ମୋ ଶାଶୁ ଶ୍ଵଶୁର ଦେବତା ତାଙ୍କ ନାମରେ ମିଛ କୁହନି: Bidyashree

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୩ ଦିନ ହେଲାଣି ଜଣେ ବୃଦ୍ଧା ମା’ ଆଶ୍ରମରେ ପଡିଛନ୍ତି ହେଲେ ଏବେ ବିକାଶ ଗଲା କୁଆଡେ ? ଏପରି କିଛି ବିକାଶଙ୍କ ଉପରେ ଆ-ଲି-ଗେ-ସନ ଲଗାଇ ମାନବପ୍ରେମୀ ଆଦିତ୍ୟଙ୍କ ସ୍ତ୍ରୀ ଗଣ ମାଧ୍ୟମ ନିକଟରେ କହିଛନ୍ତି । ତେବେ ଗତ କିଛି ମାସ ତଳେ ମାନବପ୍ରେମୀ ଆଦିତ୍ୟଙ୍କ ସନ୍ଦେହ ଜନକ ମୃ-ତ୍ୟୁ ହୋଇ ଯାଇଥିଲା । ଯାହା ଉପରେ ବହୁତ କିଛି କଥା ଉଠିଲା ।

କ୍ର-ଆ-ଇ-ମ ବ୍ରାଞ୍ଚ ଟିମ ମଧ୍ୟ ସମାଜସେବୀ ଆଦିତ୍ୟଙ୍କ ମୃ-ତ୍ୟୁ ପଛରେ ଥିବା ଘଟଣା ଉପରୁ ପରଦା ଉଠାଇବା ପାଇଁ ବହୁ ଚେଷ୍ଟା କରିଥିଲେ । ତେବେ ବିକାଶ ନାମକ ଜଣେ ପିଲା ସମାଜସେବକ ଆଦିତ୍ୟଙ୍କୁ ମ-ଆ-ରି-ଦେଇଛନ୍ତି ବୋଲି ବର୍ତ୍ତମାନ ସମୟରେ ଆଦିତ୍ୟଙ୍କ ମା’ ଗଣ ମାଧ୍ୟମ ନିକଟରେ କହୁଛନ୍ତି । ତେବେ ଆଦିତ୍ୟ ବଞ୍ଚିଥିବା ସମୟରେ ବିକାଶ ତାଙ୍କୁ ମ-ଆ-ରିବା ପାଇଁ ବହୁ ଥର ଷ-ଡ-ଯ-ଅନ୍ତ୍ର ମଧ୍ୟ କରିଛି । ଯାହାକୁ କେହି କିଛି ଅନୁମାନ ମଧ୍ୟ କରିପାରନ୍ତି ନାହିଁ ।

ତାହା ସହିତ ଆଦିତ୍ୟ ଲୋକ ମାନଙ୍କ ସେବା ପାଇଁ ତିଆରି କରିଥିବା ଆଶ୍ରମକୁ ମଧ୍ୟ ହାତେଇବା ପାଇଁ ବିକାଶ ସବୁବେଳେ ଚେଷ୍ଟା କରୁଥିଲା । ତେବେ ସମାଜସେବୀ ଆଦିତ୍ୟ ଥିବା ପର୍ଯ୍ୟନ୍ତ ଏହି ସବୁ କିଛି ହୋଇପାରିବ ନାହିଁ ବୋଲି ବିକାଶ ଏକ ଉପାୟ ପାଞ୍ଚିଥିଲା । ତାପରେ ବିକାଶ ଆଦିତ୍ୟଙ୍କୁ ମ-ଆରି ତା’ ର ସମସ୍ତ ଆ-ରୋ-ପ ଆଦିତ୍ୟଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ବୋଳି ଦେଇଥିଲା । ତେବେ ଯାହାକୁ ନେଇ ମୁହଁ ଖୋଲିଛନ୍ତି ମାନବପ୍ରେମୀ ଆଦିତ୍ୟଙ୍କ ମା’ ଓ ସ୍ତ୍ରୀ ।

ତେବେ ସବୁ କିଛି ସତ୍ୟ ତଥ୍ୟ ସାମ୍ନାକୁ ଆସୁ ବୋଲି ମଧ୍ୟ ଗଣ ମାଧ୍ୟମ ନିକଟରେ ଜଣାଇଛନ୍ତି । ଏହା ସହିତ ଆଦିତ୍ଯଙ୍କ ସ୍ତ୍ରୀ କହିଛନ୍ତି । ମୋ ଶାଶୁ ଓ ଶ୍ଵଶୁର ଦେବତା ତୁଲ୍ୟ ଲୋକ ତାଙ୍କ ନାମରେ ଦୟା କରି କିଏ ମିଥ୍ୟା ଆ-ର-ଓ-ପ ଲଗାନ୍ତୁ ନାହିଁ । ତେବେ ସମାଜ ସେବାର ଦ୍ଵାହୀ ଦେଇ ବିକାଶ ନିଜକୁ ଯେଉଁ ଭଲ କହୁଛି । ଯଦି ସିଏ ସତରେ ଭଲ ।

ତେବେ ୩ ଦିନ ହେଲାଣି ଜଣେ ବୃଦ୍ଧା ମା’ ଆଶ୍ରମରୁ ଆସି ମନ୍ଦିରରେ ପଡିରହିଛନ୍ତି । କୁଆଡେ ଗଲା ସେ ଭଦ୍ରଲୋକ ବୋଲାଉଥିବା ବିକାଶ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *