‘ଏଠି ବାର ଲୋକ ବାର କଥା କହୁଛନ୍ତି ମତେ, ପିଣ୍ଟୁ ଥରେ ଆସି ଦେଖିଯାଅ ତୁମ ବୀନା ମୁଁ କେମିତି ଏଠି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିନ୍ଟୁ ଥରେ ଆସି ଦେଖି ଯାଅ । ଏଠାରେ ମତେ ବାର ଲୋକ ବାର କଥା କହୁଛନ୍ତି । ଧରା ପୃଷ୍ଠରେ ଜନ୍ମିତ ପ୍ରତ୍ଯେକଟି ପ୍ରାଣୀର ଜନ୍ମ ଅଛି ମାନେ ମୃ-ତ୍ୟୁ ମଧ୍ୟ ଅଛି । ହେଲେ ଏହି ଜନ୍ମ ମୃତ୍ୟୁର ଚକ୍ର ମଧ୍ୟରେ କେତେବେଳେ ଯେ କାହାର ଜୀବନ ଚାଲିଯାଇଥାଏ । ସେ କଥା ଆଗରୁ କିଛି ମଧ୍ୟ ଜଣାପଡିନଥାଏ । ତେବେ ସେହିଭଳି ଭାବରେ ମାତ୍ର ୪୭ ବର୍ଷ ବୟସରେ ଆମ ସମସ୍ତଙ୍କର ଅତି ପ୍ରିୟ ଅଭିନେତା ପିନ୍ଟୁ ନନ୍ଦ ଆମ ସମସ୍ତଙ୍କୁ ଛାଡି ଅଫେରା ରାଇଜକୁ ଚାଲିଯାଇଛନ୍ତି ।

ଯେଉଁଠାରେ ପିନ୍ଟୁଙ୍କ ପରିବାର ଲୋକେ ବା ତାଙ୍କ ଆତ୍ମୀୟ ସ୍ଵଜନ ଯେତେ ଚାହିଁଲେ ବି ପିନ୍ଟୁ ଆଉ ଫେରିକି ଆସିପାରିବେ ନାହିଁ । ତେବେ ପିନ୍ଟୁଙ୍କ ପରଲୋକ ପାଇଁ କିଛି ଗୁଡିଏ କାରଣକୁ ଦାୟୀ କରାଯାଉଛି । କିଏ କହୁଛି ପିନ୍ଟୁ ବହୁତ ମ-ଅଦ ପିଊଥିଲେ ବୋଲି ତାଙ୍କର ପରଲୋକ ଘଟିଲା । ଆଉ କିଏ କହୁଛି ପରିବାର ଲୋକେ ପିନ୍ଟୁଙ୍କ ସହିତ ନ ରହୁଥିବାରୁ ତାଙ୍କର ଏମିତି ଅବସ୍ଥା ହେଲା । କାରଣ ଜଣେ ମଣିଷ ପାଇଁ ତ’ ପରିବାର ବହୁତ ହିଁ ଦରକାରୀ ହୋଇଥାଏ ।

ପରିବାର ବିନା ବଞ୍ଚିବା ଜୀବନ ପାଇଁ କଷ୍ଟଦାଯକ ହୋଇଥିଲେ । ତେବେ ନିଜର ସ୍ତ୍ରୀ ଓ ପିଲାଙ୍କ ଠାରୁ ଅଲଗା ରହୁଥିବା ବିରହରେ ବୋଧେ ବହୁତ ନି-ଶ-ଆ-ଶ-କ୍ତ ହୋଇଯାଇଥିଲେ ପିନ୍ଟୁ । ତେବେ ଯେତେବେଳେ ପିନ୍ଟୁଙ୍କ ମ-ରି-ଯିବା କଥା ଶୁଣି ପିନ୍ଟୁଙ୍କୁ ଦେଖିବା ପାଇଁ ତାଙ୍କ ସ୍ତ୍ରୀ ଆସିଥିଲେ ।

ସେତେବେଳେ ଅନେକ ପ୍ରକାର ଲୋକ ଅନେକ କିଛି କଥା ପିନ୍ଟୁଙ୍କ ସ୍ତ୍ରୀ ଙ୍କୁ ଦେଖାଇ ଦେଖାଇ କହୁଥାନ୍ତି । ଯିଏ ସ୍ଵାମୀ ଥିବା ବେଳେ ପାଖରେ ଠିଆ ହୋଇନଥିଲା । ସେ ସ୍ଵାମୀ ମ-ଆ-ରି-ଲା ପରେ ଏଇ କୁମ୍ଭୀର କାନ୍ଦଣା କାହିଁକି କାନ୍ଦୁଛି । ତେବେ ପିନ୍ଟୁଙ୍କ ମୃ-ତ୍ୟୁ ର ଦିନ ଠାରୁ ଦ୍ଵାଦଶ ଦିନ ପର୍ଯ୍ୟନ୍ତ ଯେତେବେଳେ ଯେଉଁ କାମ ପାଇଁ ପିନ୍ଟୁ ଙ୍କ ସ୍ତ୍ରୀ ପିନ୍ଟୁଙ୍କ ଘରକୁ ଆସୁଥାନ୍ତି ।

ସେତେବେଳେ କିଛି ନା କିଛି ଲୋକ ପିନ୍ଟୁଙ୍କ ସ୍ତ୍ରୀଙ୍କୁ ଦେଖେଇ ଶିଖେଇ କଥା ହେଉନ୍ତିୟ । ଯାହାକୁ ସହିନପାରି କାହାକୁ କିଛି କହିପାରୁନଥିଲେ ମଧ୍ୟ ପିନ୍ଟୁଙ୍କ ସ୍ତ୍ରୀ ଲୋକ ନିନ୍ଦା ଶୁଣି ଶୁଣି ମନ ଭିତରୁ ସଂପୂର୍ଣ୍ଣ ରୂପେ ଭାଙ୍ଗିପଡିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *