଙ୍କୁ ଦର୍ଶନ କରିବ । ତାପରେ ଛତିଆ ବଟରେ ନିଜ ପ୍ରାଣ ହାରିବ । ତାପରେ ଏହି ବିଶାଳକାୟ ମାଛର ଅସ୍ଥିରେ ତିଆରି ହେବ । ନୂଆ ବନ୍ଧ ଓ କବାଟ ।

ତେବେ ଏହି କଥାଟି ଘଟିବା ମାତ୍ରେ ଯୁଗଯୁଗାନ୍ତ ପାଇଁ କଥା ଇତିହାସ ହୋଇ ରହିଯିବ ।  ତେବେ ୧୯୪୭ ମସିହାରେ ହୀରାକୁଦ ବନ୍ଧର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୫୭ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ତେବେ ଆଯକୁ କେତେ ବର୍ଷ ଏହାରି ମଧ୍ୟରେ ବିତିଗଲାଣି । ତେବେ ୨୦୨୬ ମସିହାରେ ମଧ୍ୟ ଏହି ହୀରାକୁଦ ବନ୍ଧ କ୍ଷତିଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ଧୀରେ ଧୀରେ ଘନଭୁତ ହେବାରେ ଲାଗିପଡିଛି ।

ତେବେ ହୀରାକୁଦ ବନ୍ଧ ଧୀରେ ଧୀରେ ପୁରୁଣା ହେବାକୁ ମଧ୍ୟ ବସିଲାଣି ଯେଉଁ କାରଣରୁ ହୀରାକୁଦ ବନ୍ଧରେ ଫାଟ ସୃଷ୍ଟି କଥା ହେବା ମଧ୍ୟ ଆଲୋଚନାର ପରିସରକୁ ଆସିଯାଇଛି । ତେବେ ନଗ୍ରେ ନଗ୍ରେ ମଧ୍ୟ ଚଣ୍ଡୀଚାମୁଣ୍ଡା ବୁଲିବେ । ତେବେ ଏହି ସବୁ କଥା ଆଗାମୀ ସମୟରେ କେତେ ଦୂର ସତ୍ୟ ପ୍ରମାଣିତ ହେବ ।

ତାହା ତ କେବଳ ଆଗାମୀ ସ୍ଥିତିର ସାମ୍ନା ପରେ ସମସ୍ତେ ଏହାର ଆଭାସ ପାଇଯିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *