‘ସ୍ଵାମୀ କବାଟ ଖୋଲିଲେନି ମୁଁ ପିଲାଙ୍କୁ ଧରି ଗ୍ୟାରେଜରେ ଶୋଇଲି, ସେ ଭାଉଜ ସହ…’ ସ୍ବାମୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏହି ଘଟଣା ଟି ହେଉଛି ଚନ୍ଦ୍ରଶେଖର ପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳର । ତେବେ ଏହି ଘଟଣା ଟି ହେଉଛି ଯେ ଜଣେ ମହିଳା ନିଜର ଦୁଇ ପିଲା ତଥା ପୁଅ ଏବଂ  ଝିଅ କୁ ଧରି, ନିଜ ସ୍ଵାମୀ ଙ୍କର ଘର ବାହାରେ ବସିଛନ୍ତି କିନ୍ତୁ ଘର ଭିତରେ ସ୍ଵାମୀ ତାଲା ପକାଇ ବସିପଡିଛନ୍ତି । ଯେତେ ଡାକିଲେ ମଧ୍ୟ ସ୍ଵାମୀ କବାଟ ଖୋଲୁ ନାହାଁନ୍ତି । ତେବେ ବର୍ତ୍ତମାନ ମହିଳା ଜଣକ ଏହି ମାମଲାକୁ ନେଇ ଥାନା ରେ ପହଞ୍ଚିଛନ୍ତି ।

ମହିଳା ଜଣକ କହିଛନ୍ତି ଯେ ଶାଶୁ ଘର ଲୋକେ ତାଙ୍କୁ ବହୁତ ହଇରାଣ କରୁଛନ୍ତି । ଗତକାଲି ସେ ଆସି ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ତାଲା ପଡିଥିଲା । ବାରଣ୍ଡା ରେ ପିଲାଙ୍କୁ ନେଇ ସେ ରାତିସାରା ଶୋଇଛନ୍ତି । ମହିଳା ଜଣକ କାନ୍ଦି କାନ୍ଦି କହିଛନ୍ତି ଯେ ସେ ତାଙ୍କ ଭଉଣୀ ଙ୍କ ନିର୍ବନ୍ଧ ନିମନ୍ତେ ତାଙ୍କ ବାପ ଘରକୁ ଯାଇଥିଲେ ସେଠାରୁ ଆସିଲା ବେଳକୁ ତାଲା ପଡିଛି ।

PCR ମଧ୍ୟ ଆସି ଗେଟ ଖୋଲିବାକୁ କହିଥିଲେ କିନ୍ତୁ ଶାଶୁଘର ଲୋକେ ଖୋଲିନଥିଲେ । ଏପଟେ ମହିଳା ଙ୍କ ସ୍ଵାମୀ ଏବଂ ତାଙ୍କ ଭାଉଜ ଙ୍କ ମଧ୍ୟରେ ଅନେଈତିକ ସମ୍ପର୍କ ଥିବା କଥା ମଧ୍ୟ କହିଛନ୍ତି । ତେବେ ଚନ୍ଦ୍ରଶେଖର ପୁର ଥାନା ରେ ଅଭିଯୋଗ ସତ୍ବେ ମଧ୍ୟ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଓଲଟ ଶଶୁର ବୋହୁ ର ବେକରେ ଝାଡୁ ପକାଇ ଚଢି ଯାଇ ଧମକ ଦଉଛନ୍ତି ଯେ ଆମ୍ଭର ଲମ୍ବା ହାତ ତୁ କିଛି କରିପାରିବୁ ନାହିଁ ।

ଦୀର୍ଘ 7 ବର୍ଷ ଧରି ମହିଳା ଜଣଙ୍କ ଏହିଭଳି ଅତ୍ୟାଚାର ସହୁଛନ୍ତି । ଥାନା ରେ ଅଭିଯୋଗ କ୍ରମେ କୌଣସି ପ୍ରକାରର ସହଯୋଗ ମିଳିପାରିନାହିଁ । ମହିଳା ଜଣଙ୍କ କହିଛନ୍ତି ଯେ ସେ ନ୍ୟାୟ ଚାହୁଁଛନ୍ତି । ତାଙ୍କ ସ୍ଵାମୀ ତାଙ୍କର କୌଣସି କଥା ଶୁଣୁନାହାଁନ୍ତି । ଦିଅର ଭାଉଜ ଙ୍କ ମଧ୍ୟରେ ସମ୍ପର୍କ ରହିଥିବା ବେଳେ ଶାଶୁ ଶଶୁର ମଧ୍ୟ ଏ ନେଇ କିଛି କହୁ ନାହାଁନ୍ତି ଓଲଟା ମହିଳା ଜଣଙ୍କୁ ସମସ୍ତେ ମିଶି ମାରୁଛନ୍ତି ।

ମହିଳା ଜଣକ ନ୍ୟାୟ ପାଇଁ ମି-ଡି-ଆ ଆଗରେ ଅନୁରୋଧ କରିଛନ୍ତି । ଏହା ମଧ୍ୟ କହିଛନ୍ତି ସବୁ ସହିଛି କାରଣ ମୋ ପାଖରେ ଅନ୍ୟ କିଛି ଉପାୟ ନାହିଁ । ତେବେ ବନ୍ଧୁଗଣ ଆମ୍ଭ ରାଜ୍ୟ ର ଆଇନ କଣ ଅସହାୟ କୁ ଅତ୍ୟାଚାର ହେଉଥିବା ଜାଣି ମଧ୍ୟ କୌଣସି ପଦକ୍ଷପ ନେବାକୁ ଅସମର୍ଥ ଅଟେ ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *